Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT

  • ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ...

  • ପୋଲ ଉପରୁ ଡେଇଁଲେ ମହିଳା

  • ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

  • ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

  • ୟୁଟ୍ୟୁବ୍‌ ଡାଉନ୍, ଡାଉନଲୋଡ ହେଉନାହିଁ ...

  • ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ...

  • ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ...

  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ...

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

ରାଜ୍ୟ
Home ›› ରାଜ୍ୟ ››ମହିଳାଙ୍କୁ ବିଭତ୍ସ ହତ୍ୟା

ମହିଳାଙ୍କୁ ବିଭତ୍ସ ହତ୍ୟା

2021-12-23 10:02:29
14464
Share:
Facebook
Twitter
E-Mail
WhatsApp
Telegram
ମହିଳାଙ୍କୁ ବିଭତ୍ସ ହତ୍ୟା

ଜଗତସିଂହପୁର: ଜିଲ୍ଲାର ଏରସମା ଥାନା କୁଞ୍ଜ କୋଠୀ ଅଜଗର ବେଦୀ ଗ୍ରାମରେ ମହିଳାଙ୍କୁ ବିଭତ୍ସ ହତ୍ୟା ପରେ ଅଖାରେ ପୁରାଇ ଅଭିଯୁକ୍ତ ଫେରାର ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ତୁଳସୀ ମଣ୍ଡଳ । ଆଜି ସକାଳ ସମୟରେ ଘର ଭିତରେ ଥିବା ରକ୍ତ ଜୁଡୁବୁଡୁ ଅଖାରେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମହିଳାଙ୍କୁ ହତ୍ୟା ପରେ ଅଖାରେ ପୁରାଇ ଚମ୍ପଟ ମାରିଲା ଅଭିଯୁକ୍ତସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ସଞ୍ଜୟ ଦାସ ସେହି ଗ୍ରାମର ତୁଳସୀ ମଣ୍ଡଳଙ୍କୁ ହତ୍ୟାକରି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଦେହକୁ ଏକ ଅଖା ଭିତରେ ଭର୍ତ୍ତି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Powered by Froala Editor

Tags murder

Related articles Odisha News Lens 4.1

  • ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT
    ଦେଶ-ଦେଶାନ୍ତର

    ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT

    14622
    Feb 18, 2026
  • ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ପଡ଼ିଲା ଗଲଗୋଟିଆ ବିଶ୍ବବିଦ୍ୟାଳୟ
    ଦେଶ-ଦେଶାନ୍ତର

    ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ପଡ଼ିଲା ଗଲଗୋଟିଆ ବିଶ୍ବବିଦ୍ୟାଳୟ

    15394
    Feb 18, 2026
  • ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ
    ଜିଲ୍ଲା ପରିକ୍ରମା

    ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

    15170
    Feb 18, 2026
  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ...
    ଦେଶ-ଦେଶାନ୍ତର

    ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ...

    14258
    Feb 18, 2026
  • ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ

    13655
    Feb 18, 2026
  • ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ
    ଦେଶ-ଦେଶାନ୍ତର

    ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ

    15166
    Feb 18, 2026
  • ପୋଲ ଉପରୁ ଡେଇଁଲେ ମହିଳା
    ଜିଲ୍ଲା ପରିକ୍ରମା

    ପୋଲ ଉପରୁ ଡେଇଁଲେ ମହିଳା

    14326
    Feb 18, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ
    ବିଶେଷ

    କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    14834
    Feb 18, 2026
  • ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା
    ଦେଶ-ଦେଶାନ୍ତର

    ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

    13719
    Feb 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

    15170
    Feb 18, 2026
  • ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ

    13655
    Feb 18, 2026
  • ଦେଶ-ଦେଶାନ୍ତର

    ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ପଡ଼ିଲା ଗଲଗୋଟିଆ ବିଶ୍ବବିଦ୍ୟାଳୟ

    15394
    Feb 18, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17342
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17408
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17754
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16228
    Apr 03, 2021

ବିଶେଷ

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    14834
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15580
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15845
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    16260
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16401
    Feb 12, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14953
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14466
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16073
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15357
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

    13719
    Feb 18, 2026
  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ଧର୍ମେନ୍ଦ୍ର

    14258
    Feb 18, 2026
  • ପୋଲ ଉପରୁ ଡେଇଁଲେ ମହିଳା

    14326
    Feb 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In