Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

  • ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ...

  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ...

  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ...

  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ...

  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ...

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ...

Home ›› ››ଆଉ ଜଣେ କଂଗ୍ରେସ ନେତାଙ୍କୁ କରୋନା

ଆଉ ଜଣେ କଂଗ୍ରେସ ନେତାଙ୍କୁ କରୋନା

2021-04-13 11:19:06
13930
Share:
Facebook
Twitter
E-Mail
WhatsApp
Telegram
ଆଉ ଜଣେ କଂଗ୍ରେସ ନେତାଙ୍କୁ କରୋନା
ଭୁବନେଶ୍ୱର : କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କରୋନା ଆକ୍ରାନ୍ତ ହୋଇଛନ୍ତି । କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ଏକ ଘରୋଇ ହସପିଟାଲରେ ସ୍ୱାବ ପରୀକ୍ଷା କରିଥିଲେ । ସ୍ୱାବ ପରୀକ୍ଷାରୁ ସେ ପଜିଟିଭ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟଯେ, ନିକଟରେ ସେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିଲେ । ପିପିଲିରେ କଂଗ୍ରେସ ପକ୍ଷରୁ ହୋଇଥିବା ଶୋଭାଯାତ୍ରାରେ ସେ ସାମିଲ ହୋଇଥିଲେ । କରୋନା ଆକ୍ରାନ୍ତ ହେବା ପରେ ଶ୍ରୀ ଚୌଧୁରୀ କହିଛନ୍ତିଯେ, ସେ ଏବେ ସୁସ୍ଥ ଅଛନ୍ତି । ତାଙ୍କର ସେଭଳି କୌଣସି ଲକ୍ଷଣ ନାହିଁ । ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏବେ ଆଇସୋଲେସନରେ ରହିବେ । ନିକଟ ଅତୀତରେ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିବେ ସେମାନେ ସଂଗରୋଧରେ ରହିବା ସହ ଆବଶ୍ୟକୀୟ ପରୀକ୍ଷା ଓ ଡାକ୍ତରୀ ପରାମର୍ଶ କରିବାକୁୁ ସେ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଶ୍ରୀ ଚୌଧୁରୀଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ତାଙ୍କର ଶୁଭେଚ୍ଛୁ ଓ ସମର୍ଥକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟଯେ, ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇ ଆପୋଲୋରେ ଚିକିତ୍ସିତ ହେଉଛନ୍ତି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ସଂଗରୋଧରେ ରହିଛନ୍ତି ।
Tags Manas Chwdhury

Related articles Odisha News Lens 4.1

  •   ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ପାଇଲଟ୍ ଓ କୋ-ପାଇଲଟ ମୃତ
    ଦେଶ-ଦେଶାନ୍ତର

    ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ପାଇଲଟ୍ ଓ କୋ-ପାଇଲଟ ମୃତ

    13892
    Jun 08, 2026
  •  ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ...
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ...

    14958
    Jun 08, 2026
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ
    ଦେଶ-ଦେଶାନ୍ତର

    ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13708
    Jun 08, 2026
  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ
    ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13853
    Jun 08, 2026
  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
    ଦେଶ-ଦେଶାନ୍ତର

    ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14867
    Jun 07, 2026
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    14880
    Jun 08, 2026
  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ

    15364
    Jun 08, 2026
  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ
    ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14754
    Jun 08, 2026
  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA
    ଦେଶ-ଦେଶାନ୍ତର

    ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15546
    Jun 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    14880
    Jun 08, 2026
  • ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14754
    Jun 08, 2026
  • ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି

    14958
    Jun 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16912
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17529
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17578
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17968
    Sep 06, 2023

ବିଶେଷ

  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    13962
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13982
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14909
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14773
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15313
    May 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15455
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15197
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15684
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14023
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    13996
    Jun 08, 2026
  • ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ପାଇଲଟ୍ ଓ କୋ-ପାଇଲଟ ମୃତ

    13892
    Jun 08, 2026
  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15546
    Jun 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In