Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ...

  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ...

  • ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ...

  • ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ...

  • ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ...

  • ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ...

  • ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ...

  • ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ...

  • କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଓଟିଟି ...

  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››‘ମୁଁ ମୁଖ୍ୟମନ୍ତ୍ରୀ ନେଇ କାହା ନାମ ସୁପାରିଶ କରିବି ନାହିଁ’

‘ମୁଁ ମୁଖ୍ୟମନ୍ତ୍ରୀ ନେଇ କାହା ନାମ ସୁପାରିଶ କରିବି ନାହିଁ’

2021-07-26 08:29:59
14876
Share:
Facebook
Twitter
E-Mail
WhatsApp
Telegram
‘ମୁଁ ମୁଖ୍ୟମନ୍ତ୍ରୀ ନେଇ କାହା ନାମ ସୁପାରିଶ କରିବି ନାହିଁ’

କର୍ଣ୍ଣାଟକ: ବିଜେପିର ଲୋକପ୍ରିୟ ନେତା ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି  ।  ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏନେଇ ଦିଲ୍ଲୀରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।  ଉକ୍ତ ବୈଠକରେ ଅମିତ ଶାହା, ଜେ.ପି ନଡ୍ଡା ଓ ଅରୁଣ ସିଂହ ଉପସ୍ଥିତ ଅଛନ୍ତି ।  କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ  ନେଇ ଉକ୍ତ ବୈଠକରେ ବିଚାର ବିମର୍ଶ ଚାଲିଥିବା ଜଣାଯାଇଛି ।

ତେବେ ଇସ୍ତଫା ପରେ ୟେଦୁରପ୍ପା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  କାହାରି ଚାପରେ ମୁଁ ଇସ୍ତଫା ଦେଇନାହିଁ । ନିଜ ଇଚ୍ଛାରେ  ମୁଁ ଇସ୍ତଫା ଦେଇଛି ।  ସବୁଠାରୁ ବଡ଼ କଥା ହେଉଛି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ସେ କାହାରି ନାଁ ସୁପାରିଶ କରିବେ ନାହିଁ ବୋଲି ୟେଦୁରପ୍ପା କହିଛନ୍ତି ।
ପ୍ରକାଶ ଯେ, ବେଶ କିଛିଦିନ ଧରି ତାଙ୍କର ଇସ୍ତଫା ନେଇ ଚର୍ଚ୍ଚା ହୋଇ ଆସୁଥିଲା  । ତେବେ ୟେଦୁରପ୍ପାଙ୍କ ଗୋଷ୍ଠୀ ପ୍ରାଣପ୍ରଣେ ଲାଗିଥିଲେବି ଦଳର ହାଇକମାଣ୍ଡ ୟେଦୁରପ୍ପାଙ୍କୁ ହଟାଇବା ପାଇଁ ନିଷ୍ପତି ନେଇଥିଲେ  ।

ବିଏସ ୟେଦୁରପ୍ପା ଏକ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ହୋଇଥିଲେ  । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିନଥିବାରୁ କଂଗ୍ରେସ ଓ ଜେଡ଼ିଏସର ମିଳିତ ସରକାର ଗଠନ ହୋଇଥିଲା । କିନ୍ତୁ ପରେପରେ ୟେଦୁରପ୍ପା କ୍ଷମତା ଅକ୍ତିଆର କରିବାକୁ ନୂଆ ରଣନୀତି କରିଥିଲେ  । କଂଗ୍ରେସ ଓ ଜେଡ଼ିଏସ ସରକାର ଭାଙ୍ଗିବା ପାଇଁ ସେହି ଦଳର କେତେକ ବିଧାୟକଙ୍କୁ ୟେଦୁରପ୍ପା ନିଜ ପଟକୁ ଆକର୍ଷିତ କରି ସଫଳ ବି ବି ହୋଇଥିଲେ  । ବହୁ କଷ୍ଟରେ ସେ ସରକାର ଗଠନ କରିଥିଲେବି ଏବେ ନିଜ ଦଳ ହିଁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି  । ଯାହା ତାଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି  ।

Powered by Froala Editor

Tags Yeddyurappa

Related articles Odisha News Lens 4.1

  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ...
    ଦେଶ-ଦେଶାନ୍ତର

    ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ...

    15457
    May 09, 2025
  • ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ
    ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ

    14839
    May 09, 2025
  • କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ ୱେବସିରିଜ ...
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ ୱେବସିରିଜ ...

    13792
    May 08, 2025
  • ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼

    14656
    May 08, 2025
  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'
    ଦେଶ-ଦେଶାନ୍ତର

    'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'

    14275
    May 09, 2025
  • ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ଏୟାରପୋର୍ଟ, ରେଳ ଷ୍ଟେସନକୁ ଟାର୍ଗେଟ
    ଦେଶ-ଦେଶାନ୍ତର

    ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ଏୟାରପୋର୍ଟ, ରେଳ ଷ୍ଟେସନକୁ ଟାର୍ଗେଟ

    15196
    May 08, 2025
  • ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ...
    ଦେଶ-ଦେଶାନ୍ତର

    ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ...

    14836
    May 09, 2025
  • ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ଖସାଇଲା ଏସ୍‌-୪୦୦
    ଦେଶ-ଦେଶାନ୍ତର

    ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ଖସାଇଲା ଏସ୍‌-୪୦୦

    14142
    May 08, 2025
  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ
    ବିଶେଷ

    ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14585
    May 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'

    14275
    May 09, 2025
  • ଦେଶ-ଦେଶାନ୍ତର

    ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ପ୍ରବେଶ ଉପରେ କଟକଣା ଜାରି

    14836
    May 09, 2025
  • ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ ୱେବସିରିଜ ଏବଂ ସିନେମା

    13792
    May 08, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16590
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16875
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15425
    Apr 03, 2021

ବିଶେଷ

  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14585
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14525
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14639
    May 07, 2025
  • ରକ୍ତଚାପ ନିୟନ୍ତ୍ରଣ କରିବାରେ ମେଥି ବେଶ ସହାୟକ

    15087
    May 06, 2025
  • ପ୍ରଚୁର ପରିମାଣର ପାଣି ପିଅନ୍ତୁ କିଡ୍‌ନୀ ରହିବ ସୁସ୍ଥ

    15084
    May 06, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16252
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13967
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14759
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15285
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ଏୟାରପୋର୍ଟ, ରେଳ ଷ୍ଟେସନକୁ ଟାର୍ଗେଟ

    15196
    May 08, 2025
  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ପରାମର୍ଶ

    15457
    May 09, 2025
  • ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ଟାର୍ଗେଟରେ କରାଚୀ ବନ୍ଦର

    13801
    May 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In