Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 31, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ...

ମନୋରଞ୍ଜନ
Home ›› ମନୋରଞ୍ଜନ ››୧୧ ବର୍ଷ ପରେ କନ୍ୟା ସନ୍ତାନର ଜନନୀ ହେଲେ ଦେବିନା, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କଲେ ଗୁରମିତ

୧୧ ବର୍ଷ ପରେ କନ୍ୟା ସନ୍ତାନର ଜନନୀ ହେଲେ ଦେବିନା, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କଲେ ଗୁରମିତ

2022-04-04 15:47:08
15189
Share:
Facebook
Twitter
E-Mail
WhatsApp
Telegram
୧୧ ବର୍ଷ ପରେ କନ୍ୟା ସନ୍ତାନର ଜନନୀ ହେଲେ ଦେବିନା, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କଲେ ଗୁରମିତ

ବିବାହର ୧୧ ବର୍ଷ ପରେ ଅଭିନେତ୍ରୀ ଦେବିନା ବାନାର୍ଜୀ ଓ ଅଭିନେତା ଗୁରମିତ୍‌ ଚୌଧୁରୀ ପିତାମାତା ହୋଇଛନ୍ତି। ଦେବିନା ଏପ୍ରିଲ ୩ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।  ଗୁରୁମିତ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ଗୁରୁମିତ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବରକୁ ଅତି ସୁନ୍ଦର ଭାବରେ କ୍ୟାପସନରେ ଲେଖି ଲେଖିଛନ୍ତି – ‘କୃତଜ୍ଞତା ସହିତ ଆମେ ଆମର ଶିଶୁ କନ୍ୟାକୁ ଏହି ଦୁନିଆରେ ସ୍ୱାଗତ କରୁଛୁ … ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଭିଡିଓରେ ପ୍ରଥମେ ଗୁରୁମିତଙ୍କ ହାତ ରହିଛି, ତା’ପରେ ଦେବିନାଙ୍କ ହାତ ଏବଂ ଶେଷରେ କୁନି ଝିଅର ହାତ ଦେଖିବାକୁ ମିଳିଛି।

ଗୁରୁମିତ ଏବଂ ଦେବିନା ସିରିଏଲ ‘ରାମାୟଣ’ର ସେଟରେ ପରସ୍ପରକୁ ଭେଟିଥିଲେ। ଯେଉଁଥିରେ ଗୁରୁମିତ ରାମ ଏବଂ ଦେବିନା ସୀତା ଭୂମିକାରେ ଅଭିନୟ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ଡେଟ କରିଥିଲେ। ୨୦୧୧ରେ ଗୁରୁମିତ ଏବଂ ଦେବିନା ବିବାହ କରିଥିଲେ। ହେଲେ ଦୀର୍ଘ ଦିନ ଧରି ସେମାନେ ସନ୍ତାନର ପିତାମାତା ହୋଇପାରିନଥିଲେ । ତେଣୁ ଉତ୍ସାହର ସହ ଉଭୟ କନ୍ୟା ସନ୍ତାନକୁ ସ୍ୱାଗତ କରିଛନ୍ତି ।

Powered by Froala Editor

Tags debina girl child

Related articles Odisha News Lens 4.1

  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ
    ବିଶେଷ

    ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15798
    May 29, 2025
  • ଦେଶରେ ୨ହଜାର ୭୧୦ଜଣ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଜଣେ ମୃତ
    ଦେଶ-ଦେଶାନ୍ତର

    ଦେଶରେ ୨ହଜାର ୭୧୦ଜଣ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଜଣେ ମୃତ

    15356
    May 31, 2025
  • ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଏହି ପରିବାରକୁ ନିଯୁକ୍ତି ପତ୍ର ...
    ଦେଶ-ଦେଶାନ୍ତର

    ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଏହି ପରିବାରକୁ ନିଯୁକ୍ତି ପତ୍ର ...

    13834
    May 30, 2025
  • ଚା’ ସହିତ ଏହି  ଜିନିଷ ଖାଇବା ମନା
    ବିଶେଷ

    ଚା’ ସହିତ ଏହି ଜିନିଷ ଖାଇବା ମନା

    14411
    May 29, 2025
  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ,  ୪ ମୃତ, ୨୭ ଗୁରୁତର
    ଦେଶ-ଦେଶାନ୍ତର

    ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ମୃତ, ୨୭ ଗୁରୁତର

    14256
    May 30, 2025
  •  ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ
    ଦେଶ-ଦେଶାନ୍ତର

    ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ

    14683
    May 29, 2025
  • ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମସ୍କ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମସ୍କ

    15381
    May 29, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’
    ବାଣିଜ୍ୟ

    କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14183
    May 30, 2025
  •  ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ,  ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14023
    May 31, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14023
    May 31, 2025
  • ଦେଶ-ଦେଶାନ୍ତର

    ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ମୃତ, ୨୭ ଗୁରୁତର

    14256
    May 30, 2025
  • ବିଶେଷ

    ଚା’ ସହିତ ଏହି ଜିନିଷ ଖାଇବା ମନା

    14411
    May 29, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16635
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16925
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15465
    Apr 03, 2021

ବିଶେଷ

  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15798
    May 29, 2025
  • ଚା’ ସହିତ ଏହି ଜିନିଷ ଖାଇବା ମନା

    14411
    May 29, 2025
  • ରୁଦ୍ରାକ୍ଷ ପାଣି ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ...

    14573
    May 28, 2025
  • ଏକ କିଲୋ ଆମ୍ବକୁ ୨.୭ ଲକ୍ଷ ଟଙ୍କା

    15617
    May 28, 2025
  • ଏହି ଖାଦ୍ୟ ଗରମ କରି ଖାଇଲେ ସୃଷ୍ଟି ହୋଇଥାଏ ମାରାତ୍ମକ rogo

    14179
    May 26, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15681
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16294
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14007
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14801
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14023
    May 31, 2025
  • ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଏହି ପରିବାରକୁ ନିଯୁକ୍ତି ପତ୍ର ବାଣ୍ଟିଲେ ଅମିତ ଶାହ

    13834
    May 30, 2025
  • ଚା’ ସହିତ ଏହି ଜିନିଷ ଖାଇବା ମନା

    14411
    May 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In