ବାପାଙ୍କୁ ଖଣ୍ଡାରେ ହାଣିଲା ପୁଅ
ଆସିକା:ଖଣ୍ଡାରେ ହାଣି ବାପାଙ୍କୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । କବି ସୂର୍ଯ୍ୟନଗର ଥାନା ମହାସାର ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ କରିଥିବା ଜଣାପଡିଛି । ବାପା ଟଙ୍କା ନଦେବାରୁ ପୁଅ ହତ୍ୟା କରିଥିବା ସୂଚନା ମିଳିଛି । ମେଡିକାଲରେ ମୃତଦେହ ଥିବାବେଳେ ଅଭିଯୁକ୍ତ ପୁଅ ଫେରାର ଥିବା ଜଣାପଡିଛି ।
Powered by Froala Editor