ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, କେତେ ପ୍ରତିଶତ ହୋଇଛି ଜାଣନ୍ତୁ ?

ଭୁବନେଶ୍ୱର: ରାଜ୍ୟରେ ଚାରିଆଡେ ନିର୍ବାଚନୀ ମାହୋଲ । ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ଆସିଲା ଚୂଡାନ୍ତ ଭୋଟଦା ନ ତାଲିକା । ଗତକାଲି ସରିଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ୭୭.୨ପ୍ରତିଶତ ମତଦାନ ହୋଇଛି ।
ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭ପ୍ରତିଶତ ମତଦାନ ହୋଇଥିବାବେଳେ ଦେବଗଡରେ ୮୩.୭୫ପ୍ରତିଶତ ଏବଂ ଅନୁଗୁଳରେ ୮୨.୬ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ସୂଚନା ମିଳିଛି ।
Powered by Froala Editor