Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 12, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ...

  • ଭାଇରାଲ ହେବାରେ ଲାଗିଛି ରାଜା ...

  • ଅହମ୍ମଦାବାଦରେ ଏୟାର ଇଣ୍ଡିଆର ...

  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

  • ଭାରି ଲାଭକାରୀ ଭୃସଙ୍ଗପତ୍ର

  • ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ...

  • ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା, ଏହି ...

  • ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍‌ଙ୍କୁ ...

  • ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ...

  • ୪ ଘଣ୍ଟା ChatGPT ଡାଉନ୍

ମନୋରଞ୍ଜନ
Home ›› ମନୋରଞ୍ଜନ ››ଅଧା ପରଫର୍ମାନ୍ସ କରି ଇଭେଣ୍ଟରୁ ଚାଲିଆସିଲେ ଅମିଷା, ନାଁରେ ରୁଜୁ ହେଲା ମାମଲା

ଅଧା ପରଫର୍ମାନ୍ସ କରି ଇଭେଣ୍ଟରୁ ଚାଲିଆସିଲେ ଅମିଷା, ନାଁରେ ରୁଜୁ ହେଲା ମାମଲା

2022-04-25 07:39:44
16719
Share:
Facebook
Twitter
E-Mail
WhatsApp
Telegram
ଅଧା ପରଫର୍ମାନ୍ସ କରି ଇଭେଣ୍ଟରୁ ଚାଲିଆସିଲେ ଅମିଷା, ନାଁରେ ରୁଜୁ ହେଲା ମାମଲା

ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ଅଭିଯୋଗ ଆସିଛି । ସାମାଜିକ କର୍ମୀ ସୁନୀଲ ଜେନା ଅଭିନେତ୍ରୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅମିଷା ଏକ ଇଭେଣ୍ଟ ପାଇଁ ପୁରା ଟଙ୍କା ନେଇ ଅଧା ପରଫର୍ମାନ୍ସ କରି ସେଠାରୁ ଚାଲିଯାଇଥିବା ଅଭିଯୋଗରେ କୁହାଯାଇଛି । ଏପଟେ ଅଭିଯୋଗ ବାବଦରେ ଜବାବ ରଖିଛନ୍ତି ଅମିଷା । ସେ କହିଛନ୍ତି,   ଆୟୋଜକ ଖରାପ ବ୍ୟବସ୍ଥା କରିଥିଲେ । ନିଜ ଜୀବନ ପ୍ରତି ବିପଦ ଅନୁଭବ କରିବା ପରେ ମୁଁ ସେଠାରୁ ଚାଲିଆସିଥିଲି ବୋଲି ଅମିଷା କହିଛନ୍ତି ।

ଏନେଇ ଅମିଷା ଟ୍ୱିଟ ମଧ୍ୟ କରିଛନ୍ତି । ଅଭିନେତ୍ରୀ ଲେଖିଛନ୍ତି, ଗତ ଏପ୍ରିଲ୍ ୨୩ ରେ ମଧ୍ୟପ୍ରଦେଶର ଖଣ୍ଡୱା ସହରରେ ନବଚାନ୍ଦ ମହୋତ୍ସବରେ ଯୋଗ ଦେଇଥିଲି। ଫ୍ଲାସ୍ ଏଣ୍ଟରଟେନମେଣ୍ଟ ଏବଂ ଶ୍ରୀ ଅରବିନ୍ଦ ପାଣ୍ଡେଙ୍କ ଦ୍ୱାରା ବହୁତ ଖରାପ ଆୟୋଜନ କରାଯାଇଥିଲା । ମୁଁ ମୋ ଜୀବନ ପ୍ରତି ବିପଦ ଅନୁଭବ କଲି, ପରେ ମୁଁ ସେଠାରୁ ଚାଲିଆସିଥିଲି । କିନ୍ତୁ ମୋର ଭଲ ଯତ୍ନ ନେଇଥିବାରୁ ମୁଁ ସ୍ଥାନୀୟ ପୋଲିସକୁ ଧନ୍ୟବାଦ ଦେବାକୁ ଚାହେଁ

Powered by Froala Editor

Tags amisha

Related articles Odisha News Lens 4.1

  • ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା
    ମନୋରଞ୍ଜନ

    ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା

    15721
    Jun 10, 2025
  • ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ଚାପୁଡା ମାରିଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ଚାପୁଡା ମାରିଲେ ଯାତ୍ରୀ

    14038
    Jun 11, 2025
  • ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

    14277
    Jun 12, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...
    ବିଶେଷ

    ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    14910
    Jun 11, 2025
  • ୪ ଘଣ୍ଟା  ChatGPT ଡାଉନ୍
    ଦେଶ-ଦେଶାନ୍ତର

    ୪ ଘଣ୍ଟା ChatGPT ଡାଉନ୍

    13850
    Jun 10, 2025
  •  ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍‌ଙ୍କୁ ଦିଦି ଡାକୁଥିଲା ରାଜ
    ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍‌ଙ୍କୁ ଦିଦି ଡାକୁଥିଲା ରାଜ

    14011
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର
    ବିଶେଷ

    ଭାରି ଲାଭକାରୀ ଭୃସଙ୍ଗପତ୍ର

    14441
    Jun 11, 2025
  • ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ
    ଦେଶ-ଦେଶାନ୍ତର

    ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

    14590
    Jun 12, 2025
  • ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ

    13524
    Jun 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ଚାପୁଡା ମାରିଲେ ଯାତ୍ରୀ

    14038
    Jun 11, 2025
  • ବିଶେଷ

    ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    14910
    Jun 11, 2025
  • ମନୋରଞ୍ଜନ

    ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା

    15721
    Jun 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16656
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16957
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15484
    Apr 03, 2021

ବିଶେଷ

  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    14910
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    14441
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13968
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15389
    Jun 10, 2025
  • ଆଖି ପାଇଁ ସପୁରୀ ରସ

    16102
    Jun 08, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15699
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16324
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14028
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14822
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରି ଲାଭକାରୀ ଭୃସଙ୍ଗପତ୍ର

    14441
    Jun 11, 2025
  • ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

    14277
    Jun 12, 2025
  • ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

    14590
    Jun 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In