Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିଡି ସତୀଶନ କେରଳର ପରବର୍ତ୍ତୀ ...

  • ଏହି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ଲାଭ

  • ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ ...

  • ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ...

  • ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ...

  • ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ...

  • ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି

  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

  • ବଢ଼ିପାରେ ତେଲ ଦର

  • ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ...

Home ›› ››ଘିମିରି ସମସ୍ୟାକୁ କିପରି ଦୂରେଇବେ ଜାଣନ୍ତୁ .....

ଘିମିରି ସମସ୍ୟାକୁ କିପରି ଦୂରେଇବେ ଜାଣନ୍ତୁ .....

2022-04-23 04:02:07
15490
Share:
Facebook
Twitter
E-Mail
WhatsApp
Telegram
ଘିମିରି ସମସ୍ୟାକୁ କିପରି ଦୂରେଇବେ ଜାଣନ୍ତୁ .....

ଓଃ କି ଗରମ ! ଏହି ପଦକ କଥା ଏବେ ଅଧିକାଂଶଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେବେ ଯେଉଁମାନେ କର୍ମଜୀବୀ ସେମାନଙ୍କୁ ତ ନିଶ୍ଚୟ ବାହାରକୁ ଯିବାକୁ ହେବ । ଏହାବ୍ୟତୀତ ଘରେ ରହୁଥିବା ଘରଣୀମାନେ ମଧ୍ୟ ପିଲା,ପରିବାର ଲାଗି ଅନେକ ସମୟରେ ବାହାରକୁ ଗୋଡ଼ କାଢ଼ିବାକୁ ବାଧ୍ୟ । ଏଣୁ ଟାଣ ଖରାର ଶିକାର ହେବା ନିଶ୍ଚିତ । ଅତିରିକ୍ତ ଗରମ ଯୋଗୁଁ ଶରୀରରେ ବିଭିନ୍ନପ୍ରକାର ସମସ୍ୟା ଦେଖାଯାଇଥାଏ । ବିଶେଷକରି ଘିମିରି ହୋଇ ତ୍ୱଚା କୁଣ୍ଡେଇ ହେବା ଖରାଦିନର ଏକ ସାଧାରଣ ସମସ୍ୟା । ଗରମ ବଢ଼ିବା ସାଙ୍ଗକୁ ଏହି ସମସ୍ୟା ବୃଦ୍ଧି ପାଇଥାଏ । କିଛିଟା ଘରୋଇ ସାମଗ୍ରୀ ସାହାଯ୍ୟରେ ଏଥିରୁ କିଭଳି ମୁକ୍ତି ପାଇବେ ଆସନ୍ତୁ ଜାଣିବା


ବରଫ : ଯଦି ଶରୀରର କୌଣସି ସ୍ଥାନ ଅଧିକ କୁଣ୍ଡାଇ ହେଉଥାଏ, ସେହି ସ୍ଥାନରେ ବରଫକୁ କପଡ଼ାରେ ରଖି ଲାଗାଇଲେ ଆରାମ ଲାଗିବ । ଏହି ପ୍ରକ୍ରିୟାକୁ ୪ ରୁ ୬ ଘଣ୍ଟା ବ୍ୟବଧାନରେ କରିପାରିବେ ।
ଲୁଣ, ହଳଦୀ ଓ ମେଥି ପେଷ୍ଟ : ଲୁଣ, ହଳଦୀ ଓ ମେଥିକୁ ସମାନ ପରିମାଣରେ ନେଇ ଗୁଣ୍ଡ କରିଦିଅନ୍ତୁ । ସ୍ନାନ କରିବାର ୫ ମିନିଟ୍‌ ପୂର୍ବରୁ ଗୁଣ୍ଡରେ ପାଣି ମିଶାଇ ପେଷ୍ଟ ବା ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ୍‌କୁ ପୁରା ଶରୀରରେ ଲଗାଇ ୫ମିନିଟ୍‌ ପରେ ଗାଧୋଇ ପଡ଼ନ୍ତୁ । ଏହାକୁ ସପ୍ତାହକୁ ଗୋଟେ ଥର ଲଗାଇବା ଦ୍ୱାରା ଘିମିରିରୁ ମୁକ୍ତି ମିଳିବ ।


ମୁଲତାନି ମାଟି : ଗରମରେ ମୁଲତାନି ମାଟି ତ୍ୱଚା ପାଇଁ ଭଲ । ଏହାଛଡ଼ା ଯଦି ଘିମିର ହୋଇଥାଏ, ମୁଲତାନି ମାଟି ଲେପ ଲଗାଇଲେ ଆରାମ ମିଳିଥାଏ ।


ଘିକୁଆଁରୀ : ଝାଳ ହେଉ କି ଘିମିରି ଯୋଗୁ ଯଦି ଶରୀର କୁଣ୍ଡାଇ ହେଉଥାଏ, ସେହି ସ୍ଥାନରେ ଘିକୁଆଁରୀ (ଆଲୋଭେରା) ରସ ଲଗାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିବ ।


ସ୍ନାନ : ତ୍ୱଚା କୁଣ୍ଡାଇ ହେବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସବୁଦିନ ଭଲଭାବେ ଗାଧୋଇବା ଜରୁରି ।

Powered by Froala Editor

Tags Summer

Related articles Odisha News Lens 4.1

  • ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି

    13687
    May 14, 2026
  • ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ “ବନ୍ଦେ ମାତରମ୍” ଗାନ କରିବା ବାଧ୍ୟତାମୂଳକ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ “ବନ୍ଦେ ମାତରମ୍” ଗାନ କରିବା ବାଧ୍ୟତାମୂଳକ

    15246
    May 14, 2026
  • ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

    13654
    May 14, 2026
  • ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ
    ଦେଶ-ଦେଶାନ୍ତର

    ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

    13376
    May 14, 2026
  • ବଢ଼ିପାରେ ତେଲ ଦର
    ଦେଶ-ଦେଶାନ୍ତର

    ବଢ଼ିପାରେ ତେଲ ଦର

    14095
    May 13, 2026
  • ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ

    14435
    May 13, 2026
  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ
    ଦେଶ-ଦେଶାନ୍ତର

    NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

    15318
    May 13, 2026
  • ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ଅଧିକ ମୃତାହତ
    ଦେଶ-ଦେଶାନ୍ତର

    ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ଅଧିକ ମୃତାହତ

    14562
    May 14, 2026
  • ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ

    14717
    May 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ଅଧିକ ମୃତାହତ

    14562
    May 14, 2026
  • ଦେଶ-ଦେଶାନ୍ତର

    ବଢ଼ିପାରେ ତେଲ ଦର

    14095
    May 13, 2026
  • ଦେଶ-ଦେଶାନ୍ତର

    ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ “ବନ୍ଦେ ମାତରମ୍” ଗାନ କରିବା ବାଧ୍ୟତାମୂଳକ

    15246
    May 14, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17472
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17523
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17908
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16356
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15792
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16132
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14574
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15544
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15282
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15398
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15138
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15629
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13954
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି

    13687
    May 14, 2026
  • ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

    13376
    May 14, 2026
  • ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ “ବନ୍ଦେ ମାତରମ୍” ଗାନ କରିବା ବାଧ୍ୟତାମୂଳକ

    15246
    May 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In