Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, August 08, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ...

  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ...

  • ଲଣ୍ଡନରେ ‘କଲ୍ ହୋ ନା ହୋ’

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ...

  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ...

  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ...

  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ...

  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ନୂଆ ଲୁକ୍‌ରେ ଅଭିନେତ୍ରୀ ମୀନାକ୍ଷୀ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ନୂଆ ଲୁକ୍‌ରେ ଅଭିନେତ୍ରୀ ମୀନାକ୍ଷୀ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

2022-02-22 11:59:37
14383
Share:
Facebook
Twitter
E-Mail
WhatsApp
Telegram
ନୂଆ ଲୁକ୍‌ରେ ଅଭିନେତ୍ରୀ ମୀନାକ୍ଷୀ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ମୁମ୍ବାଇ: ୮୦ ଓ ୯୦ ଦଶକରେ ସେ ବଲିଉଡ୍‌ରେ ରାଜ୍ କରୁଥିଲେ । ନିଜର ଜଲୱାରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ । ତାଙ୍କ ଅଭିନୟ ଓ ନୃତ୍ୟରେ ଦର୍ଶକ ମତୁଆଲା ହେଉଥିଲେ । ସବୁ ଚଳଚ୍ଚିତ୍ରରେ ଫ୍ୟାନ୍‌ସମାନେ ତାଙ୍କୁ ଖୋଜୁଥିଲେ । ଆଉ ଏବେ ଦୀର୍ଘ ବର୍ଷ ପରେ ମଧ୍ୟ ଟିକେ ହେଲେ କମିନି ତାଙ୍କ କ୍ରେଜ୍ । ଯେତିକି ଲୋକପ୍ରିୟତା ସେତେବେଳେ ଥିଲା ବର୍ତ୍ତମାନ ବି ସେତିକି ରହିଛି । ଯଦିଓ ସେ ଅଭିନୟ ଦୁନିଆରୁ ବ୍ରେକ୍ ନେଇଛନ୍ତି ହେଲେ ସୋସିଆଲ୍ ମିଡିଆରେ ପୂରା ଆକ୍ଟିଭ୍ ଅଛନ୍ତି । ତାଙ୍କର ଗୋଟିଏ ଗୋଟିଏ ପୋଷ୍ଟକୁ ମିଳୁଛି ମିଲିୟନ୍ ମିଲିୟନ୍ ଲାଇକ୍ ଓ କମେଣ୍ଟ । ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି ମୀନାକ୍ଷୀ ଶେଶାଦ୍ରି ।

ନିକଟରେ ସେ ନୂଆ ଲୁକ୍‌ରେ ନଜର ଆସିଛନ୍ତି । ସୋସିଆଲ୍ ମିଡିଆରେ ଏହାର ଏକ ଫଟୋ ଅପଲୋଡ୍ କରିଛନ୍ତି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଅନେକ ସୁନ୍ଦର କମେଣ୍ଟ ବି ମିଳିଛି ।

ମୀନାକ୍ଷୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଥିବା ଫଟୋରେ ପୂରା ନିଆରା ଦେଖା ଯାଉଛନ୍ତି । ହେୟାର ଷ୍ଟାଇଲ୍ ସମ୍ପୂର୍ଣ୍ଣ ଭାବେ ବଦଳାଇଛନ୍ତି । ଚଷମା ପିନ୍ଧିଛନ୍ତି ଏବଂ ସେ ଆକାଶ ରଙ୍ଗର ହୁଡି ପିନ୍ଧିଛନ୍ତି । କିଛି ଲୋକ ତାଙ୍କର ଏହି ନୂତନ ଶୈଳୀକୁ ପସନ୍ଦ କରୁଥିବାବେଳେ କିଛି ଲୋକ କହିଛନ୍ତି ଯେ ସେ ଏହି ପରୀକ୍ଷଣ କରିବା ଉଚିତ୍ ନୁହେଁ । ଫଟୋରେ ସେ କ୍ୟାପସନ୍ ଦେଇଛନ୍ତି ନୂଆ ଲୁକ୍ ।

ଜଣେ ଫ୍ୟାନ୍‌ସ ଲେଖିଛନ୍ତି, ଦାମିନୀରେ, ସୌନ୍ଦର୍ଯ୍ୟର ସୀମା ଅତିକ୍ରମ କରିଦେଇଥିଲେ । ନାରୀ ଚେହେରା ପାଇଁ ତାହା ଆଶ୍ଚର୍ଯ୍ୟଜନକ ଥିଲା । କ୍ଷମା କରିବେ, କିନ୍ତୁ ଆପଣ ଲମ୍ବା କେଶରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, କି ପରିବର୍ତ୍ତନ । ତୁମେ ଆମର ହୃଦୟର ରାଣୀ । ଆଉ ଜଣେ ପ୍ରଶଂସକ କମେଣ୍ଟରେ ଲେଖିଛନ୍ତି, ଆପଣଙ୍କୁ ଆମେ ଅପେକ୍ଷା କରିଛୁ । କେବେ ପୁଣି ପରଦାରେ ଦେଖିବୁ ? ଆଉ ଥରେ ଫେରି ଆସନ୍ତୁ ।

Powered by Froala Editor

Tags meenakshi-sheshadri new look

Related articles Odisha News Lens 3.2

  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...
    ଦେଶ-ଦେଶାନ୍ତର

    ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...

    13876
    Aug 08, 2022
  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା
    ବିଶେଷ

    ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14299
    Aug 08, 2022
  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ
    ବିଶେଷ

    ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13262
    Aug 08, 2022
  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର

    13698
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା
    ବିଶେଷ

    ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13672
    Aug 08, 2022
  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ
    ଦେଶ-ଦେଶାନ୍ତର

    ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ

    14527
    Aug 08, 2022
  • ଲଣ୍ଡନରେ ‘କଲ୍ ହୋ ନା ହୋ’
    ଦେଶ-ଦେଶାନ୍ତର

    ଲଣ୍ଡନରେ ‘କଲ୍ ହୋ ନା ହୋ’

    15128
    Aug 08, 2022
  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍
    ଦେଶ-ଦେଶାନ୍ତର

    ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13725
    Aug 08, 2022
  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି
    ଦେଶ-ଦେଶାନ୍ତର

    ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି

    14939
    Aug 08, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ସୁବିଧା

    13876
    Aug 08, 2022
  • ଦେଶ-ଦେଶାନ୍ତର

    ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13414
    Aug 08, 2022
  • ଦେଶ-ଦେଶାନ୍ତର

    ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13725
    Aug 08, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14299
    Aug 08, 2022
  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13262
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13672
    Aug 08, 2022
  • ବର୍ଷାଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

    13888
    Aug 07, 2022
  • ଶିଶୁକୁ କିପରି କରାଇବେ ସ୍ତନ୍ୟପାନ ଜାଣନ୍ତୁ....

    15617
    Aug 07, 2022

ବାଣିଜ୍ୟ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ&rs ...

  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    14538
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    14690
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    16284
    Jul 01, 2022
  • ପୁଣି ବଢ଼ିଲା ସୁନା ଓ ରୂପା ଦାମ

    16053
    May 22, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13262
    Aug 08, 2022
  • ଲଣ୍ଡନରେ ‘କଲ୍ ହୋ ନା ହୋ’

    15128
    Aug 08, 2022
  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର

    13698
    Aug 08, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In