Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

ବାଣିଜ୍ୟ
Home ›› ବାଣିଜ୍ୟ ››ବିଶ୍ୱସ୍ତରରେ ଅଭିବୃଦ୍ଧିକୁ ଆଗେଇନେବା ପାଇଁ ଭାରତକୁ ନେଇ ଆମୱେର ବୃହତ ଯୋଜନା- ମିଲିନ୍ଦ ପନ୍ତ, ଗ୍ଲୋବାଲ ସିଇଓ, ଆମୱେ

ବିଶ୍ୱସ୍ତରରେ ଅଭିବୃଦ୍ଧିକୁ ଆଗେଇନେବା ପାଇଁ ଭାରତକୁ ନେଇ ଆମୱେର ବୃହତ ଯୋଜନା- ମିଲିନ୍ଦ ପନ୍ତ, ଗ୍ଲୋବାଲ ସିଇଓ, ଆମୱେ

2021-12-22 16:17:50
25103
Share:
Facebook
Twitter
E-Mail
WhatsApp
Telegram
ବିଶ୍ୱସ୍ତରରେ ଅଭିବୃଦ୍ଧିକୁ ଆଗେଇନେବା ପାଇଁ ଭାରତକୁ ନେଇ ଆମୱେର ବୃହତ ଯୋଜନା- ମିଲିନ୍ଦ ପନ୍ତ, ଗ୍ଲୋବାଲ ସିଇଓ, ଆମୱେ


-    ଆମୱେର ବହୁବର୍ଷୀୟ ରଣନୀତି ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ଔଦ୍ୟୋଗିକତା ଉପରେ କେନ୍ଦ୍ରୀଭୂତ ବିଶ୍ୱସ୍ତରୀୟ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଉଛି

-    ନିୟୁତାଧିକ ଭାରତୀୟଙ୍କ ପାଇଁ ଔଦ୍ୟୋଗିକି ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ରଖିଛି

-    ନବୋନ୍ମେଷ ଓ ବିଜ୍ଞାନ, ଡିଜିଟାଲ ପ୍ରଯୁକ୍ତି ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୪ ସୁଦ୍ଧା ୩୦୦ ନିୟୁତ ଡଲାରରୁ ଅଧିକ ବିଶ୍ୱସ୍ତରୀୟ ନିବେଶ ଘୋଷଣା

ଭୁବନେଶ୍ୱର: ବିଶ୍ୱର ଏକ ନମ୍ବର ପ୍ରତ୍ୟକ୍ଷ ବିକ୍ରେତା କମ୍ପାନୀ ଆମୱେ, ଏହାର ପୋଷଣ ଓ କଲ୍ୟାଣକାରୀ ଉତ୍ପାଦ ବର୍ଗ ସହିତ ଔଦ୍ୟୋଗିକ ଗୋଷ୍ଠୀ ସୃଷ୍ଟି ପାଇଁ ପ୍ରୟାସ ଜରିଆରେ ଭାରତରେ ନିଜର ଅଭିବୃଦ୍ଧି ଧାରା ନିରନ୍ତର ଜାରି ରଖିଛି । କମ୍ପାନୀ ସଂପ୍ରତି ପରବର୍ତ୍ତୀ ରୂପାନ୍ତରଣ ସ୍ତରକୁ ଯିବାକୁ ପ୍ରସ୍ତୁତ, ଏହାର ଗ୍ଲୋବାଲ ସିଇଓ ମିଲିନ୍ଦ ପନ୍ତଙ୍କ ଦ୍ୱାରା ପ୍ରସ୍ତୁତ ସନନ୍ଦ ଆଧାରରେ ଏହା ଅଭିବୃଦ୍ଧି ରଣକୌଶଳ ପୁନଃ ପ୍ରସ୍ତୁତ କରୁଛି । ଔଦ୍ୟୋଗିକତା ସୁଯୋଗ ସୃଷ୍ଟି ଏବଂ ସ୍ୱାସ୍ଥ୍ୟ ଓ କଲ୍ୟାଣ ବର୍ଗରେ ଦୀର୍ଘସୂତ୍ରୀ ମୂଲ୍ୟ ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଏହା ପ୍ରଦାନ କରିଆସୁଥିବା ଗୁରୁତ୍ୱ ଅନୁଯାୟୀ ଆମୱେ ନବୋନ୍ମେଷ ଓ ବିଜ୍ଞାନ, ଡିଜିଟାଲ ପ୍ରଯୁକ୍ତି ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ସକାଶେ ୨୦୨୪ ସୁଦ୍ଧା ୩୦୦ ନିୟୁତ ଡଲାରରୁ ଅଧିକ ବିଶ୍ୱସ୍ତରୀୟ ନିବେଶ ପାଇଁ ବରାଦ କରିଛି । 

ଆମୱେ ବ୍ୟବସାୟ ପରିଚାଳନା କରୁଥିବା ୧୦୦ରୁ ଅଧିକ ବଜାର ମଧ୍ୟରେ ଭାରତ ଅନ୍ୟତମ ମୁଖ୍ୟ ଅଭିବୃଦ୍ଧି ବଜାର ହୋଇଛି । ଏଥିସହିତ ଡିଜିଟାଲ, ବିନିର୍ମାଣ ସ୍ୱୟଂଚାଳନା, ନବୋନ୍ମେଷ ଏବଂ ପୋଷଣ ବିଭାଗରେ ପ୍ରାଧାନ୍ୟ ପୂର୍ବକ ଆମୱେ ପାଇଁ ଭାରତ ଶ୍ରେଷ୍ଠ ତିନିଟି ପସନ୍ଦଯୋଗ୍ୟ ପୁଞ୍ଜିନିବେଶ ସ୍ଥଳ ମଧ୍ୟରେ ରହିଛି । ନିଜର ଗୁଣବତ୍ତା ସଂପନ୍ନ ସ୍ୱାସ୍ଥ୍ୟକର ଏବଂ କଲ୍ୟାଣକାରୀ ଉତ୍ପାଦ ତଥା ଅତୁଳନୀୟ ବ୍ୟବସାୟିକ ସୁଯୋଗ ପାଇଁ ପରିଚିତ ଆମୱେ, ଏହାର କାର୍ଯ୍ୟକାରିତାର ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ନିଜ ପାଇଁ ମଜଭୁତ ସ୍ଥାନ ସୃଷ୍ଟି କରିଛି । ଏହି ଅଗ୍ରଣୀ ଉଦ୍ୟୋଗୀ-ନେତୃତ୍ୱକାରୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଗବେଷଣା ଓ ବିକାଶ, ବିନିର୍ମାଣ ସ୍ୱୟଂଚାଳନା, ନବୋନ୍ମୋଷ ଏବଂ ବିଜ୍ଞାନକୁ ପ୍ରୋତ୍ସାହିତ କରିବା ତଥା ଭାରତରେ ଡିଜିଟାଲ ସାମର୍ଥ୍ୟକୁ ସୁଦୃଢ କରିବା ସକାଶେ ୨୦ ନିୟୁତ ଡଲାରରୁ ଅଧିକ (୧୭୦ କୋଟି ଟଙ୍କା) ନିବେଶ କରିବାକୁ ଘୋଷଣା କରିଥିଲା । 

ଆମୱେ ଗ୍ଲୋବାଲ ସିଇଓ, ମିଲିନ୍ଦ ପନ୍ତ କହିଛନ୍ତି, “ଆମୱେର ବିଶ୍ୱସ୍ତରୀୟ ଅଭିବୃଦ୍ଧି ଧାରା ସ୍ୱାସ୍ଥ୍ୟ ଓ କଲ୍ୟାଣ ଏବଂ ଔଦ୍ୟୋଗିକତା ଉପରେ ଦୃଷ୍ଟିନିବଦ୍ଧ କରୁଛି । ସଂପ୍ରତି ଔଦ୍ୟୋଗିକତାର ଯେଭଳି ଭାବରେ ଗଣତାନ୍ତ୍ରିକିକରଣ କରାଯାଉଛି ତାହା ପୂର୍ବରୁ କେବେ ହୋଇନଥିଲା । ଏବଂ ଆମୱେରେ, ଉଦ୍ୟୋଗୀ-ନେତୃତ୍ୱକାରୀ ଏକ ସାମାଜିକ ଭାବଧାରା ଭାବରେ, ଆମର ଦୂରଦୃଷ୍ଟି ହେଉଛି ଆମର ସର୍ବ-ସମାବେଶୀ ବ୍ୟବସାୟିକ ସୁଯୋଗକୁ ନେଇ ପରବର୍ତ୍ତୀ ପିଢିର ଉଦ୍ୟୋଗୀ ସୃଷ୍ଟିକରିବା, ନିୟୋଜିତ ଉପଭୋକ୍ତାଙ୍କର ଏକ ଗୋଷ୍ଠୀ ସୃଷ୍ଟି କରିବା ଏବଂ ତାହାକୁ ବଜାୟ ରଖିବା ପ୍ରକ୍ରିୟା ସେମାନଙ୍କ ପାଇଁ ୧୦ ଗୁଣ ସହଜ କରି ଗଙ୍ଘିତୋଳିବା । ନିଯୁକ୍ତି ଦୃଶ୍ୟପଟ୍ଟରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଏବଂ ଆଗ୍ରହପୂର୍ଣ୍ଣ ଅର୍ଥନୀତିର ଉତ୍‍ଥାନ ଫଳରେ ଔଦ୍ୟୋଗିକତା ଅନ୍ୟତମ ପସନ୍ଦଯୋଗ୍ୟ ବିଷୟ, ବିଶେଷକରି ମହିଳା ଏବଂ ଯୁବବର୍ଗଙ୍କ ନିମନ୍ତେ ହୋଇଛି । ଆମୱେ ଏକ ସୁସଂହତ ପରିବ୍ୟବସ୍ଥା ସୃଷ୍ଟି ଜରିଆରେ ସେହି ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା ଅଥବା ଆର୍ଥିକ ପରିସ୍ଥିତି ନିର୍ବିଶେଷରେ ସେମାନଙ୍କର ଆଗ୍ରହ ଏବଂ ଇଛା ମୁତାବକ ବ୍ୟବସାୟର ମାଲିକ ହେବା ଏବଂ ତାହା ପରିଚାଳନା କରିବା ନିମନ୍ତେ ସୁଯୋଗ ଯୋଗାଇ ଦେଇ ଏହି ଅଭିବୃଦ୍ଧିଶୀଳ ଧାରାର ସଦୁପଯୋଗ କରୁଛି । ଆମୱେ ପ୍ରତ୍ୟେକଙ୍କ ପାଇଁ! ଔଦ୍ୟୋଗିକତାକୁ ଆଗେଇନେବା କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ, ବିଶେଷକରି ମହିଳା ଓ ସହସ୍ରାବ୍ଦର ଯୁବବର୍ଗଙ୍କ ମଧ୍ୟରେ ନାରୀ ଶକ୍ତି ଏବଂ ଆମ୍‍ୟଙ୍ଗ ଭଳି ବିବିଧ ପ୍ରୟାସ ଜରିଆରେ ସେମାନଙ୍କ ଆଗ୍ରହକୁ ଆଗେଇ ନେବାରେ ସହାୟତା କରିବା ଏବଂ ସେମାନଙ୍କ ପାଇଁ ସଫଳ ବ୍ୟବସାୟିକ ଉଦ୍ୟୋଗ ସୃଷ୍ଟି କରିବାରେ ସଫଳ ହୋଇଛୁ, ଏବଂ ପରିଣତିରେ ସେମାନଙ୍କୁ ସେମାନଙ୍କୁ ଆଗ୍ରହରଉଦ୍ୟୋଗୀ (ପାସନପ୍ରିନ୍ୟୋର୍ସ)ରେ ପରିଣତ କରିପାରିଛୁ ।”

Powered by Froala Editor

Tags Amway

Related articles Odisha News Lens 4.1

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13484
    Jul 08, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14462
    Jul 08, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14576
    Jul 07, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13646
    Jul 07, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15550
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...

    15120
    Jul 07, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15240
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14116
    Jul 08, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14443
    Jul 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    14116
    Jul 08, 2026
  • ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13811
    Jul 07, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13484
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18035
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15225
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15567
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15373
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15238
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14662
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15838
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15708
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13814
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14926
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14576
    Jul 07, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14462
    Jul 08, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14443
    Jul 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In