Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ରିପୋର୍ଟିଂ ସମୟରେ ସାମ୍ବାଦିକାଙ୍କୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଫାଇଜର୍ କୋଭିଡ୍ ବଟିକାକୁ ସ୍ୱୀକୃତି

ଫାଇଜର୍ କୋଭିଡ୍ ବଟିକାକୁ ସ୍ୱୀକୃତି

2021-12-23 11:38:23
14392
Share:
Facebook
Twitter
E-Mail
WhatsApp
Telegram
ଫାଇଜର୍ କୋଭିଡ୍ ବଟିକାକୁ ସ୍ୱୀକୃତି

ନୂଆଦିଲ୍ଲୀ: ଫାଇଜର କମ୍ପାନୀ ନିର୍ମିତ ପ୍ରଥମ କୋଭିଡ ନିରୋଧୀ ବଟିକା ପ୍ୟାକ୍ସଲୋଭିଡକୁ ଯୁକ୍ତରାଷ୍ଟ୍ର ଆମେରିକାର ହେଲଥ୍ ରେଗୁଲେଟର ସ୍ୱୀକୃତି ଦେଇଛି । ୧୨ ବର୍ଷରୁ ଅଧିକ ବୟସ୍କମାନେ ଏହି ବଟିକା ଖାଇପାରିବେ । ଦୁଇ ପ୍ରକାର ବଟିକାର ମିଶ୍ରଣରୁ ପ୍ରସ୍ତୁତ ପ୍ୟାକ୍ସଲୋଭିଡକୁ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । 

ତେବେ ଏହି ବଟିକା ଖାଇବା ଦ୍ୱାରା କରୋନା ଭାଇରସରେ ପୀଡିତ ବ୍ୟକ୍ତିମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ପରିସ୍ଥିତି ଏବଂ ମୃତ୍ୟୁକୁ ପ୍ରାୟ ୮୮ ପ୍ରତିଶତ ହ୍ରାସ କରାଉଛି ବୋଲି ପରୀକ୍ଷାରୁ ଜଣାପଡିଛି । ତୁରନ୍ତ ଫାଇଜର ଏହି ବଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । 

ସେପଟେ ହ୍ୱାଇଟ୍ ହାଉସ୍ କୋଭିଡ ସଂଯୋଜକ ଜେଫ୍ ଜିଣ୍ଟସ୍ କହିଛନ୍ତି ଯେ, ଚିକିତ୍ସା ପାଇଁ ୧୦ ନିୟୁତ କୋର୍ସ ଖରିଦ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ୫.୩ ବିଲିୟନ ଡଲାର ବ୍ୟୟ କରିଛି । ଜାନୁଆରୀ ମାସରେ ପ୍ରଥମ ୨୬୫,୦୦୦ ବଟିକା ମିଳିଯିବ ବୋଲି ଆଶା କରାଯାଉଛି । ବାକି ବଟିକା ଗ୍ରୀଷ୍ମ ଋତୁରେ ମିଳିଯିବ ବୋଲି ସେ କହିଛନ୍ତି । 

Powered by Froala Editor

Tags Pfizer covid tablet

Related articles Odisha News Lens 4.1

  • ରିପୋର୍ଟିଂ ସମୟରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୁଲିସ
    ଦେଶ-ଦେଶାନ୍ତର

    ରିପୋର୍ଟିଂ ସମୟରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୁଲିସ

    14110
    Jun 09, 2025
  • ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ
    ଅପରାଧ

    ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ

    15237
    Jun 09, 2025
  • କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ
    ଦେଶ-ଦେଶାନ୍ତର

    କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ

    14694
    Jun 09, 2025
  • ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ
    ଦେଶ-ଦେଶାନ୍ତର

    ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ

    14066
    Jun 08, 2025
  • ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି ...
    ଦେଶ-ଦେଶାନ୍ତର

    ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି ...

    15196
    Jun 08, 2025
  • ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ
    ଦେଶ-ଦେଶାନ୍ତର

    ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ

    14766
    Jun 09, 2025
  • ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...
    ଦେଶ-ଦେଶାନ୍ତର

    ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...

    14965
    Jun 09, 2025
  • ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ
    ଦେଶ-ଦେଶାନ୍ତର

    ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ

    15251
    Jun 09, 2025
  • ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ
    ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14724
    Jun 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ

    14694
    Jun 09, 2025
  • ଦେଶ-ଦେଶାନ୍ତର

    ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ

    13494
    Jun 09, 2025
  • ଦେଶ-ଦେଶାନ୍ତର

    ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

    14965
    Jun 09, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16652
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16951
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15481
    Apr 03, 2021

ବିଶେଷ

  • ଆଖି ପାଇଁ ସପୁରୀ ରସ

    15899
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14976
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15114
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15775
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15555
    Jun 06, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15696
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16319
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14026
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14818
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ

    15237
    Jun 09, 2025
  • ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ

    13494
    Jun 09, 2025
  • ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

    14965
    Jun 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In