ଉଷୁମ କେତେ ଉପକାରୀ ଜାଣନ୍ତୁ?
ଯଦି ପ୍ରତିଦିନ ଗ୍ଲାସେ ଉଷୁମ କ୍ଷୀର ପିଇବା ତେବେ ତାହା କେତେକ ଉପକାରୀ ଗୁଣ ରହିଛି ବଳେ ଜାଣିପାରିବା । କ୍ଷୀରରେ ସ୍ୱାସ୍ଥ୍ୟଉପକାରୀ ଗୁଣ ଭଳରି ରହିଛି । ଯଦି ଉଷୁମ କ୍ଷୀର କଥା ଆଲୋଚନାକୁ ନିଆଯାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ । ଆପଣ ଯଦି ଗଳା ଦରଜ ପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତେବେ ଉଷୁମ କ୍ଷୀରରେ ଗୋଲମରିଚ ଗୁଣ ଗୋଳାଇ ପିଅନ୍ତୁ । ପ୍ରତିଦିନ ସକାଳର ଆରମ୍ଭ ଗ୍ଲାସେ ଉଷୁମ କ୍ଷୀରରୁ କରନ୍ତୁ । ଦିନତମାମ କାମ କରିବାକୁ ଏହା ଶରୀରକୁ ଅନେକ ଶକ୍ତି ଯୋଗାଇଥାଏ । ଉଷୁମ କ୍ଷୀରର ଆଉ ଏକ ଉପକାରୀ ଗୁଣ ରହିିଛି । ଏହା ପାଚନ କି୍ରୟାକୁ ଆହୁରି ସକି୍ରୟ କରାଇଥାଏ । ଲଣ୍ଡନ ବିଶ୍ୱ ବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସତ୍ୟତମ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଥକାପଣ ଦୂର କରିବାରେ ଉଷୁମ କ୍ଷୀର ବେଶ ସହାୟକ ହୋଇଥାଏ ।
Powered by Froala Editor