Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ ...

  • ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ...

  • ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ...

  • ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ନୁହେଁ

  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ...

  • ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ...

  • ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ...

  • ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ...

  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ ...

  • ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କ ଏବଂ ...

ରାଜ୍ୟ
Home ›› ରାଜ୍ୟ ›› କାଲି ଅଟକିଥିଲା ରୁକୁଣା ରଥ , ଆଜି ଅପରାହ୍ଣ ୨ଟାରୁ ପୁଣି ହେବ ଟଣା

କାଲି ଅଟକିଥିଲା ରୁକୁଣା ରଥ , ଆଜି ଅପରାହ୍ଣ ୨ଟାରୁ ପୁଣି ହେବ ଟଣା

2026-03-27 05:57:55
13550
Share:
Facebook
Twitter
E-Mail
WhatsApp
Telegram
 କାଲି ଅଟକିଥିଲା ରୁକୁଣା ରଥ , ଆଜି ଅପରାହ୍ଣ ୨ଟାରୁ ପୁଣି ହେବ ଟଣା

ଭୁବନେଶ୍ବର:ପବିତ୍ର ଅଶୋକାଷ୍ଟମୀରେ ଗୁରୁବାର ଭକ୍ତିମୟ ହୋଇଛି ଏକାମ୍ର କ୍ଷେତ୍ର। ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥାରୂଢ଼ ହୋଇ ରାମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ମନ୍ଦିର ପ୍ରଶାସନର ସ୍ବତନ୍ତ୍ର ନୀତିନିର୍ଘଣ୍ଟର ପ୍ରାୟ ୧ଘଣ୍ଟା ୧୫ମିନିଟ୍‌ ବିଳମ୍ବରେ ଅପରାହ୍ଣ ୩ଟା ୪୫ରେ ରଥଟଣା ଆରମ୍ଭ ହୋଇଥିଲା। କିନ୍ତୁ ରଥ ପାଦେ ଗଡ଼ିବା ପରେ ଆଉ ଆଗକୁ ଗଡ଼ିନଥିଲା। ଦୁଇଟି ରଥ ଦଉଡ଼ିରୁ ବାମପାଖ ରଥ ଦଉଡ଼ି ଛିଣ୍ଡି ଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଛିଣ୍ଡା ଦୌଡ଼ି କଢ଼ାଯାଇ ସାନି ଆଉ ଏକ ଦଉଡ଼ି ବନ୍ଧାଯିବା ପରେ ରଥଟଣା ହୋଇଥିଲା। ରଥ ଆଗକୁ ଗଡ଼ିବା ପୂର୍ବରୁ ବଡୁ ସାହିର ଏକ ଦୋକାନକୁ ମାଡ଼ି ଯାଇଥିଲା। ଖରଡ଼ା ସେବାୟତ ତାହାକୁ ହଟାଇବା ପରେ ରଥ ବଢ଼େଇବାଙ୍କ ଛକ ମୋଡ଼ ଦେଇ ରଥ ବାଟ କୂଅ ମୁହଁ ବଡୁ ସାହି ନିକଟରେ ପହଞ୍ଚିବା ପରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ପୁଣି ରଥଟଣା ହୋଇଥିଲା। ଜଣେ ସେବାୟତଙ୍କ ଘରକୁ ମାଡ଼ି ଯାଇଥିଲା। ସେଠାରୁ ଖରଡ଼ା ସେବାୟତ ରଥକୁ ସଳଖ କରିବା ପରେ ପୂଜାପଣ୍ଡା ନିଯୋଗ କାର୍ଯ୍ୟାଳୟ ଠାରେ ସନ୍ଧ୍ୟା ୬ଟା ୧୦ରେ ରଥଟଣା ବନ୍ଦ କରାଯାଇଥିଲା। ଆଜି ଅପରାହ୍ଣ ୨ଟାରୁ ପୁଣି ରଥଟଣା ହେବ।

ରୁକୁଣା ରଥଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା, ପ୍ରଭୁ ଦୋଳଗୋବିନ୍ଦ ରଥାରୂଢ଼ ହୋଇ ରାମେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି। ଭୋର ସାଢ଼େ୪ଟାରେ ମନ୍ଦିର ପହୁଡ଼ ଖୋଲି ଦିଅଁଙ୍କ ଅନ୍ୟାନ୍ୟ ନୀତି ହୋଇଥିଲା। ଭୋଗମଣ୍ଡପ ପରେ ଦିଅଁଙ୍କ ସାନି ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ମହାସ୍ନାନ ଓ ବେଶ ହେବା ପରେ ଯାତ୍ରା ପୂଜାରେ ପୂଜାପଣ୍ଡା ସେବାୟତଙ୍କ ଅନୁପସ୍ଥିତି ଓ ଦିଅଁ ବେଶ ମାରା ଯୋଗୁଁଁ ପ୍ରାୟ ୧ଘଣ୍ଟା ଦିଅଁଙ୍କ ନୀତିରେ ବିଳମ୍ବ ହୋଇଥିଲା। ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ପୂଜାପଣ୍ଡା ଦିଅଁ ଯାତ୍ରା ପୂଜା କରିବା ସମୟରେ ମହାସୁଆର ସେବାୟତଙ୍କ ଯୋଗୁଁ ଦିଅଁଙ୍କ ବେଶ ମାରା ହୋଇଥିଲା। ପରେ ସାନି ନୀତି କରାଯାଇଥିଲା। ଦିନ ୧୨ଟା୧୦ରେ ଦିଅଁଙ୍କ ପହଣ୍ଡି ଆରମ୍ଭ ହୋଇ ୧୨ଟା ୪୦ରେ ଦିଅଁ ରଥାରୂଢ଼ ହୋଇଥିଲେ। ରଥ ଉପରେ ଦିଅଁଙ୍କ ୧୧ ପୂଜା ପରେ ରଥଟଣା ହୋଇଥିଲା। 

Powered by Froala Editor

Tags Rukuna rath

Related articles Odisha News Lens 4.1

  • ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍
    ମନୋରଞ୍ଜନ

    ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍

    14524
    Jul 22, 2026
  • ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ ପ୍ରଦର୍ଶନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ ପ୍ରଦର୍ଶନ

    14568
    Jul 22, 2026
  • ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର
    ଦେଶ-ଦେଶାନ୍ତର

    ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର

    14704
    Jul 22, 2026
  • ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ

    14607
    Jul 22, 2026
  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ
    ଦେଶ-ଦେଶାନ୍ତର

    ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ

    15358
    Jul 22, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...
    ବିଶେଷ

    ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14717
    Jul 22, 2026
  • ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ନୁହେଁ
    ମନୋରଞ୍ଜନ

    ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ନୁହେଁ

    15129
    Jul 22, 2026
  • ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ
    ଦେଶ-ଦେଶାନ୍ତର

    ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ

    15588
    Jul 22, 2026
  • ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ

    14253
    Jul 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ

    15588
    Jul 22, 2026
  • ଦେଶ-ଦେଶାନ୍ତର

    ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....

    13467
    Jul 22, 2026
  • ବିଶେଷ

    ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14717
    Jul 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16991
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17597
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17649
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18053
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14717
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    15808
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14153
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14433
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14774
    Jul 12, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ପ୍ରକଳ୍ପ ସହଯୋଗ ମାଧ୍ୟମରେ ଅନ୍ତର୍ଭୁତ ଗୋଷ୍ଠୀ ବିକାଶକୁ ଆଗେଇ ନେଉଛି, ଯାହା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ ...

  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13787
    Jul 20, 2026
  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    14100
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13921
    Jul 18, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14178
    Jul 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....

    13467
    Jul 22, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14717
    Jul 22, 2026
  • ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ

    14253
    Jul 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In