Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 05, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

  • ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ...

  • ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ...

  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ...

  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ...

  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ...

  • ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

  • ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ...

  • ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବାଧ୍ୟ କଲେ ଶିକ୍ଷୟିତ୍ରୀ, ହିଜାବ ଖୋଲି ସ୍କୁଲ ଭିତରକୁ ଗଲେ ଛାତ୍ରୀ

ବାଧ୍ୟ କଲେ ଶିକ୍ଷୟିତ୍ରୀ, ହିଜାବ ଖୋଲି ସ୍କୁଲ ଭିତରକୁ ଗଲେ ଛାତ୍ରୀ

2022-02-14 14:55:04
14251
Share:
Facebook
Twitter
E-Mail
WhatsApp
Telegram
ବାଧ୍ୟ କଲେ ଶିକ୍ଷୟିତ୍ରୀ, ହିଜାବ ଖୋଲି ସ୍କୁଲ ଭିତରକୁ ଗଲେ ଛାତ୍ରୀ

ଗତ ସପ୍ତାହରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟରେ କହିଥିଲେ ଯେ, ଶିକ୍ଷାନୁଷ୍ଠାନ ସବୁ ଖୋଲାଯାଇ ପାରେ କିନ୍ତୁ, କ‌ୌଣସି ଧାର୍ମିକ ବସ୍ତ୍ର ପରିଧାନ କରି ଆସିବାକୁ ଅନୁମତି ମିଳିବ ନାହିଁ। ସେହି ଅନୁଯାୟୀ, ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାସ୍ଥିତ ସରକାରୀ ଅନୁଦାନ ପ୍ରାପ୍ତ ଏକ ସ୍କୁଲ୍‌ର ଫାଟକ ପାଖରେ ଛାତ୍ରୀମାନଙ୍କୁ ହିଜାବ୍‌ ଖୋଲିଦେବାକୁ ନିର୍ଦେଶ ଦିଆଯାଇଥିଲା। ଏକ ସରକାରୀ ସହାୟକ ବିଦ୍ୟାଳୟର ବାଳିକା ମାନଙ୍କୁ ସୋମବାର ସ୍କୁଲ ପରିସରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ହିଜାବ ହଟାଇବାକୁ କୁହାଯାଇଥିଲା।

ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ନବମ ଶ୍ରେଣୀ ଛାତ୍ରୀ ଜଣକ ଯେତେବେଳେ ହିଜାବ ପିନ୍ଧି ନିଜ ବାପା-ମା’ଙ୍କ ସହ ସ୍କୁଲ ଗେଟ୍‌ ପାଖକୁ ଆସୁଛନ୍ତି ସେତେବେଳେ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଅଟକାଇ ଦେଉଛନ୍ତି। ଛାତ୍ରୀଙ୍କୁ ହିଜାବ ହଟାଇବା ପାଇଁ କହୁଛନ୍ତି। ଏହାକୁ ନେଇ ଉଭୟ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଙ୍କ ବାପା-ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହେଉଛି। ପରେ ବାଧ୍ୟ ହୋଇ ଛାତ୍ରୀ ଜଣକ ନିଜ ମୁଣ୍ଡରୁ ହିଜାବ ହଟାଇ ସ୍କୁଲ ଭିତରେ ପ୍ରବେଶ କରୁଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖ ଯୋଗ୍ୟ ଯେ, ହିଜାବ ବିବାଦ ପରେ ବନ୍ଦ ହୋଇଥିବା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଆଜି ପୁଣି ଖୋଲିଛି। ତେବେ ଏକାଦଶ ଏବଂ ଦ୍ୱାଦଶର ସ୍କୁଲଗୁଡ଼ିକ ବୁଧବାର ପର୍ଯ୍ୟନ୍ତ ବନ୍ଦ ରହିଛି। ହିଜାବ ମାମଲା ସମ୍ପର୍କରେ ହାଇକୋର୍ଟରେ ଶୁଣାଣି ମଧ୍ୟ ଚାଲିଛି।

Powered by Froala Editor

Tags hijab

Related articles Odisha News Lens 4.1

  • ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ନିର୍ମାଣ
    ଦେଶ-ଦେଶାନ୍ତର

    ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ନିର୍ମାଣ

    15160
    Aug 05, 2025
  • ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’
    ମନୋରଞ୍ଜନ

    ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’

    14435
    Aug 05, 2025
  • ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ପାରିବେ ନାହିଁ
    ଦେଶ-ଦେଶାନ୍ତର

    ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ପାରିବେ ନାହିଁ

    14510
    Aug 05, 2025
  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ
    ଦେଶ-ଦେଶାନ୍ତର

    ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13593
    Aug 05, 2025
  • ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ
    ଦେଶ-ଦେଶାନ୍ତର

    ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

    14433
    Aug 05, 2025
  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌
    ଦେଶ-ଦେଶାନ୍ତର

    ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌

    15194
    Aug 05, 2025
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ
    ଦେଶ-ଦେଶାନ୍ତର

    ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

    13990
    Aug 05, 2025
  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ
    ବିଶେଷ

    ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14434
    Aug 05, 2025
  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13844
    Aug 05, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌

    15194
    Aug 05, 2025
  • ମନୋରଞ୍ଜନ

    ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’

    14435
    Aug 05, 2025
  • ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13844
    Aug 05, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16655
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16764
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17092
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15571
    Apr 03, 2021

ବିଶେଷ

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14434
    Aug 05, 2025
  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14306
    Aug 04, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15402
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    15434
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14906
    Jul 31, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14260
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14723
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14816
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14159
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

    13990
    Aug 05, 2025
  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌

    15194
    Aug 05, 2025
  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13844
    Aug 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In