କମିବାର ନା ନେଉନି ଧଳା ଜହର ବେପାର, ପୁଣି ୨୦ ଲକ୍ଷର ବ୍ରାଉନସୁଗର ଜବତ
ଭୁବନେଶ୍ବର: ବାରମ୍ବାର ଚଢଉ ସତ୍ତ୍ୱେ ଧଳା ଜହର ବେପାର କମିବାର ନା ନେଉନି । ପ୍ରତ୍ୟେକ ଦିନ ବ୍ରାଉନସୁଗର ଜବତ କରାଯାଉଛି । ଏହାରି ଭିତରେ ଆଗକୁ ପୂଜା ଆସୁଥିବା ବେଳେ ପୁଣି ରାଜଧାନୀ ଉପକଣ୍ଠରେ ବ୍ରାଉନସୁଗର ଜବତ କରାଯାଇଛି ।
ରାଜଧାନୀରେ ପୁଣି ମାତିଲେ ବ୍ରାଉନସୁଗର ବେପାରି । ରାଜଧାନୀ ଉପକଣ୍ଠରୁ ୨୦ଲକ୍ଷର ବ୍ରାଉନସୁଗାର ଜବତ । ୨୦୦ଗ୍ରାମର ବ୍ରାଉନସୁଗର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ ।
Powered by Froala Editor