Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, March 31, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ...

  • ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ମ​ନୋନୀତ ...

  • କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ...

  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ...

  • ଅଧିକ ଲୁଣ ସାଜିବ ଜହର

  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ ...

  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା ...

  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ...

  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ...

  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦିଲ୍ଲୀରେ ଭୟଙ୍କର ହେଉଛି କରୋନା ସ୍ଥିତି, ବଢିଲା ଲକଡାଉନ ଅବଧି, ଘୋଷଣା କଲେ କେଜ୍ରିୱାଲ

ଦିଲ୍ଲୀରେ ଭୟଙ୍କର ହେଉଛି କରୋନା ସ୍ଥିତି, ବଢିଲା ଲକଡାଉନ ଅବଧି, ଘୋଷଣା କଲେ କେଜ୍ରିୱାଲ

2021-04-25 13:17:28
13347
Share:
Facebook
Twitter
E-Mail
WhatsApp
Telegram
ଦିଲ୍ଲୀରେ ଭୟଙ୍କର ହେଉଛି କରୋନା ସ୍ଥିତି, ବଢିଲା ଲକଡାଉନ ଅବଧି, ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ।  ଦିଲ୍ଲୀରେ ଆଉ ୬ ଦିନ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।  ମେ’ ୩ ତାରିଖ ସକାଳ ୫ଟା ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।  କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି ।  ପୂର୍ବରୁ ଏପ୍ରିଲ ୨୬ ତାରିଖ ଯାଏଁ ଲକଡାଉନ ଘୋଷଣା ହୋଇଥିଲା ।  ଗତ ୧୯ ତାରିଖ ରାତି ୧୦ଟାରୁ ଆସନ୍ତା ୨୬ ତାରିଖ ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରାଯାଇଥିଲା  ।  ୬ ଦିନ ପର୍ୟ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ  କେଜ୍ରିୱାଲ ।  କରୋନା ସଂକ୍ରମଣ ଅସମ୍ଭାଳ ହେବାରୁ ସରକାରଙ୍କ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲା  ।  

ଲକଡାଉନ ଘୋଷଣା ଅବସରରେ କେଜ୍ରିୱାଲ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ,  ଦିଲ୍ଲୀରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୀମା ପର୍ୟ୍ୟନ୍ତ ପହଞ୍ଚି ଯାଇଛି ।  ଏବେ ଦୈନିକ ହାରାହାରି ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏବେ ବେଡ ସବୁ ଭର୍ତ୍ତି ହୋଇଯାଇଛି । ତେବେ ଲକଡାଉନ ସମୟରେ ଦିଲ୍ଲୀ ଛାଡ଼ିନଯିବାକୁ କେଜ୍ରିୱାଲ ଲୋକଙ୍କୁ ଅପିଲ କରିଥିଲେ । 



Powered by Froala Editor

Tags LUCKDOWN

Related articles Odisha News Lens 3.2

  • କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଛନ୍ତି ଦିଦି
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଛନ୍ତି ଦିଦି

    14383
    Mar 31, 2023
  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ...
    ଦେଶ-ଦେଶାନ୍ତର

    ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ...

    13412
    Mar 30, 2023
  • ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୯୫
    ଦେଶ-ଦେଶାନ୍ତର

    ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୯୫

    13936
    Mar 31, 2023
  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ
    ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14543
    Mar 30, 2023
  • ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ  ମ​ନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା
    ଦେଶ-ଦେଶାନ୍ତର

    ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ମ​ନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା

    13970
    Mar 31, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ
    ବିଶେଷ

    ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15424
    Mar 31, 2023
  • ଅଧିକ ଲୁଣ ସାଜିବ ଜହର
    ବିଶେଷ

    ଅଧିକ ଲୁଣ ସାଜିବ ଜହର

    13309
    Mar 31, 2023
  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ

    14436
    Mar 31, 2023
  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ
    ଦେଶ-ଦେଶାନ୍ତର

    ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15119
    Mar 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15424
    Mar 31, 2023
  • ଦେଶ-ଦେଶାନ୍ତର

    ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୯୫

    13936
    Mar 31, 2023
  • ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14543
    Mar 30, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଅଧିକ ଲୁଣ ସାଜିବ ଜହର

    13309
    Mar 31, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15424
    Mar 31, 2023
  • କୁନି ହାତରେ ଶକ୍ତିଶାଳୀ ଭାର

    15270
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13951
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    15148
    Mar 30, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19517
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19801
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19926
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21516
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା

    15441
    Mar 30, 2023
  • ଅଧିକ ଲୁଣ ସାଜିବ ଜହର

    13309
    Mar 31, 2023
  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ଟେଣ୍ଟ ଜଳିଗଲା

    13412
    Mar 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In