ଦନ୍ତା ଆକ୍ରମଣରେ ଯୁବକ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ରମ୍ଭାବିଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁ ଜଣେ ଯୁବକଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।
ଗାଁର ଶରତ ଜେନା ଘରୁ ଅନ୍ୟ ସାହିରେ ଥିବା ନିଜ ଘରକୁ ବଡ ବଡିଆ ଡାକି ବାକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡିଥିଲେ। ଘଟଣା ସ୍ଥଳରେ ଟାଗିଂ ବନବିଭାଗ କର୍ମଚାରୀ ଓ ଜଂକିଆ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
Powered by Froala Editor