Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ...

  • ମାଓବାଦୀର ବଡ଼ ନେତାଙ୍କୁ ଗିରଫ

  • ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ...

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ...

  • UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ...

  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ...

  • ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ...

  • ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ...

  • ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ପୁନିତଙ୍କ ଶେଷ ଦର୍ଶନ ପାଇଁ ଫ୍ୟାନ୍‌ଙ୍କ ଅସମ୍ଭାଳ ଭିଡ଼, ୧୪୪ ଧାରା ଲଗାଇଲା ପ୍ରଶାସନ

ପୁନିତଙ୍କ ଶେଷ ଦର୍ଶନ ପାଇଁ ଫ୍ୟାନ୍‌ଙ୍କ ଅସମ୍ଭାଳ ଭିଡ଼, ୧୪୪ ଧାରା ଲଗାଇଲା ପ୍ରଶାସନ

2021-10-30 07:35:38
15876
Share:
Facebook
Twitter
E-Mail
WhatsApp
Telegram
ପୁନିତଙ୍କ ଶେଷ ଦର୍ଶନ ପାଇଁ ଫ୍ୟାନ୍‌ଙ୍କ ଅସମ୍ଭାଳ ଭିଡ଼, ୧୪୪ ଧାରା ଲଗାଇଲା ପ୍ରଶାସନ

ହଜାର ହଜାର ଫ୍ୟାନଙ୍କ ହୃଦୟରେ ରାଜ କରୁଥିବା କନ୍ନଡ ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ଶୁକ୍ରବାର ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ହୃଦଘାତରେ ଶିକାର ହୋଇ ସେ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ୪୬ ବର୍ଷୀୟ ପୁନିତ ସେଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ :

ତାଙ୍କୁ ହରାଇ ପୂରା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଛି । ଶନିବାର ତାଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ ଲାଗି ରହିଛି । ପ୍ରଶାସନ ମଧ୍ୟ ଭିଡ ହଟାଇବାରେ ନାକେଦମ ହୋଇପଡିଛି । କିନ୍ତୁ ଫ୍ୟାନଙ୍କୁ ବୁଝାଇବା କଷ୍ଟକର ହୋଇଛି ବୋଲି ପୁଲିସ ପ୍ରଶାସନ କହିଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅନେକ କ୍ଷେତ୍ରରେ ୧୪୪ ଧାରା ଲାଗୁ କରାଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନିତ ରାଜକୁମାରଙ୍କ ମୃତ୍ୟୁ ସମ୍ପର୍କରେ ଟୁଇଟ୍ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି। ରାମ ଗୋପାଳ ଭର୍ମା, ବୋନି କପୁର, ସୋନୁ ସୁଦ, ଅନିଲ କପୁର, ଅଜୟ ଦେବଗନ, ବିବେକ ଓବରୋଇ, ତାପସୀ ପନ୍ନୁ, ରିଚା ଚଢା, ଅଭିଷେକ ବଚ୍ଚନ, ରୀତିଶ ଦେଶମୁଖ, ସଞ୍ଜୟ ଦତ୍ତ ଭଳି ବଡ ବଡ କଳାକାର ମଧ୍ୟ ସମବେଦନା ଜଣାଇ ସମବେଦନା ଜଣାଇଛନ୍ତି। ପୁନିତ ରାଜକୁମାରଙ୍କ ଶବକୁ ବେଙ୍ଗାଲୁରୁର କାଣ୍ଟେରାଭା ଷ୍ଟାଡିୟମରେ ରଖାଯାଇଛି। ରବିବାର ତାଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେବ।

୩୧ ଯାଏ ମଦ ଦୋକାନ, ବାର ଓ ରେଷ୍ଟୁରାଣ୍ଟ ବନ୍ଦ :

ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ୩୧ ତାରିଖ ଯାଏ ମଦ ଦୋକାନ, ବାର ଓ ରେଷ୍ଟୁରାଣ୍ଟକୁ ବନ୍ଦ ରଖାଯାଇଛି। ବିଭିନ୍ନ ସ୍ଥାନରେ ପ୍ୟାଟ୍ରୋଲିଂକୁ ଜୋରଦାର କରାଯିବା ସହ ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦିଆଯାଉଛି।

ମାତ୍ର ୧୦ ବର୍ଷରେ ପାଇଥିଲେ ଜାତୀୟ ପୁରସ୍କାର :

ପୁନିତ ଦିବଂଗତ ଅଭିନେତା ରାଜକୁମାରଙ୍କ ପୁଅ ଥିଲେ ଓ ପ୍ରଶଂସକଙ୍କ ମଧ୍ୟରେ ‘ଅପ୍ପୁ’ ନାମରେ ଲୋକପ୍ରିୟ ଥିଲେ । ୬ ମାସର ହୋଇଥିବାବେଳେ କନ୍ନଡ ଫିଲ୍ମରେ ଅଭିନୟ କରିଥିଲେ। ମାତ୍ର ୧୦ ବର୍ଷ ବୟସରେ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ। ଅନେକ ସୁପର ହିଟ୍‌ ଫିଲ୍ମରେ ପୁନିତ ନିଜର ନିଖୁଣ ଅଭନୟ କରିଛନ୍ତି।

Powered by Froala Editor

Tags punit

Related articles Odisha News Lens 4.1

  • ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା
    ଦେଶ-ଦେଶାନ୍ତର

    ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା

    13933
    Sep 17, 2026
  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା
    ଦେଶ-ଦେଶାନ୍ତର

    ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା

    14980
    Sep 18, 2026
  • ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ:  ଦୁଇ ଆତଙ୍କବାଦୀ ନିପାତ
    ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିପାତ

    14433
    Sep 17, 2026
  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା
    ଅପରାଧ

    ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା

    14029
    Sep 18, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ
    ବିଶେଷ

    ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13939
    Sep 18, 2026
  • ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

    14779
    Sep 18, 2026
  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ
    ଦେଶ-ଦେଶାନ୍ତର

    ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ

    15702
    Sep 18, 2026
  • ମାଓବାଦୀର ବଡ଼ ନେତାଙ୍କୁ ଗିରଫ
    ଦେଶ-ଦେଶାନ୍ତର

    ମାଓବାଦୀର ବଡ଼ ନେତାଙ୍କୁ ଗିରଫ

    14483
    Sep 18, 2026
  • ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ
    ଦେଶ-ଦେଶାନ୍ତର

    ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ

    14395
    Sep 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ

    14395
    Sep 18, 2026
  • ବିଶେଷ

    ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13939
    Sep 18, 2026
  • ଦେଶ-ଦେଶାନ୍ତର

    ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

    14779
    Sep 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17106
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17787
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17770
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18177
    Sep 06, 2023

ବିଶେଷ

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13939
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14610
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16233
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14762
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14071
    Sep 03, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15373
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15137
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14651
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14322
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମାଓବାଦୀର ବଡ଼ ନେତାଙ୍କୁ ଗିରଫ

    14483
    Sep 18, 2026
  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ

    15702
    Sep 18, 2026
  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା

    14980
    Sep 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In