ଆଜି ଦେଶରେ ୨୬,୯୬୪ କରୋନା ପଜିଟିଭ, ୩୮୩ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣି କରୋନା ଗ୍ରାଫ ଧୀରେଧୀରେ ଉପରମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୬, ୯୬୪ କରୋନା ସଂକ୍ରମିତ ଚିତ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୁ ବୃଦ୍ଧି ପାଇଛି । ଗତ ୨୪ ଗଣ୍ଟାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୮୩ ରହିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୪୫ହଜାର ୭୬୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ରହିଛି ୩,୦୧,୯୮୯ ଓ ସୁସ୍ଥ ସଂଖ୍ୟା ୩,୨୭,୮୩,୭୪୧ ରହିଛି । ଦେଶରେ ଏବେ ସୁଦ୍ଧା ଦେଶରେ ୮୨ କୋଟି ୬୫ଲକ୍ଷ ୧୫ ହଜାର ୭୫୪ ଟିକାକରଣ ହୋଇଛି ।
Powered by Froala Editor