Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, March 30, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ...

  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ...

  • କୁନି ହାତରେ ଶକ୍ତିଶାଳୀ ଭାର

  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ...

  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ ...

  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ...

  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମାଆଙ୍କ ଶେଷ କୃତ୍ୟ ସାରି ଡୁ୍ୟଟିକୁ ଫେରିଲେ

ମାଆଙ୍କ ଶେଷ କୃତ୍ୟ ସାରି ଡୁ୍ୟଟିକୁ ଫେରିଲେ

2021-04-19 14:04:15
15540
Share:
Facebook
Twitter
E-Mail
WhatsApp
Telegram
ମାଆଙ୍କ ଶେଷ କୃତ୍ୟ ସାରି ଡୁ୍ୟଟିକୁ ଫେରିଲେ
ଅହମ୍ମଦାବାଦ: ଗୁଜରାଟରେ ଦୁଇ ଜଣ ଡାକ୍ତର ନିଜ ନିଜ ମାଆଙ୍କ ଅନ୍ତିମ ସଂସ୍କାର ସାରି କିଛି ଘଣ୍ଟା ଭିତରେ ପୁଣି କରୋନା ପରିଚାଳନା ଡୁ୍ୟଟିରେ ଯୋଗ ଦେଇଛନ୍ତି । ଗତ ଗୁରୁବାର ରାତି ୩ ଟା୩୦ ରେ ବଡୋଦରାରେ ଥିବା ସରକାରୀ ଏସଏସଜି ହସ୍ପିଟାଲରେ କାର୍ୟ୍ୟରତ ଡକ୍ଟର ଶିଳ୍ପା ପଟେଲଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମାଆ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ଏବଂ ସେଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଡକ୍ଟର ଶିଳ୍ପା ନିଜ ମାଆଙ୍କ ଅନ୍ତିମ ସଂସ୍କାର ସରିବାର ୬ ଘଣ୍ଟା ପରେ ପୁଣି ପିପିଇ ପିନ୍ଧି ନିଜ କାର୍ୟ୍ୟରେ ଯୋଗ ଦେଇଥିଲେ । ସେହିପରି ଗାନ୍ଧିନଗର ସ୍ଥିତ ଅନ୍ୟ ଏକ ହସ୍ପିଟାଲରେ ନିୟୋଜିତ ଜଣେ ଡାକ୍ତରଙ୍କ ମାଆଙ୍କର ବି ଗୁରୁବାର ଦେହାନ୍ତ ହୋଇଥିଲା । ଅବଶ୍ୟ ତାଙ୍କ ମାଆ ବୟସାଧିକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ । ସେ ନିଜ ମାଆଙ୍କ ଅନ୍ତିମ ସଂସ୍କାରର ଶେଷ କରି ଦିନକ ପରେ ପୁଣି ନିଜ ଡୁ୍ୟଟିରେ ଯୋଗ ଦେଇଥିଲେ ।
Tags corona warrior

Related articles Odisha News Lens 3.2

  • କୁନି ହାତରେ ଶକ୍ତିଶାଳୀ ଭାର
    ବିଶେଷ

    କୁନି ହାତରେ ଶକ୍ତିଶାଳୀ ଭାର

    15009
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି
    ବିଶେଷ

    ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13690
    Mar 30, 2023
  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା
    ଅପରାଧ

    ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

    13687
    Mar 29, 2023
  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
    ଦେଶ-ଦେଶାନ୍ତର

    ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    13366
    Mar 29, 2023
  •  ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି
    ବିଶେଷ

    ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14117
    Mar 30, 2023
  • ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍
    ଦେଶ-ଦେଶାନ୍ତର

    ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍

    14794
    Mar 30, 2023
  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ
    ଦେଶ-ଦେଶାନ୍ତର

    ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ

    14435
    Mar 29, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ
    ବିଶେଷ

    ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14886
    Mar 30, 2023
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ
    ଦେଶ-ଦେଶାନ୍ତର

    ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ

    14343
    Mar 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ

    14343
    Mar 30, 2023
  • ଅପରାଧ

    ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

    13687
    Mar 29, 2023
  • ବିଶେଷ

    ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14117
    Mar 30, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • କୁନି ହାତରେ ଶକ୍ତିଶାଳୀ ଭାର

    15009
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13690
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14886
    Mar 30, 2023
  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14117
    Mar 30, 2023
  • ଆକ୍ୱାରିୟମ୍‌ରେ ଏହି ମାଛ ରଖନ୍ତୁ, ବଢ଼ିବ ଧନ ସମ୍ପତ୍ତି

    14232
    Mar 29, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19516
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19799
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19924
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21514
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ପୁଅ

    13913
    Mar 29, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14886
    Mar 30, 2023
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ

    14343
    Mar 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In