Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ...

  • ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ...

  • ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ...

  • ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ...

  • ‘ଜନ ନାୟକନ୍‌’କୁ ମିଳିଲା ‘A’ ...

  • ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ...

  • ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ...

  • ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ...

  • ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ...

  • ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ...

ରାଜ୍ୟ
Home ›› ରାଜ୍ୟ ››ପୌର ଫଳାଫଳ(କଳାହାଣ୍ଡି ଜିଲ୍ଲା): କିଏ କେଉଁଠି ବିଜୟୀ ଓ ଆଗୁଆ ଜାଣନ୍ତୁ

ପୌର ଫଳାଫଳ(କଳାହାଣ୍ଡି ଜିଲ୍ଲା): କିଏ କେଉଁଠି ବିଜୟୀ ଓ ଆଗୁଆ ଜାଣନ୍ତୁ

2022-03-26 05:37:47
15426
Share:
Facebook
Twitter
E-Mail
WhatsApp
Telegram
ପୌର ଫଳାଫଳ(କଳାହାଣ୍ଡି ଜିଲ୍ଲା): କିଏ କେଉଁଠି ବିଜୟୀ ଓ ଆଗୁଆ ଜାଣନ୍ତୁ


ଭୁବନେଶ୍ୱର:  ଆଜି ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ସକାଳୁ ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଦେଖାଦେଲାଣି ବିଜେଡି ଟ୍ରେଣ୍ଡ । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଅଞ୍ଚଳରେ ବିଜେଡି ଆଗରେ ରହିଛି । ତେବେ କିଏ କେଉଁଠି ବିଜୟୀ ଓ ଆଗୁଆ ଅଛନ୍ତି ସେ ସମ୍ପର୍କରେ ଜାଣନ୍ତୁ  ।

ପୌରାଧ୍ୟକ୍ଷ- କଳାହାଣ୍ଡି ଜିଲ୍ଲା
ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି ବିଜୟୀ
କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ
ଜୁନାଗଡ଼ରେ ବିଜେପିର ମୁକେଶ ଅଗ୍ରୱାଲ ଆଗୁଆ
ଭବାନୀପାଟଣାରେ ବିଜେଡିର ସଂଯୁକ୍ତା ବେହେରା ଆଗୁଆ

ରାଜ୍ୟରେ ଚାଲିଛି   ପୌର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ଭୋଟ ଗଣତି ହେବ ନାହିଁ । ୬ଟି ଓ୍ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଗଣତି ସ୍ଥଗିତ ରଖାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ୨ଟି ଟେବୁଲରେ କାଉଣ୍ଟିଂ ହେଉଛି ।
ତେବେ ବର୍ତ୍ତମାନର ୧୦୬ ପୌରପରିଷଦର  ଫଳାଫଳର ଟ୍ରେଣ୍ଡ ଅନୁଯାୟୀ ବିଜେଡି ୭୩ ପୌରପରିଷଦ ହାତେଇଛି । ସେହିପରି ବିଜେପି ୧୭, କଂଗ୍ରେସ ୦୬ ଓ ଅନ୍ୟାନ୍ୟ ୧୦ ପୌରପରିଷଦ ହାତେଇଥିବା ଜଣାଯାଇଛି ।

ପ୍ରକାଶ ଯେ ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେଉଛି । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେଉଛି । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି କିମ୍ବା ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ ଗଣତି ପୂର୍ବରୁ ପ୍ରଥମେ ପୋଷ୍ଟଲ ବାଲଟ ଗଣତି ଚାଲିଛି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ ସହକାରୀ ନିୟୋଜିତ ରହିଛନ୍ତି ।

Powered by Froala Editor

Tags Vote counting

Related articles Odisha News Lens 4.1

  • ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ

    13786
    Jul 12, 2026
  • ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ

    14037
    Jul 13, 2026
  • ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ସିଂ ‘ମୁଁ ଆତ୍ମହତ୍ୟା କରିଦେବି….’
    ଦେଶ-ଦେଶାନ୍ତର

    ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ସିଂ ‘ମୁଁ ଆତ୍ମହତ୍ୟା କରିଦେବି….’

    13381
    Jul 13, 2026
  •  ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

    14676
    Jul 13, 2026
  • ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ଆଚରଣ କଲା ଡେଲିଭରି ବୟ
    ଦେଶ-ଦେଶାନ୍ତର

    ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ଆଚରଣ କଲା ଡେଲିଭରି ବୟ

    13396
    Jul 13, 2026
  • ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ...

    13535
    Jul 13, 2026
  • ‘ଜନ ନାୟକନ୍‌’କୁ ମିଳିଲା ‘A’ ସାର୍ଟିଫିକେଟ୍
    ମନୋରଞ୍ଜନ

    ‘ଜନ ନାୟକନ୍‌’କୁ ମିଳିଲା ‘A’ ସାର୍ଟିଫିକେଟ୍

    13661
    Jul 13, 2026
  • ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ

    15668
    Jul 12, 2026
  • ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, ...
    ଦେଶ-ଦେଶାନ୍ତର

    ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, ...

    15564
    Jul 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ଆମିର୍ ଖାନ୍

    14487
    Jul 13, 2026
  • ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

    14676
    Jul 13, 2026
  • ଦେଶ-ଦେଶାନ୍ତର

    ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

    15564
    Jul 13, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16973
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17585
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17639
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18039
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14463
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14826
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15577
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15686
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15498
    Jul 05, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15844
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15711
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13818
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14940
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ସିଂ ‘ମୁଁ ଆତ୍ମହତ୍ୟା କରିଦେବି….’

    13381
    Jul 13, 2026
  • ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ଆମିର୍ ଖାନ୍

    14487
    Jul 13, 2026
  • ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ

    14037
    Jul 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In