Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ ...

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ ...

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ...

  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ...

  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ...

  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ...

  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ...

ବାଣିଜ୍ୟ
Home ›› ବାଣିଜ୍ୟ ››ବିଶ୍ୱସ୍ତରୀୟ ଅଗ୍ରଣୀ କ୍ରୀଡା ପରିଧାନ ପ୍ରସ୍ତୁତକାରୀ ଆଡିଡାସ୍‍ର ବ୍ରାଣ୍ଡ୍‍ ଆମ୍ବାସାଡର ହେଲେ ସୁପରଷ୍ଟାର ତଥା ଯୁବ ଆଇକନ ଦୀପିକା ପାଦୁକୋନେ

ବିଶ୍ୱସ୍ତରୀୟ ଅଗ୍ରଣୀ କ୍ରୀଡା ପରିଧାନ ପ୍ରସ୍ତୁତକାରୀ ଆଡିଡାସ୍‍ର ବ୍ରାଣ୍ଡ୍‍ ଆମ୍ବାସାଡର ହେଲେ ସୁପରଷ୍ଟାର ତଥା ଯୁବ ଆଇକନ ଦୀପିକା ପାଦୁକୋନେ

2021-10-21 10:09:55
26406
Share:
Facebook
Twitter
E-Mail
WhatsApp
Telegram
ବିଶ୍ୱସ୍ତରୀୟ ଅଗ୍ରଣୀ କ୍ରୀଡା ପରିଧାନ ପ୍ରସ୍ତୁତକାରୀ ଆଡିଡାସ୍‍ର ବ୍ରାଣ୍ଡ୍‍ ଆମ୍ବାସାଡର ହେଲେ ସୁପରଷ୍ଟାର ତଥା ଯୁବ ଆଇକନ ଦୀପିକା ପାଦୁକୋନେ

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ଅଗ୍ରଣୀ କ୍ରୀଡା ପରିଧାନ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍‍, ବିଶ୍ୱସ୍ତରରେ ସୁନାମ ଅର୍ଜନ କରିଥିବା ସୁପରଷ୍ଟାର ତଥା ଯୁବ ଆଇକନ ଦୀପିକା ପାଦୁକୋନେଙ୍କୁ ନିଜର ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରାଇଛି । ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ନିମନ୍ତେ ଉଭୟଙ୍କର ସମାନ ପ୍ରତିବଦ୍ଧତା ଉପରେ ପାଦୁକୋନେ ଆଡିଡାସ୍‍ ସହିତ ନିବିଡ ଭାବରେ ମିଶି କାର୍ଯ୍ୟ କରିବେ ।


କ୍ରୀଡା ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ପାଦୁକୋନେ ଉପଯୁକ୍ତ ସାମର୍ଥ୍ୟ ଓ ମଜଭୁତପଣର ପ୍ରତୀକ ହୋଇଛନ୍ତି, ଯାହା ଅନ୍ୟମାନଙ୍କ ଠାରେ ପରିଲକ୍ଷିତ ହେଉନାହିଁ ଏବଂ ତାହାସହିତ ସେ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କୁ ଏଥିପାଇଁ ଉତ୍ସାହିତ କରୁଛନ୍ତି । ଉଭୟ ପାଦୁକୋନେ ଏବଂ ଆଡିଡାସ୍‍ ସମାନ ମୂଲ୍ୟବୋଧ ବହନ କରୁଥିବାରୁ ସମ୍ମିଳିତ ଭାବରେ ସେମାନେ ଏକ ଶକ୍ତିଶାଳୀ ସହଭାଗିତା ସୃଷ୍ଟି କରିପାରିବେ ।


‘ଅସମ୍ଭବ କିଛି ନୁହେଁ’ ବୋଲି ବ୍ରାଣ୍ଡ୍‍ର ଭାବଧାରାକୁ ଆଗେଇ ନେଇ ଏହି ସହଭାଗିତା ସମସ୍ତ ପ୍ରତିବନ୍ଧକ ଦୂର କରିବା ଏବଂ ଅସୀମିତ ସମ୍ଭାବନାର ସୁଯୋଗ ନେବା କ୍ଷେତ୍ରରେ ଏକ ଉଦାହରଣ ହେବ ଏବଂ ଏହା ଉଭୟ ସାମ୍ପ୍ରତିକ ଏବଂ ଭବିଷ୍ୟତ ପିଢିଗୁଡିକୁ ପ୍ରେରଣା ଯୋଗାଇବ ।


ସମଗ୍ର ବିଶ୍ୱରେ ଆଡିଡାସ୍‍ର ଶକ୍ତିଶାଳୀ ମହିଳା କ୍ରୀଡାବିତ୍‍ ଓ ସହଯୋଗୀଙ୍କ ତାଲିକାରେ ପାଦୁକୋନେ ସାମିଲ ହେଉଥିବାବେଳେ ଆଡିଡାସ୍‍ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ଜରିଆରେ ମହିଳାଙ୍କ ପାଇଁ କ୍ରୀଡାର ଗଣତାନ୍ତ୍ରିକିକରଣ ଏବଂ ବିବିଧକରଣ କରିବା ଉପରେ ନିଜର ଲକ୍ଷ୍ୟକୁ ଅଧିକ ମଜଭୁତ କରୁଛି ।


ଏ ସମ୍ପର୍କରେ ପ୍ରକାଶ କରି ଦୀପିକା ପାଦୁକୋନେ କହିଛନ୍ତି, “ଜଣେ କ୍ରୀଡାବିତ ଭାବେ ଏବଂ କ୍ରୀଡାରେ ଅଂଶଗ୍ରହଣ କରିବା ମୋ ବ୍ୟକ୍ତିତ୍ୱକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ଏବଂ ଆଜି ମୁଁ ଯାହା ହୋଇଛି, ସେହି ବ୍ୟକ୍ତି ଭାବରେ ମୋତେ ଗଢିତୋଳିବାରେ ସହାୟକ ହୋଇଛି । ଏହା ମୋତେ ଏଭଳି ମୂଲ୍ୟବୋଧ ଶିକ୍ଷା ଦେଇଛି ଯାହା ଜୀବନର ଅନ୍ୟ କୌଣସି ଅଭିଜ୍ଞତାରୁ ମିଳିପାରିନଥାନ୍ତା । ସଂପ୍ରତି ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ମୋ ଜୀବନଚର୍ଯ୍ୟାର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ବିଶ୍ୱର ସର୍ବାଧିକ ଆଇକନିକ ବ୍ରାଣ୍ଡ୍‍ ଆଡିଡାସ୍‍ ସହିତ ସହଭାଗିତା କରି ମୁଁ ଅତ୍ୟନ୍ତ ଗର୍ବିତ ଏବଂ ଆନନ୍ଦିତ ।”


ବ୍ରାଣ୍ଡ୍‍ ଆଡିଡାସ୍‍ ଇଣ୍ଡିଆର ସିନିୟର ଡାଇରେକ୍ଟର ସୁନିଲ ଗୁପ୍ତା କହିଛନ୍ତି, “ଜଣେ ବିଶ୍ୱସ୍ତରୀୟ ଯୁବ ଚେହେରା ଏବଂ ମାନସିକ ସୁସ୍ଥତା ତଥା ବ୍ୟକ୍ତିଗତ ଉନ୍ନତି ଆଣିବାରେ ଚମ୍ପିଆନ ଦୀପିକା କ୍ରୀଡା ଓ ଗତିଶୀଳତା ଜରିଆରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଆମ ବ୍ରାଣ୍ଡ୍‍ର ଲକ୍ଷ୍ୟ ସହିତ ଚମତ୍କାର ଭାବରେ ଖାପ ଖାଉଛନ୍ତି । ଆଡିଡାସ୍‍ ପରିବାର ସହିତ ଦୀପିକା ଯୋଗଦେବା ନେଇ ଆମେ ଉଲ୍ଲସିତ ଏବଂ ସମ୍ମିଳିତ ଭାବରେ ଆମେ ଅଧିକରୁ ଅଧିକ ମହିଳା ଯେଭଳି ସେମାନଙ୍କ ଠାରେ ରହିଥିବା ସମ୍ଭାବନାକୁ ଦେଖିପାରିବେ ଏବଂ ତାହା ସାକାର କରିବେ, ସେଥିପାଇଁ ସେମାନଙ୍କୁ ପ୍ରେରଣା ଦେବାକୁ ଆମେ ଆଶା କରୁଛୁ ।” ଆଡିଡାସ୍‍ ନିଜ ପରିବାର ମଧ୍ୟକୁ ଦୀପିକାଙ୍କୁ ସ୍ୱାଗତ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି! 


Powered by Froala Editor

Tags deepikaa padukone , addidas

Related articles Odisha News Lens 4.1

  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...
    ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...

    15395
    Jun 23, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13855
    Jun 24, 2025
  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ
    ମନୋରଞ୍ଜନ

    ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13791
    Jun 24, 2025
  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...
    ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13853
    Jun 24, 2025
  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ
    ମନୋରଞ୍ଜନ

    ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ

    14834
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ
    ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14834
    Jun 24, 2025
  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ
    ଦେଶ-ଦେଶାନ୍ତର

    ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ

    15259
    Jun 23, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14049
    Jun 24, 2025
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ
    ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14658
    Jun 23, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14834
    Jun 24, 2025
  • ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ବାପା

    15395
    Jun 23, 2025
  • ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13853
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17013
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14834
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13855
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15758
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15084
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15955
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14998
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13793
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ଶୁକ୍ଳା

    14049
    Jun 24, 2025
  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13485
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13855
    Jun 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In