କୋଟିଏ ଟଙ୍କାର ଗହଣା ଲୁଟି ନେଲେ ଲୁଟେରା

ଭୁବନେଶ୍ବର: ଡେଲ୍ଟା ଛକରେ ଥିବା ଏକ ଗହଣା ଦୋକାନରୁ ଭରି ଭରି ଗହଣା ଲୁଟି ନେଲେ ଲୁଟେରା । ଏହାକୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଗତ ଶନିବାର ରାତିରେ ଦୁର୍ବୃତ୍ତମାନେ ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି ।
ଡେଲଟା ଛକରୁ ନେଇଗଲେ କୋଟିଏ ଟଙ୍କାର ଗହଣାତେବେ ଲୁଟ ହୋଇଥିବା ଗହଣାର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ଏନେଇ ଖଣ୍ଡଗିରିଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
Powered by Froala Editor