Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

  • ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

  • ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ...

  • ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି ...

  • ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ...

  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ...

  • ଏହା କଲେ ହେବ ନାହିଁ ଗ୍ୟାସ୍

  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ...

  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ...

  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

ରାଜ୍ୟ
Home ›› ରାଜ୍ୟ ›› ଆଜି ନୀଳାଦ୍ରି ବିଜେ କରିବେ ଦାରୁବ୍ରହ୍ମ

ଆଜି ନୀଳାଦ୍ରି ବିଜେ କରିବେ ଦାରୁବ୍ରହ୍ମ

2026-07-27 06:40:31
13608
Share:
Facebook
Twitter
E-Mail
WhatsApp
Telegram
 ଆଜି ନୀଳାଦ୍ରି ବିଜେ କରିବେ ଦାରୁବ୍ରହ୍ମ

ପୁରୀ : ରଥ ଉପରେ ରବିବାର ରାତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ କରାଯାଇଛି। ଶ୍ରୀଜୀଉଙ୍କୁ ଅଧରପଣା ଅର୍ପଣ ପରେ ଏହାକୁ ପାର୍ଶ୍ବ ଦେବଦେବୀ ଓ ଅଶରୀରଙ୍କ ଉଦ୍ଦେଶ୍ୟରେ ଏହି ହାଣ୍ଡି ଭଙ୍ଗାଯାଇଛି। ମହାପ୍ରଭୁଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ତିନିଟି ଲେଖାଏଁ ମାଟିହାଣ୍ଡି ରଖାଯାଇ ପଣା ପ୍ରସ୍ତୁତ ନିମନ୍ତେ ଛାଉଁଣି ମଠ କୂଅରୁ ପାଣି ଅଣାଯାଇ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, ଜାଇଫଳ ପକାଇ ପଣା ପ୍ରସ୍ତୁତ କରାଯାଇଥିଲା। ଅଧର ପଣାହାଣ୍ଡି ଉପରେ ଧଳା କରିଆ କନା ପକାଇ ଘୋଡା ଯାଇଥିଲା। ପତ୍ରିବଡ଼ୁ, ସୁଆରବଡ଼ୁ, ଗରାବଡ଼ୁ ସେବକ ପୂଜା ପାଠ କରିଥିଲେ।
ଘୋଷଯାତ୍ରା ଶେଷକରି ସୋମବାର ନୀଳାଦ୍ରି ବିଜେ କରିବେ ଦାରୁବ୍ରହ୍ମ। ରଥ ଉପରୁ ପ୍ରଭୁଙ୍କୁ ପହଣ୍ଡି କରାଯାଇ ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ କରାଯିବ। ପୁଷ୍ପାଳକ ମହାଜନ ସେବକ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ରଥ ଉପରୁ ନେଇ ଦକ୍ଷିଣୀ ଘରେ ବିଜେ କରାଇବେ। ଏହାପରେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡି କରାଯିବ। ବଡ଼ଠାକୁର ଶ୍ରୀବଳଭଦ୍ର ଓ କାଳିଆଠାକୁର ଶ୍ରୀଜଗନ୍ନାଥଙ୍କ ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଯିବ। ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରିବେ। ଶେଷରେ କାଳିଆଠାକୁର ଶ୍ରୀଜଗନ୍ନାଥଙ୍କୁ ନୀଳାଦ୍ରି ବିଜେ କରାଯିବ। ପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଚାରମାଳ ଉପରକୁ ଯିବା ପରେ ମହାଲକ୍ଷ୍ମୀ ଭେଟ ମଣ୍ଡପରେ ବିଜେ କରିବେ। ମହାପ୍ରଭୁ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ମାତ୍ରେ ଲକ୍ଷ୍ମୀ ସାଆନ୍ତାଣୀଙ୍କ ନିର୍ଦେଶରେ ଭିତରୁ ସିଂହଦ୍ୱାର ବନ୍ଦ କରାଯିବ। ଦୁଆର ଖୋଲିବା ପରେ ଶ୍ରୀଜଗନ୍ନାଥ ବାଇଶିପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଜୟ ବିଜୟ ଦ୍ୱାର ନିକଟରେ ମହାଲକ୍ଷ୍ମୀଙ୍କ ନିର୍ଦେଶରେ ପୁଣିଥରେ ଭିତରୁ ଦୁଆର ବନ୍ଦ କରାଯିବ। ପରମ୍ପରା ଅନୁଯାୟୀ ସେଠାରେ ବଚନିକା ହେବ। କାଳିଆ ସାଆନ୍ତ ଭିତରକାଠ ଓ ଭଣ୍ଡାରଘର ନିକଟରେ ପହଞ୍ଚିବା ପରେ ଋକ୍ମିଣୀ ବିବାହ ସମୟର ଗଇଁଣ୍ଠାଳ ଫିଟାଯିବ। ସେଠାରେ ମହାପ୍ରଭୁଙ୍କୁ ବନ୍ଦାପନା କରାଯିବ। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରାଇବେ ମହାପ୍ରଭୁ। ଏହାପରେ କାଳିଆ ଠାକୁର ରତ୍ନସିଂହାସନକୁ ବିଜେ କରିବେ।

Powered by Froala Editor

Tags Niladri bije

Related articles Odisha News Lens 4.1

  • ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଉଲ୍ଲଂଘନ କଲେ ମିଳିବ ଏହି ଦଣ୍ଡ
    ଦେଶ-ଦେଶାନ୍ତର

    ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଉଲ୍ଲଂଘନ କଲେ ମିଳିବ ଏହି ଦଣ୍ଡ

    14993
    Aug 18, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍
    ବିଶେଷ

    ଏହା କଲେ ହେବ ନାହିଁ ଗ୍ୟାସ୍

    15661
    Aug 17, 2026
  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ
    ଦେଶ-ଦେଶାନ୍ତର

    ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ

    13570
    Aug 18, 2026
  • ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ
    ଦେଶ-ଦେଶାନ୍ତର

    ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

    14911
    Aug 18, 2026
  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14410
    Aug 17, 2026
  • ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ
    ଅପରାଧ

    ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ

    14787
    Aug 18, 2026
  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA
    ଦେଶ-ଦେଶାନ୍ତର

    UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15172
    Aug 17, 2026
  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ
    ଦେଶ-ଦେଶାନ୍ତର

    ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

    14478
    Aug 18, 2026
  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ
    ଦେଶ-ଦେଶାନ୍ତର

    ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14459
    Aug 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14410
    Aug 17, 2026
  • ଦେଶ-ଦେଶାନ୍ତର

    UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15172
    Aug 17, 2026
  • ଦେଶ-ଦେଶାନ୍ତର

    ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

    14762
    Aug 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17036
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17656
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17706
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18105
    Sep 06, 2023

ବିଶେଷ

  • ଏହା କଲେ ହେବ ନାହିଁ ଗ୍ୟାସ୍

    15661
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13750
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14855
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14628
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14467
    Aug 07, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14246
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14374
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15271
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14645
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15172
    Aug 17, 2026
  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14410
    Aug 17, 2026
  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

    14478
    Aug 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In