Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ...

  • ସର୍ଟକଟ୍‌ ପ୍ରତି ସାବଧାନ ଓ ...

  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

  • ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ ...

  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ...

  • ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ...

  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, ...

  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ...

  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ...

ରାଜ୍ୟ
Home ›› ରାଜ୍ୟ ››ଏବେ ଇତିହାସ ହେବାକୁ ଯାଉଛି ଯୋଜନା ବୋର୍ଡ

ଏବେ ଇତିହାସ ହେବାକୁ ଯାଉଛି ଯୋଜନା ବୋର୍ଡ

2026-04-19 07:27:00
14013
Share:
Facebook
Twitter
E-Mail
WhatsApp
Telegram
ଏବେ ଇତିହାସ ହେବାକୁ ଯାଉଛି ଯୋଜନା ବୋର୍ଡ

ଭୁବନେଶ୍ବର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନୀତି ଓ ବିକାଶ’ର ଥିଙ୍କ୍ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢାଞ୍ଚାରେ ରାଜ୍ୟ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫର୍ମେଟିଭ ଇନିସିଏଟିଭ୍ ବା ସିଟି-ଓଡ଼ିଶା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଏକ ‘ଥିଙ୍କ୍ ଟ୍ୟାଙ୍କ୍’-ଏକ ଶୀର୍ଷ ନୀତି ଗବେଷଣା ଏବଂ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ସହ ମଧ୍ୟ ସମନ୍ବୟ ରକ୍ଷା କରିବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ସଂକଳ୍ପ ପ୍ରକାଶ ପାଇଛି।

ରାଜ୍ୟ ସରକାର ୨୦୨୪ ଜୁଲାଇ ୧୮ରେ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ। ପାରମ୍ପରିକ ଯୋଜନା ପ୍ରଣାଳୀ ବର୍ତ୍ତମାନ ଅପ୍ରାସଙ୍ଗିକ ହୋଇପଡ଼ିଥିବାରୁ ସିଟି-ଓଡ଼ିଶା ରଣନୈତିକ ନୀତି ଚିନ୍ତାଧାରା, ନବସୃଜନ, ସଂଘୀୟ ବ୍ୟବସ୍ଥା ଏବଂ ଔଚିତ୍ୟ ପ୍ରଦାନ କରିବେ। ଫଳାଫଳ ଉପରେ ଆଧାରିତ ଏକ ଭବିଷ୍ୟତବାଦୀ ରୂପରେଖ ପ୍ରଦାନ କରିବ। ଏହା ସର୍ବୋଚ୍ଚସ୍ତରରେ ରଣନୈତିକ ଦିଗଦର୍ଶନ ନିଶ୍ଚିତ କରିବ। ସିଟି-ଓଡ଼ିଶା ୬ଟି ବିଷୟବସ୍ତୁ ଉପରେ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବ। ସେଗୁଡ଼ିକ ହେଲା- ଅର୍ଥନୀତି ଓ ଅର୍ଥ, ଗ୍ରାମୀଣ ଅର୍ଥନୀତି ଓ ଜୀବିକା, ନିଯୁକ୍ତି ଓ ସହରୀ ବିକାଶ, ପରିକଳ୍ପନା ଓ ନବସୃଜନ, ଶକ୍ତି ରୂପାନ୍ତରଣ,ପରିବେଶ ଓ ଜଙ୍ଗଲ, ଖଣି ଓ ପ୍ରାକୃତିକ ସମ୍ପଦ। ପ୍ରତ୍ୟେକ ବିଷୟବସ୍ତୁ ରାଜ୍ୟର ବିକାଶମୂଳକ ପ୍ରାଥମିକତାର ମୁଖ୍ୟ ସ୍ତମ୍ଭଗୁଡ଼ିକ ଉପରେ ଧ୍ୟାନ ଦେବ।

ଏଥିରେ ଏକ ପରିଚାଳନା ପରିଷଦ ରହିବ, ଯାହାର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବେ। ଏହାବ୍ୟତୀତ ଏଥିରେ ଜଣେ ଉପାଧ୍ୟକ୍ଷ, ୪ ଜଣ ପୂର୍ଣ୍ଣକାଳୀନ ସଦସ୍ୟ, ୯ ଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ସିଟି-ଓଡ଼ିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ। ବିଭିନ୍ନ କ୍ଷେତ୍ରର ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ। ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ଉନ୍ନୟନ ଆୟୁକ୍ତ-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ବ ତୁଲାଇବେ।

ମୁଖ୍ୟମନ୍ତ୍ରୀ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ନିଯୁକ୍ତ କରିବେ। ସିଇଓ ଆଇଏଏସ୍‌ କ୍ୟାଡରରେ ଜଣେ ପ୍ରମୁଖ ସଚିବ କିମ୍ବା ଆୟୁକ୍ତ-ତଥା-ସଚିବ ପାହ୍ୟାର ହୋଇଥିବେ। ଏଥିସହିତ ସମ୍ପୃକ୍ତ ବିଷୟବସ୍ତୁ ଉପରେ ଜ୍ଞାନ ଓ ଅଭିଜ୍ଞତା ଥିବା ଜଣେ କାର୍ଯ୍ୟକ୍ରମ ନିର୍ଦେଶକ, ଏକ ବହୁମୁଖୀ ପ୍ରକଳ୍ପ କାର୍ଯ୍ୟାନ୍ବୟନ ୟୁନିଟ୍‌ (ପିଆଇୟୁ) ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ପ୍ରଶାସନିକ ୟୁନିଟ୍ ରହିବ। ସିଟି-ଓଡ଼ିଶା ଅଧୀନରେ ଷ୍ଟେଟ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ କାର୍ଯ୍ୟାଳୟ ମଧ୍ୟ ରହିବ। ସିଟି-ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ।

Powered by Froala Editor

Tags Yojana bord

Related articles Odisha News Lens 4.1

  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି
    ଦେଶ-ଦେଶାନ୍ତର

    ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି

    13538
    Aug 12, 2026
  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର
    ଦେଶ-ଦେଶାନ୍ତର

    ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର

    13693
    Aug 12, 2026
  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ
    ଅପରାଧ

    ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ

    14885
    Aug 12, 2026
  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ

    15092
    Aug 11, 2026
  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି
    ଦେଶ-ଦେଶାନ୍ତର

    ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

    14115
    Aug 12, 2026
  • ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ...
    ଦେଶ-ଦେଶାନ୍ତର

    ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ...

    14805
    Aug 12, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ ...

    13505
    Aug 12, 2026
  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି

    14718
    Aug 11, 2026
  • ମୁମ୍ବାଇର କୁର୍ଲାରେ ଭୂସ୍ଖଳନ
    ଦେଶ-ଦେଶାନ୍ତର

    ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

    13951
    Aug 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ପ୍ଲାଷ୍ଟିକ୍

    14273
    Aug 12, 2026
  • ଅପରାଧ

    ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ

    14885
    Aug 12, 2026
  • ଦେଶ-ଦେଶାନ୍ତର

    ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

    13951
    Aug 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17025
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17638
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17688
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18088
    Sep 06, 2023

ବିଶେଷ

  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14285
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14290
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15873
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16289
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15142
    Jul 31, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

- ବୋରିଙ୍ଗପଦର ଏବଂ ପାଲବେରୀ ଗ୍ରାମରୁ ୩୫୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ

- ପାରମ୍ପରିକ ପୋଷାକ, ସ୍ୱଦେଶୀ ଖାଦ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତା ମାଧ୍ୟମରେ ଜନଜାତି ଐତିହ୍ୟ ପ୍ରଦର୍ଶନ

ଭୁବନେଶ ...

  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14349
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15258
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14627
    Aug 07, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14158
    Aug 04, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ

    15092
    Aug 11, 2026
  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ

    14885
    Aug 12, 2026
  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

    14115
    Aug 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In