Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ...

  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ...

  • ମମତା ବାନାର୍ଜୀଙ୍କ ଘରେ CID ଟିମ୍

  • ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ...

  • ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର

  • ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ...

  • ବିଜେପି ସରକାର ଆସିବା ପରେ ବାଂଲାଦେଶ ...

  • ଶକ୍ତିଶାଳୀ ଭୂକମ୍ପ: ୬.୧ ...

  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ...

  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

Home ›› ››ଠିକ୍‌ ଭାବେ ଚାଲିପାରୁ ନାହିଁ ସଂସଦ

ଠିକ୍‌ ଭାବେ ଚାଲିପାରୁ ନାହିଁ ସଂସଦ

2021-08-01 07:03:19
13539
Share:
Facebook
Twitter
E-Mail
WhatsApp
Telegram
ଠିକ୍‌ ଭାବେ ଚାଲିପାରୁ ନାହିଁ ସଂସଦ

ନୂଆଦିଲ୍ଲୀ: ସଂସଦର ମୌସୁମି ଅଧିବେଶନ ଗତ ୧୯ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଠିକ୍‌ ଭାବେ ଚାଲିପାରୁ ନାହିଁ। ଦୁଇ ସପ୍ତାହ ମଧ୍ୟରେ ଲୋକସଭା ସମ୍ଭାବ୍ୟ ୫୪ ଘଣ୍ଟା ମଧ୍ୟରୁ ଚାଲିଛି ମାତ୍ର ୭ଘଣ୍ଟା। ସେହିଭଳି ରାଜ୍ୟସଭା ୫୩ ଘଣ୍ଟା ମଧ୍ୟରୁ ମାତ୍ର ୧୧ ଘଣ୍ଟା କାର୍ଯ୍ୟ କରିବାକୁ ସକ୍ଷମ ହୋଇଛି। ଏଭଳି ଭାବରେ ଦୁଇ ସଦନ ମୋଟ ଉପରେ ୧୦୭ ଘଣ୍ଟା ସ୍ଥାନରେ ମାତ୍ର ୧୮ଘଣ୍ଟା କାର୍ଯ୍ୟକ୍ଷମ ହୋଇପାରିଛି। ଏହାଦ୍ବାରା ଜନସାଧାରଣଙ୍କ ଟିକସ ଅର୍ଥରୁ ୧୩୩ କୋଟି ଟଙ୍କା ପାଣିରେ ପଡ଼ିଥିବା ହିସାବରୁ ଜଣାପଡ଼ିଛି। ବିରୋଧୀ ପେଗାସସ୍‌ ସ୍ପାଇୱେର ଗୁଇନ୍ଦାଗିରି, କୃଷକ ଆନ୍ଦୋଳନ ଭଳି ବହୁ ଜାତୀୟ ପ୍ରସଙ୍ଗରେ ଆଲୋଚନା ପାଇଁ ଜିଦ୍‌ ଧରିଥିବାବେଳେ ସରକାର ଏଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି କହି ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି। ଏଥିମଧ୍ୟରେ କେତେକ ବିଧେୟକକୁ ସରକାର ବିନା ବିତର୍କରେ ଗୃହୀତ କରାଇନେଇଛନ୍ତି। ସେଥିପାଇଁ ଉଭୟ ସଦନରେ ବିଭ୍ରାଟ ଲାଗିରହିଛି ଏବଂ ଗତ ୭ବର୍ଷର ଶାସନ କାଳ ମଧ୍ୟରେ ପ୍ରଥମ ଥର ସରକାର ଏଭଳି ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏମିତି କି ଜୁଲାଇ ୭ରେ ପୁନର୍ଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ସଂସଦରେ ପରିଚିତ କରାଇବା ସରକାରଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ। ପ୍ରଧାନମନ୍ତ୍ରୀ ଏଭଳି ବିଭ୍ରାଟ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି; କିନ୍ତୁ ଉପରୋକ୍ତ ଦୁଇ ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ ଏକାଧିକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନାହିଁ। ସଂସଦ ଚାଲୁ କରିବା ପାଇଁ ବିରୋଧୀ ଦଳ ସଦସ୍ୟମାନେ ଏକାଧିକ ଥର ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ସରକାର ମଧ୍ୟ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ମୁଣ୍ଡ ନୋଇଁବାକୁ ପ୍ରସ୍ତୁତ ନାହାନ୍ତି।

ପେଗାସସ୍‌ ଓ କୃଷକ ଆନ୍ଦୋଳନ ସମ୍ପର୍କରେ ସଂସଦରେ ଆଲୋଚନା ପାଇଁ ସରକାରଙ୍କୁ ନିର୍ଦେଶ ଦେବା ଦାବିରେ ଶିରୋମଣି ଅକାଳୀ ଦଳ, ବହୁଜନ ସମାଜ ପାର୍ଟି, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଓ ଜାମ୍ମୁ-କାଶ୍ମୀର ନ୍ୟାସନାଲ କନ୍‌ଫରେନ୍ସ ଭଳି ୪ ଦଳର ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଅକାଳୀ ଦଳ ନେତ୍ରୀ ହର୍ଷିମରତ୍‌ କାଉର ବାଦଲଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ ଗତ ଦୁଇ ସପ୍ତାହ ଧରି ବିରୋଧୀ ଦଳଗୁଡ଼ିକ ଏହି ଜାତୀୟ ପ୍ରସଙ୍ଗରେ ଆଲୋଚନା ଦାବି କରିଆସୁଛନ୍ତି; କିନ୍ତୁ ସରକାର ଏଥିପାଇଁ ରାଜି ହେଉ ନାହାନ୍ତି। ସରକାର ଜନପ୍ରତିନିଧିଙ୍କ ସ୍ବରକୁ ଚପାଇଦେବା ଉଦ୍ୟମ କରୁଛନ୍ତି। ସେଥିପାଇଁ ସଂସଦ ଚାଲିପାରୁ ନାହିଁ। ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ବିରୋଧୀଙ୍କ ଦାବି ଗ୍ରହଣକରି ସଂସଦରେ ଉକ୍ତ ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ। ରାଷ୍ଟ୍ରପତି ସରକାରଙ୍କୁ ଏଥିପାଇଁ ନିର୍ଦେଶ ଦେବାକୁ ସେମାନେ ଦାବି କରିଛନ୍ତି। ପୂର୍ବରୁ ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନୁମତି ଦେବାକୁ ବିରୋଧୀ ଦଳର କିଛି ନେତା ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିରୁ ମଧ୍ୟ ସୁଫଳ ମିଳି ନାହିଁ। ଏଭଳି ପରିସ୍ଥିତିରେ ସଂସଦ ଚାଲିବା ସମ୍ଭବ ହେଉ ନାହିଁ।

Powered by Froala Editor

Tags Assembly

Related articles Odisha News Lens 4.1

  • ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ...
    ଦେଶ-ଦେଶାନ୍ତର

    ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ...

    13644
    Jun 09, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ
    ବିଶେଷ

    ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15040
    Jun 09, 2026
  • ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର ...
    ଦେଶ-ଦେଶାନ୍ତର

    ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର ...

    13850
    Jun 09, 2026
  • ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର
    ଦେଶ-ଦେଶାନ୍ତର

    ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର

    14906
    Jun 09, 2026
  • ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ଏହି ରାଜ୍ୟରେ ପ୍ରବଳ ବର୍ଷିବ
    ଦେଶ-ଦେଶାନ୍ତର

    ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ଏହି ରାଜ୍ୟରେ ପ୍ରବଳ ବର୍ଷିବ

    15585
    Jun 09, 2026
  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ
    ଦେଶ-ଦେଶାନ୍ତର

    ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ

    14872
    Jun 09, 2026
  • ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା

    15201
    Jun 09, 2026
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ
    ଦେଶ-ଦେଶାନ୍ତର

    ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13991
    Jun 08, 2026
  • ମମତା ବାନାର୍ଜୀଙ୍କ ଘରେ CID ଟିମ୍
    ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କ ଘରେ CID ଟିମ୍

    14543
    Jun 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ଦେଲେ ଟ୍ରମ୍ପ

    13644
    Jun 09, 2026
  • ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା

    15201
    Jun 09, 2026
  • ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କ ଘରେ CID ଟିମ୍

    14543
    Jun 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16914
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17533
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17580
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17972
    Sep 06, 2023

ବିଶେଷ

  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15040
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14118
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14014
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14938
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14803
    Jun 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15457
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15200
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15685
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14026
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ଦେଲେ ଟ୍ରମ୍ପ

    13644
    Jun 09, 2026
  • ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ଏହି ରାଜ୍ୟରେ ପ୍ରବଳ ବର୍ଷିବ

    15585
    Jun 09, 2026
  • ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା

    15201
    Jun 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In