Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ ...

  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ...

  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ...

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ...

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ...

  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

  • ଦୁଇ ଦିନରେ ଦୁଇ ଘରୁ ଚୋରି

  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ...

ରାଜ୍ୟ
Home ›› ରାଜ୍ୟ ››ହୀରାକୁଦ ଖୋଲିବ ୬/୭ଟି ଗେଟ: ଏସଆରସି ପ୍ରଦୀପ ଜେନା

ହୀରାକୁଦ ଖୋଲିବ ୬/୭ଟି ଗେଟ: ଏସଆରସି ପ୍ରଦୀପ ଜେନା

2021-09-14 06:54:09
14506
Share:
Facebook
Twitter
E-Mail
WhatsApp
Telegram
ହୀରାକୁଦ ଖୋଲିବ  ୬/୭ଟି ଗେଟ: ଏସଆରସି ପ୍ରଦୀପ ଜେନା

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା  । ଛତିଶଗଡ଼ରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ଆସୁଛି  । ତେବେ ରୁଲ କର୍ଭ ଅନୁଯାୟୀ ଜଳସ୍ତର ଠିକ ଥିଲେ ମଧ୍ୟ ଆଜି ୬/୭ଟି ଗେଟ ଖୋଲିବାକୁ ଯୋଜନା କରାଯାଉଛି  ।

ଏସଆରସି ପ୍ରଦୀପ ଜେନା କହିଛନ୍ତିଯେ, ସେପ୍ଟେମ୍ବରରେ ଏଯାବତ ରାଜ୍ୟରେ ୨୭୫ ମିମି ବର୍ଷା ହୋଇଛି  । ପ୍ରଥମ ୧୪ ଦିନ ଭିତରେ ସାଧାରଣତଃ ସେପ୍ଟେମ୍ବରରେ ୧୧୦ ମିମି ବର୍ଷା ହୋଇଥାଏ  । କିନ୍ତୁ ଏଯାବତ ଏ ମାସରେ ୧୫୪% ଅଧିକ ବର୍ଷା ହୋଇଛି  । ସେହିପରି ସାରା ରାଜ୍ୟରେ ଲଘୁଚାପ ଯୋଗୁଁ ୧୫୬ ମିମି ବର୍ଷା ହୋଇଛି  । ନବରଙ୍ଗପୁର, ଗଜପତି ଭଳି କେତେକ ଜିଲ୍ଲାକୁ ଛାଡ଼ିଦେଲେ ଲଘୁଚାପ ପ୍ରଭାବରେ ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି  ।

ସେ କହିଛନ୍ତିଯେ, ନବରଙ୍ଗପୁରରେ ୧୪ ମିମି ବର୍ଷା ହୋଇଛି  । ଯେତେବେଳେକି ଗଜପତିରେ ୩୬ ମିମି ବର୍ଷା ହୋଇଛି  । ଅପରପକ୍ଷରେ ଦୁଇଦିନ ମଧ୍ୟରେ ବୌଦ୍ଧରେ ସର୍ବାଧିକ ୩୬୧ ମିମି, ପୁରୀରେ ୩୬୦ ମିମି, ଜଗତସିଂହପୁରରେ ୩୫୫ ମିମି, ସୁବର୍ଣ୍ଣପୁରରେ ୨୯୫ ମିମି, କଟକରେ ୨୭୫ ମିମି, ଯାଜପୁରରେ ୨୭୧ ମିମି, ଢେଙ୍କାନାଳରେ ୨୩୯ ମିମି, ଅନୁଗୁଳରେ ୨୨୪ ମିମି, ଖୋର୍ଦ୍ଧାରେ ୨୨୧ ମିମି, ନୟାଗଡ଼ରେ ୨୧୯ ମିମି ବର୍ଷା ହୋଇଛି  । ଅପରପକ୍ଷରେ ବାଲେଶ୍ୱର ଜିଲ୍ଲାରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି  । ଏହାଛଡ଼ା ୯ ଜିଲ୍ଲାରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି  ।  । ନବରଙ୍ଗପୁରକୁ ଛାଡ଼ିଦେଲେ ସବୁ ଜିଲ୍ଲାରେ ଅଧିକ ହୋଇଛି  । ସେହିପରି ଅସ୍ତରଙ୍ଗ ବ୍ଳକରେ ଦୁଇଦିନରେ ୫୯୩ ମିମି, କାକଟପୁରରେ  ୫୩୮.୫ ମିମି, ବୀରମହାରାଜପୁରରେ ୫୭୨ ମିମି ବର୍ଷା ହୋଇଛି  । ସେହିପରି ବୌଦ୍ଧରେ ୪୪୬ ମିମି, କଟକରେ କଂଟାପଡ଼ା ଠାରେ ୪୪୪ ମିମି, ନିଆଳିରେ ୪୪୦ ମିମି, ବାଲିକୁଦାରେ ୪୩୯ ମିମି ବର୍ଷା ହୋଇଥିବାବେଳେ ୨୪ ବ୍ଲକରେ ୩୦୦ରୁ ୪୦୦ ମିମି ବର୍ଷା ହୋଇଛି  ।

ଶ୍ରୀ ଜେନା କହିଛନ୍ତିଯେ, ଉପରମୁଣ୍ଡରେ ଆଶାନୁରୂପକ ବର୍ଷା ହୋଇନାହିଁ  । କାଣୀ ନଦୀରେ ସାମାନ୍ୟ ବର୍ଷାରେ ଜଳମଗ୍ନ ହୁଏ । ତେଣୁ ସେଠାରେ ପ୍ରଶାସନ ସତର୍କ ରହିଛି  । ବ୍ରାହ୍ମଣୀ ଉପରେ ବି ନଜର ରହିଛି  । ହୀରାକୁଦରେ ରୁଲକର୍ଭ ଅନୁଯାୟୀ ୬୨୪ରୁ ୬୨୯ ମଧ୍ୟରେ ରହିବା କଥା  । ଏବେ ସେତକି ଅଛି  । ଏବେ ବର୍ଷା ଛତିଶଗଡ଼ରେ ହେଉଥିବାରୁ ମହାନଦୀ ଜଳଭଣ୍ଡାରକୁ ଅଧିକ ପାଣି ଆସୁଛି  । ଆଜିର ବର୍ଷା ଉପରେ ଏହା ବଢ଼ିବ କି ନାହିଁ ନିର୍ଭର କରିବ  । ତେବେ ଆଜି ହୀରାକୁଦ ଜଳଭଣ୍ଡାର ଗେଟ ଖୋଲିବାର ସମ୍ଭାବନା ରହିଛି  । ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ ସମୀକ୍ଷା କରାଯାଉଛି  ।

Powered by Froala Editor

Tags Hirakud

Related articles Odisha News Lens 4.1

  • ଦୁଇ ଦିନରେ ଦୁଇ ଘରୁ ଚୋରି
    ଜିଲ୍ଲା ପରିକ୍ରମା

    ଦୁଇ ଦିନରେ ଦୁଇ ଘରୁ ଚୋରି

    13707
    Mar 20, 2026
  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ
    ଦେଶ-ଦେଶାନ୍ତର

    ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ

    14382
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ
    ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15092
    Mar 19, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା
    ବାଣିଜ୍ୟ

    ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13335
    Mar 20, 2026
  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ
    ଦେଶ-ଦେଶାନ୍ତର

    କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

    13758
    Mar 20, 2026
  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    14924
    Mar 20, 2026
  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା
    ଦେଶ-ଦେଶାନ୍ତର

    ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15142
    Mar 20, 2026
  •  ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା
    ବିଶେଷ

    ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14371
    Mar 20, 2026
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ
    ଦେଶ-ଦେଶାନ୍ତର

    ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    13978
    Mar 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14371
    Mar 20, 2026
  • ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15092
    Mar 19, 2026
  • ଦେଶ-ଦେଶାନ୍ତର

    ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    13978
    Mar 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17379
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17442
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17790
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16261
    Apr 03, 2021

ବିଶେଷ

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14371
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15092
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15188
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14125
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14022
    Mar 15, 2026

ବାଣିଜ୍ୟ

୨୭୮୦ ଟଙ୍କା ଶସ୍ତା ହେଲା ସୁନା

ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟାରେ ଶସ୍ତା ହୋଇଛି ସୁନା-ରୂପା । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୭୮୦ ଟଙ୍କା କିମି ୧ ଲକ୍ଷ ୫୪ ହଜାର ୬୪୦ ଟଙ୍କା ହୋଇଛି । ଅନ୍ୟପଟେ ରୂପା ଦର ମଧ୍ୟ କମିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି । ବୁଧବ ...

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14255
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15689
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15153
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14999
    Feb 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ

    14382
    Mar 20, 2026
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    13978
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15092
    Mar 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In