ପ୍ଲଟ ବ୍ୟବସାୟୀଙ୍କୁ ଦୁର୍ବୃତ୍ତ କରିନେଲେ ଅପହରଣ!
ବ୍ରହ୍ମପୁର:ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ତାଙ୍କୁ ଡୁରା ଗ୍ରାମ ପଞ୍ଚାୟତ ନିକଟସ୍ଥ ଡିଫେନ୍ସ କଲୋନୀ ଅଞ୍ଚଳରୁ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତ ଉଠାଇ ନେଇଯାଇଥିବା କୁହାଯାଉଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଧୀରଙ୍କ ବାଇକ୍କୁ ଉଦ୍ଧାର କରି ଥାନାକୁ ନେଇଛି।
Powered by Froala Editor