Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

ମନୋରଞ୍ଜନ
Home ›› ମନୋରଞ୍ଜନ ››ନିର୍ମାଣ ହେବ ଲତା ମଙ୍ଗେସକରଙ୍କ ବାୟୋପିକ୍‌ !

ନିର୍ମାଣ ହେବ ଲତା ମଙ୍ଗେସକରଙ୍କ ବାୟୋପିକ୍‌ !

2022-02-11 16:08:05
14509
Share:
Facebook
Twitter
E-Mail
WhatsApp
Telegram
ନିର୍ମାଣ ହେବ ଲତା ମଙ୍ଗେସକରଙ୍କ ବାୟୋପିକ୍‌ !

କିମ୍ବଦନ୍ତୀ ଗାୟିକା, ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ୬ ଜାନୁଆରି ୨୦୨୦ରେ ଇହଲୀଳା ସମ୍ବରଣ କରିଛନ୍ତି। କିନ୍ତୁ ତାଙ୍କର ସ୍ଵର, ଗୀତ ଓ ତାଙ୍କ ଜୀବନ ସହ ଜଡିତ ଘଟଣା ସବୁବେଳେ ମନେ ରହିବ।  ତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସକ୍ଷମ ଥିଲେ ଲତା । କେବଳ ଭାରତ ନୁହେଁ ଏସିଆ ମହାଦେଶରେ ସେ ଥିଲେ ଏକ ବହୁ ପରିଚିତ ନାମ । ଅନେକ ଭାଷାରେ ଗୀତ ଗାଇବା ସହ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି।

ତେଣୁ ମହାରାଷ୍ଟ୍ର ସରକାର ଲତା ମଙ୍ଗେସକରଙ୍କ ସ୍ମରଣରେ ଏକ ସଙ୍ଗୀତ ଏକାଡେମୀ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଖବର ଅନୁସାରେ ସଙ୍ଗୀତ ଏକାଡେମୀ ସହ କଲିନା କ୍ୟାମ୍ପସରେ ଲତାଙ୍କ ସ୍ମୃତିରେ ଏକ ମ୍ୟୁଜିୟମ୍ ମଧ୍ୟ ତିଆରି କରାଯିବ। ବର୍ତ୍ତମାନ ଲତା ଦିଦିଙ୍କ ଇନସ୍ପାରିଂ ଜର୍ନିକୁ ନେଇ ତାଙ୍କର ବାୟୋପିକ୍ ନିର୍ମାଣ କରିବାକୁ ଚିନ୍ତା କରାଯାଉଛି ।

ଶୁଣିବାକୁ ମିଳେ ଯେ ଲତା ମଙ୍ଗେସକର କୁଆଡେ ତାଙ୍କ ବାୟୋପିକ୍ ନିର୍ମାଣ ସପକ୍ଷରେ ନ ଥିଲେ ଯାହା ପାଇଁ ତାଙ୍କ ବାୟୋପିକ୍ ନିର୍ମାଣରେ ଏତେ ବିଳମ୍ବ ହୋଇଛି । ଏବେ ସେ ବିଦାୟ ନେଇଥିବା ହେତୁ ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି, ଆନନ୍ଦ ଏଲ ରୟ ଓ ରାକେଶ ଓମ ପ୍ରକାଶ ମେହେରା ଲତା ଦିଦିଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ତେବେ ଲତାଙ୍କ ପରିବାର ଚଳଚ୍ଚିତ୍ର ନିର୍ମାଣ କରିବାକୁ ସମ୍ମତି ପ୍ରଦାନ କରିବେ କି ନାହିଁ ତାହା ନେଇ ସନ୍ଦେହ ରହିଛି।

Powered by Froala Editor

Tags lata

Related articles Odisha News Lens 4.1

  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି
    ଦେଶ-ଦେଶାନ୍ତର

    ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି

    15751
    Jul 12, 2025
  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...
    ଦେଶ-ଦେଶାନ୍ତର

    ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...

    14823
    Jul 12, 2025
  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ
    ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15591
    Jul 13, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....
    ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13991
    Jul 13, 2025
  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ
    ଦେଶ-ଦେଶାନ୍ତର

    ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15904
    Jul 12, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    14922
    Jul 13, 2025
  • ଲଦାଖଲେ ଦଲାଇ ଲାମା,  ଚୀନ୍ ଖପ୍ପା
    ଦେଶ-ଦେଶାନ୍ତର

    ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15789
    Jul 12, 2025
  • ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ
    ଦେଶ-ଦେଶାନ୍ତର

    ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

    15796
    Jul 12, 2025
  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର
    ଦେଶ-ଦେଶାନ୍ତର

    ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15172
    Jul 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15904
    Jul 12, 2025
  • ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15591
    Jul 13, 2025
  • ଦେଶ-ଦେଶାନ୍ତର

    ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

    15796
    Jul 12, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16617
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16734
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17047
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15536
    Apr 03, 2021

ବିଶେଷ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13991
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14818
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15687
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14677
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14835
    Jul 10, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15871
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16411
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14058
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15579
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15172
    Jul 13, 2025
  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15904
    Jul 12, 2025
  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15591
    Jul 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In