Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ...

  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ...

  • ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ

  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ...

ବିଶେଷ
Home ›› ବିଶେଷ ››ବ୍ଲଡ ଗ୍ରୁପ ଅନୁଯାୟୀ ଜାଣନ୍ତୁ କ’ଣ ଖାଇବେ

ବ୍ଲଡ ଗ୍ରୁପ ଅନୁଯାୟୀ ଜାଣନ୍ତୁ କ’ଣ ଖାଇବେ

2021-10-29 03:15:09
15335
Share:
Facebook
Twitter
E-Mail
WhatsApp
Telegram
ବ୍ଲଡ ଗ୍ରୁପ ଅନୁଯାୟୀ ଜାଣନ୍ତୁ କ’ଣ ଖାଇବେ

ଆମେ ଯେବେ ଖାଦ୍ୟ ଖାଇଥାଉ ଆମ ରକ୍ତରେ ଏକ ଖାସ୍ ଧରଣର ବିପାଚନ ପ୍ରତିକ୍ରିୟା ହୋଇଥାଏ। ଏହା ଆମେ ଖାଇଥିବା ଖାଦ୍ୟରେ ଥିବା ପ୍ରୋଟିନ୍ ଏବଂ ବିଭିନ୍ନ ବ୍ଳଡ୍ ଗ୍ରୃପରେ ଥିବା ଆଣ୍ଟିଜେନ୍ ମଧ୍ୟରେ ପରସ୍ପର ପ୍ରତିକ୍ରିୟା ହେବାରୁ ହୋଇଥାଏ। ପ୍ରତି ବ୍ଲଡ୍ ଗ୍ରୃପର ନିଜର ଏକ ଆଣ୍ଟିଜେନ୍ ପ୍ରସ୍ତୁତ ହୋଇଥାଏ। ଖରାପ ଖାଦ୍ୟ ଖାଇବା ଦ୍ବାରା ଆଣ୍ଟିଜେନରେ ବଡ଼ ଧରଣର ପ୍ରତିକ୍ରିୟା ହୋଇଥାଏ  ଏବଂ ଯଦି ଆମେ ଆମ ବ୍ଲଡ୍ ଗ୍ରୃପ୍ ହିସାବରେ ଖାଦ୍ୟ ନିର୍ଦ୍ଧାରଣ କରିବା ତାହା ଅତ୍ୟନ୍ତ ଲାଭଦାୟକ ହେବ। ଏହି ଖାଦ୍ୟ ଆମକୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବ। ଆପଣ ଜାଣିଛନ୍ତି କି ଯଦି ଆପଣ ବ୍ଲଡ୍ ଗ୍ରୃପ୍ ହିସାବରେ ଖାଦ୍ୟ ଖାଇବେ ତେବେ ଆପଣ ଜୀବନ ସାରା ରୋଗମୁକ୍ତ ରହିବେ।

ଏକ ଅନୁସନ୍ଧାନ ଅନୁସାରେ ସବୁ ପ୍ରକାର ଖାଦ୍ୟରେ ଲାକ୍ଟିନସ୍ ନାମକ ପ୍ରୋଟିନ୍ ରହିଥାଏ। ଅଲଗା ଅଲଗା ବ୍ଲଡ୍ ଗ୍ରୃପର ଲୋକଙ୍କ ରକ୍ତ ଲାକ୍ଟିନ୍ ପ୍ରୋଟିନ୍ ପ୍ରତି ଅଲଗା ଧରଣର ପ୍ରଭାବ ପକାଇଥାଏ। ଯାହା ଦ୍ବାରା ସିଧା ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତିର ପାଚନ କ୍ରିୟା ଏବଂ ରୋଗ ପ୍ରତିରୋଧକ କ୍ଷମତା ତା’ର ବ୍ଲଡ୍ ଗ୍ରୃପ୍ ଉପରେ ନିର୍ଭର କରିଥାଏ। ଲାକ୍ଟିନ୍ ଲାଗିକି ରହିବା ଭଳି ପ୍ରୋଟିନ୍ ହୋଇଥାଏ। ଯେଉଁ ଲାକ୍ଟିନ୍ ଗୁଡ଼ିକ ବ୍ଲଡ୍ ଟାଇପ୍ ସହ ମେଳ ଖାଆନ୍ତି ନାହିଁ ସେଗୁଡ଼ିକ ଶରୀରର କୋଷଗୁଡ଼ିକ ପ୍ରତି କ୍ଷତି ପହଞ୍ଚାଇଥାଏ। ଖାଦ୍ୟରୁ ଆସୁଥିବା ଲାକ୍ଟିନ୍ ହାନିକାରକ ହୋଇନଥାଏ କିନ୍ତୁ ଅଳ୍ପ ପ୍ରଭାବ ପକାଇଥାଏ। ଯଦି ଏହି ଲାକ୍ଟିନ୍ ବ୍ଲଡ୍ ଗ୍ରୃପ୍ ସହ ମେଳ ଖାଉନାହିଁ ତେବେ ଶରୀରରେ ପୀଡ଼ା ଏବଂ ଫୁଲା ସମସ୍ୟା ସୃଷ୍ଟି ହୋଇପାରେ। O ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିଙ୍କର ଏକଜିମା,ଆଲର୍ଜି ଏବଂ ଜ୍ବର ଆଦି ରୋଗ ଅଧିକତର ହେବାର ସମ୍ଭାବନା ଥାଏ। B ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। AB  ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିଙ୍କୁ ଖୁବ୍ କମ୍ ରୋଗ ହୋଇଥାଏ। କିନ୍ତୁ କ୍ବଚିତ୍ ଏହି ଗ୍ରୃପର ବ୍ୟକ୍ତିଙ୍କୁ କ୍ୟାନସର, ଆନିମିଆ ଏବଂ ହୃଦରୋଗ ହେବାର ସମ୍ଭାବନା ଥାଏ।

A  ବ୍ଲଡ୍ ଗ୍ରୃପ୍:   A  ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଅଧିକ ସମ୍ବେଦନଶୀଳ ହୋଇଥାଏ ଏଥିପାଇଁ କାର୍ବୋହାଇଡ୍ରେଟ୍ ଥିବା ଏବଂ କମ୍ ଚର୍ବି ବିଶିଷ୍ଟ ଖାଦ୍ୟ ଖାଇବା ଉଚିତ୍। ସେମାନେ ପ୍ରଚୁର ପରିମାଣରେ  ଚାଉଳ, ସୋରିଷ, ପାସ୍ତା, କଖାରୁ, ବାଦାମ, କିସମିସ୍, ଗହମ, ସୋୟା, ଆଖରୋଟ, ଛତୁ, ଅଦା ଏବଂ ଗ୍ରୀନ ଟି ଆଦି ଖାଇବାର ଆବଶ୍ୟକତା ରହିଛି। ଓଜନ କମାଇବା ପାଇଁ ମାଂସ, କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଏବଂ ଗହମକୁ ଆଦୈା ଖାଆନ୍ତୁ ନାହିଁ।

B ବ୍ଲଡ୍ ଗ୍ରୃପ୍: B ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇପାରିବେ। ଏଥିରେ ସବୁ ପ୍ରକାରର ମାଂସ, ତରକାରୀ ଏବଂ ପରିବା ରହିଛି। କିନ୍ତୁ ଯେଉଁ ଭୋଜନ ଗ୍ରହଣ କରିବେ ଏହାର ମାତ୍ରା ସୀମିତ ହୋଇଥିବା ଆବଶ୍ୟକ। ଯଦି ଦିନରେ ମାଂସ ଖାଇଛନ୍ତି ତେବେ ରାତିରେ ପନିପରିବା ଖାଆନ୍ତୁ। ପ୍ୟାକେଟରେ ଥିବା ଖାଦ୍ୟ ପଦାର୍ଥ, କୋବି, ମକା, ବାଦାମ, ମସୁର ଏବଂ ରାଶିକୁ ନଜରଅନ୍ଦାଜ କରନ୍ତୁ।

AB ବ୍ଲଡ୍ ଗ୍ରୃପ୍: ଏହି ବ୍ଲଡ୍ ଗ୍ରୃପ୍ର ବ୍ୟକ୍ତିମାନଙ୍କ ପାଇଁ ମାଛ-ମାଂସ, ତରକାରୀ, କାର୍ବୋହାଇଡ୍ରେଟସ୍, କ୍ଷୀର, ଦହି, କ୍ଷୀରରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଏବଂ ପନିପରିବା ଆଦି ଉପଯୁକ୍ତ ହୋଇଥାଏ। ଏମାନେ ଅଧିକ ପରିମାଣରେ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଉଚିତ୍। ଏହି ପ୍ରକାର ଖାଦ୍ୟ ଖାଇବା ଦ୍ବାରା ସେମାନେ ଅଧିକ ସୁସ୍ଥ ରହିପାରିବେ।

O ବ୍ଲଡ୍ ଗ୍ରୃପ୍: ଙ ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିଙ୍କୁ ପ୍ରୋଟିନ୍ ଅଧିକ ଥିବା ଖାଦ୍ୟ ଯେପରିକି ମାଂସ, ମାଛ, ଅଣ୍ଡା ଆଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ନିଜ ଖାଦ୍ୟରେ ପରିବା ଏବଂ ବିନ୍ ସହ ବାଦାମର ମାତ୍ରାକୁ ସନ୍ତୁଳିତ ରଖନ୍ତୁ।

Powered by Froala Editor

Tags Blood group food

Related articles Odisha News Lens 4.1

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ
    ବିଶେଷ

    ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13714
    May 13, 2025
  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...
    ବିଶେଷ

    ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...

    15064
    May 14, 2025
  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍
    ଦେଶ-ଦେଶାନ୍ତର

    ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15620
    May 12, 2025
  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....
    ବିଶେଷ

    ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    14866
    May 14, 2025
  • ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ
    ଦେଶ-ଦେଶାନ୍ତର

    ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ

    15327
    May 13, 2025
  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ
    ଦେଶ-ଦେଶାନ୍ତର

    ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13976
    May 12, 2025
  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?
    ଦେଶ-ଦେଶାନ୍ତର

    ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?

    14380
    May 13, 2025
  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ
    ଦେଶ-ଦେଶାନ୍ତର

    ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

    13999
    May 13, 2025
  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15600
    May 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

    13625
    May 13, 2025
  • ଦେଶ-ଦେଶାନ୍ତର

    ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

    13999
    May 13, 2025
  • ଦେଶ-ଦେଶାନ୍ତର

    ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15620
    May 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16597
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16884
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15436
    Apr 03, 2021

ବିଶେଷ

  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    14866
    May 14, 2025
  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...

    15064
    May 14, 2025
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13714
    May 13, 2025
  • କଲରା ସହ ଏସବୁ ଖାଇବା ମନା

    14765
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15857
    May 12, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16260
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13976
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14770
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15297
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?

    14380
    May 13, 2025
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13714
    May 13, 2025
  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...

    15064
    May 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In