Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ...

  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ...

  • ଶସ୍ତା ହେଲା ଏଲପିଜି ସିଲିଣ୍ଡର

  • ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ...

  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ...

  • ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ...

  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ...

  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆତଙ୍କବାଦୀଙ୍କ ଆକ୍ରମଣରୁ ବର୍ତିଲେ ବିସମିଲ୍ଲା ଖାଁ

ଆତଙ୍କବାଦୀଙ୍କ ଆକ୍ରମଣରୁ ବର୍ତିଲେ ବିସମିଲ୍ଲା ଖାଁ

2021-08-05 09:31:29
15480
Share:
Facebook
Twitter
E-Mail
WhatsApp
Telegram
ଆତଙ୍କବାଦୀଙ୍କ ଆକ୍ରମଣରୁ ବର୍ତିଲେ ବିସମିଲ୍ଲା ଖାଁ

କାବୁଲ:ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ବିସମିଲ୍ଲା ଖାଁ ମହମାଡିଙ୍କ ଉପରେ ଆକ୍ରମଣ କରିଛନ୍ତି । ତେବେ ଏହି ଆକ୍ରମଣରୁ ବିସମିଲ୍ଲା ବର୍ତ୍ତି ଯାଇଥିବା ବେଳେ ତାଙ୍କର ୮ ସହଯୋଗୀଙ୍କ ମୃତୁ୍ୟ ହୋଇଛି ଓ ୨୦ ଜଣ ଆହତ ହୋଇଛନ୍ତି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ମିରୱେସ ଷ୍ଟାନକାଜି କହିଛନ୍ତି ଯେ ମଙ୍ଗଳବାର ରାତିରେ ତାଲିବାନମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନ ଉପରେ ବୋମାମାଡ଼ ଓ ଗୁଳି ବର୍ଷଣ କରିଥିଲେ । ବୋମାମାଡ଼ ସମୟରେ ମନ୍ତ୍ରୀ ତାଙ୍କ  ବାସଭବନରେ ନଥିଲେ । ତେଣୁ ସେ ଏଥିରୁ ବର୍ତ୍ତି ଯାଇଛନ୍ତି । ତେବେ ବାସଭବନରେ ଥିବା ମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣ ଘଟାଇଥିବା ତାଲିବାନ ବିଦ୍ରୋହୀମାନେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ପ୍ରାଣ ହରାଇଥିଲେ । ଷ୍ଟାନବାଜି କହିଛନ୍ତି ଯେ କାବୁଲ ପୋସ ସେରପୁର ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା । ଗ୍ରୀନ ଜୋନରେ ଥିବା ଏହି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଏହି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ତାଲିବାନ ମାନେ ଆକ୍ରମଣ ଘଟାଇଥିଲେ । ଆକ୍ରମଣ ପରେ ମନ୍ତ୍ରୀ କହିଛନ୍ତି ଯେ ତାଲିବାନମାନେ ତାଙ୍କୁ ଭୟଭୀତ କରିପାରିବେ ନାହିଁ । ଦେଶବାସୀଙ୍କ ସୁରକ୍ଷା ପ୍ରତି ମୋର ପ୍ରତିଶ୍ରୁତିବଦ୍ଧତା ଅତୁଟ ରହିବ ।

Powered by Froala Editor

Tags bismillah khan

Related articles Odisha News Lens 4.1

  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ
    ମନୋରଞ୍ଜନ

    ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

    15145
    Jul 01, 2025
  • ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ୫ ମୃତ
    ଦେଶ-ଦେଶାନ୍ତର

    ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ୫ ମୃତ

    15183
    Jul 01, 2025
  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ
    ମନୋରଞ୍ଜନ

    ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ

    14733
    Jul 01, 2025
  •  ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି
    ଦେଶ-ଦେଶାନ୍ତର

    ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

    13546
    Jul 01, 2025
  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ

    13672
    Jul 01, 2025
  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ
    ଦେଶ-ଦେଶାନ୍ତର

    ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ

    15689
    Jun 30, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି
    ବାଣିଜ୍ୟ

    ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    15511
    Jul 01, 2025
  • ଶସ୍ତା ହେଲା ଏଲପିଜି ସିଲିଣ୍ଡର
    ଦେଶ-ଦେଶାନ୍ତର

    ଶସ୍ତା ହେଲା ଏଲପିଜି ସିଲିଣ୍ଡର

    14329
    Jul 01, 2025
  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14872
    Jun 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ

    14733
    Jul 01, 2025
  • ଦେଶ-ଦେଶାନ୍ତର

    ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ

    13672
    Jul 01, 2025
  • ବାଣିଜ୍ୟ

    ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    15511
    Jul 01, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16599
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16717
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17030
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15520
    Apr 03, 2021

ବିଶେଷ

  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15105
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15489
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15676
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15569
    Jun 29, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15991
    Jun 28, 2025

ବାଣିଜ୍ୟ

ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

ପୁରୀ, ୧ ଜୁଲାଇ ୨୦୨୫: ବହୁ ବର୍ଷ ଧରି ଭାରତର ୧ ନମ୍ବର ପ୍ୟାକେଜଡ୍ ଅଟ୍ଟା ବ୍ରାଣ୍ଡ୍ ଆଶୀର୍ବାଦ ରଥ ଯାତ୍ରା ଉତ୍ସବର ଏକ ଆକାଂକ୍ଷିତ ଅଂଶ ହୋଇ ରହିଆସିଛି । ଚଳିତ ବର୍ଷ ମଧ୍ୟ ଆଶୀର୍ବାଦ ସର୍ବାଧୁନିକ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ବହୁ ପୁରାତନ ପରମ୍ପରାକୁ ସଂଯୋଗ କରୁଥିବା ଆଧ୍ୟାତ୍ମିକ ଦୃଷ୍ଟିରୁ ଅନ୍ତର୍ବିଶିଷ୍ଟକାରୀ ...

  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14028
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15563
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15541
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15010
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14872
    Jun 30, 2025
  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ

    13711
    Jun 30, 2025
  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ

    14733
    Jul 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In