Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ...

  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ...

  • କମିଲା ସୁନା ଦର, ଜାଣନ୍ତୁ କେତେ?

  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ...

  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ...

  • ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ...

  • ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ...

  • ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ...

  • ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ...

  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

Home ›› ››ଏହି ବ୍ୟାଟ୍ସମ୍ୟାନ୍ଙ୍କୁ ଆଇ ଲଭ୍ ୟୁ କହିଲେ ବିରାଟ, ଜାଣନ୍ତୁ କାହିଁକି

ଏହି ବ୍ୟାଟ୍ସମ୍ୟାନ୍ଙ୍କୁ ଆଇ ଲଭ୍ ୟୁ କହିଲେ ବିରାଟ, ଜାଣନ୍ତୁ କାହିଁକି

2021-11-20 13:32:59
15866
Share:
Facebook
Twitter
E-Mail
WhatsApp
Telegram
ଏହି ବ୍ୟାଟ୍ସମ୍ୟାନ୍ଙ୍କୁ ଆଇ ଲଭ୍ ୟୁ କହିଲେ ବିରାଟ, ଜାଣନ୍ତୁ କାହିଁକି


ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ୍ ଏବି ଡି'ଭିଲିୟର୍ସ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ଡି'ଭିଲିୟର୍ସ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳିବା ଜାରି ରଖିଥିଲେ। ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଖେଳୁଥିଲେ। ସେ ଆରମ୍ଭରୁ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳି ଆଇପିଏଲର ଶୁଭାରମ୍ଭ କରିଥିଲେ। ଚତୁର୍ଥ ସିଜନ୍ ପରେ ସେ ଆରସିବି ପକ୍ଷରୁ ଖେଳିଥିଲେ। ସେତେବେଳୁ ସେ ବିରାଟ୍ କୋହଲି ଓ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ଆଜି ଯେତେବେଳ ଡି'ଭିଲିୟର୍ସ ଅବସର ଘୋଷଣା କଲେ, କୋହଲି ନିଜ ଭାବନାକୁ କାବୁ କରିପାରିନଥିଲେ ଏବଂ ଟ୍ୱିଟ୍ ମାଧ୍ୟମରେ ନିଜର ଖାସ୍ ବନ୍ଧୁଙ୍କୁ ଭାବାତ୍ମକ ବାର୍ତ୍ତା ପଠାଇଛନ୍ତି।

କୋହଲି ଟ୍ୱିଟ୍ କରି ଲେଖିଛନ୍ତି, ଏବିଙ୍କ ଏହି ନିଷ୍ପତ୍ତି ମୋତେ ବହୁତ ଦୁଃଖିତ କରିଛି। କିନ୍ତୁ ମୁଁ ଜାଣିଛି ତୁମେ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ସର୍ବଦା ସଠିକ୍ ନିଷ୍ପତ୍ତି ନେଇଛ। ଆଇ ଲଭ୍ ୟୁ'। ନିଜ ବନ୍ଧୁଙ୍କ ଠାରୁ ଏଭଳି ବାର୍ତ୍ତା ପାଇ ଡି'ଭିଲିୟର୍ସ ମଧ୍ୟ ଜବାବ ଦେଇ ଲେଖିଛନ୍ତି, 'ଲଭ୍ ୟୁ ଠୁ ମୋ ଭାଇ'। କୋହଲି ଆଉଏକ ଟ୍ୱିଟ୍ କରି ଡି'ଭିଲିୟର୍ସଙ୍କୁ ନିଜ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କହିଛନ୍ତି। କୋହଲି ଲେଖିଛନ୍ତି, ଡି'ଭିଲିୟର୍ସ ଆମ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ମୁଁ ଯେତେ ଲୋକଙ୍କୁ ଭେଟିଛି, ସେମାନଙ୍କ ମଧ୍ୟରୁ ଡି'ଭିଲିୟର୍ସ ସବୁଠାରୁ ପ୍ରେରଣାଦାୟୀ ବ୍ୟକ୍ତି। ଆପଣ ଯାହା କରିଛନ୍ତି ଏବଂ ଆରସିବିକୁ ଯାହା ଦେଇଛନ୍ତି, ଆପଣ ତାକୁ ନେଇ ଗର୍ବ କରିପାରିବେ। ଆମର ବନ୍ଧୁତା ଏହି ଖେଳଠାରୁ ବହୁତ ଆଗରେ ଏବଂ ଏହା ଚିରଦିନ ପାଇଁ ରହିବ।

ଉଭୟ କୋହଲି ଓ ଡି'ଭିଲିୟର୍ସଙ୍କ ବର୍ତ୍ତମାନ ସମୟରେ ମହାନ ବ୍ୟାଟ୍ସମ୍ୟାନ୍ କୁହାଯାଉଛି। ଏହି ଯୋଡ଼ି ଆରସିବି ପାଇଁ ଅନେକ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। ଦୁହେଁ ମେ' ୧୪, ୨୦୧୬ରେ ବେଙ୍ଗାଲୁରୁରେ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚରେ ୨୨୯ ରନର ଭାଗିଦାରୀ କରିଥିଲେ, ଯାହା ଆଇପିଏଲ୍ ଇତିହାସରେ ସବୁଠାରୁ ବଡ଼ ଭାଗିଦାରୀ। କୋହଲି ସେହି ମ୍ୟାଚରେ ୫୫ ବଲରେ ୫ ଚୌକା ଓ ୮ ଛକା ସହ ୧୦୯ ଏବଂ ଡି'ଭିଲିୟର୍ସ ୫୨ ବଲରେ ୧୦ ଚୌକା ଓ ୧୨ ଛକା ସହ ୧୨୯ ରନର ଇନିଂସ୍ ଖେଳିଥିଲେ।

Powered by Froala Editor

Tags Viral kohli

Related articles Odisha News Lens 4.1

  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ
    ଦେଶ-ଦେଶାନ୍ତର

    ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    13894
    Mar 09, 2026
  • କମିଲା ସୁନା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    କମିଲା ସୁନା ଦର, ଜାଣନ୍ତୁ କେତେ?

    13824
    Mar 09, 2026
  • ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ
    ମନୋରଞ୍ଜନ

    ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ

    15558
    Mar 08, 2026
  • ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ଇସ୍ରାଏଲ
    ଦେଶ-ଦେଶାନ୍ତର

    ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ଇସ୍ରାଏଲ

    14311
    Mar 08, 2026
  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ
    ଖେଳ ଖବର

    ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14775
    Mar 08, 2026
  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା
    ଦେଶ-ଦେଶାନ୍ତର

    ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା

    13741
    Mar 08, 2026
  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ
    ଦେଶ-ଦେଶାନ୍ତର

    ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ

    15193
    Mar 09, 2026
  • ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ନିନ୍ଦା କଲେ ମୋଦୀ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ନିନ୍ଦା କଲେ ମୋଦୀ

    15415
    Mar 08, 2026
  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ
    ଦେଶ-ଦେଶାନ୍ତର

    ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

    15005
    Mar 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍

    15507
    Mar 08, 2026
  • ମନୋରଞ୍ଜନ

    ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ

    15558
    Mar 08, 2026
  • ଦେଶ-ଦେଶାନ୍ତର

    ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

    15005
    Mar 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17362
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16248
    Apr 03, 2021

ବିଶେଷ

  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    14715
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14636
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15161
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15310
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14516
    Mar 02, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15671
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15128
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14981
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14495
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ଇସ୍ରାଏଲ

    14311
    Mar 08, 2026
  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

    15005
    Mar 08, 2026
  • ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍

    15507
    Mar 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In