୨୭୩ ଗ୍ରାମ ବ୍ରାଉନସୁଗର ଜବତ

ଭୁବନେଶ୍ବର: ପୁଣି ଭୁବନେଶ୍ବରରେ ୨୭୩ ଗ୍ରାମ ବ୍ରାଉନସୁଗର ଜବତ। ବ୍ରାଉନ ସୁଗର ଜବତ କଲା କ୍ବିକ୍ ଆକ୍ସନ୍ ଟିମ୍। ଘଟଣାରେ ମଞ୍ଚେଶ୍ୱର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ବିକ୍ରି ପାଇଁ ହାଇ-ଟେକ ଛକ ନିକଟରେ ଥିବା ବେଳେ ଏମାନଙ୍କୁ ଗିରଫ କରାଯାଇଛି।
ଅପରେଶନ ହ୍ଵାଇଟ ସ୍ପାଇଡ଼ରେ ଆଜି ଯାଏ ୨ ଳଶ ୨୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ୩୮ ଜଣଙ୍କୁ ଗିରଫ କରାଯାଇଛି ।
Powered by Froala Editor