Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ ...

  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ...

  • କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ...

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

ଖେଳ ଖବର
Home ›› ଖେଳ ଖବର ››ଆରମ୍ଭ ହେଲା କ୍ରୀଡ଼ା ମହାକୁମ୍ଭ

ଆରମ୍ଭ ହେଲା କ୍ରୀଡ଼ା ମହାକୁମ୍ଭ

2021-07-23 17:26:04
21409
Share:
Facebook
Twitter
E-Mail
WhatsApp
Telegram
ଆରମ୍ଭ ହେଲା କ୍ରୀଡ଼ା ମହାକୁମ୍ଭ

ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ବିଶ୍ୱର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ । ଭାରତୀୟ ସମୟାନୁସାରେ ଅପରାହ୍ଣ ୪.୩୦ ମିନିଟରେ ଅଲିମ୍ପିକ୍ସର ୩୨ତମ ସଂସ୍କରଣ ଉଦଘାଟନ ସମାରୋହ ଆରମ୍ଭ ହୋଇଥିଲା। ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ ଭାରତର ୧୯ ଜଣ ଖେଳାଳି ଓ ୬ ଜଣ ଅଧିକାରୀ । ମାର୍ଚ୍ଚପାଷ୍ଟରେ ୨୧ ନମ୍ବରେ ପଡିଆକୁ ଆସିଥିଲା ଭାରତ । ଇଣ୍ଡିଆନ୍‌ ଫ୍ଲାଗ୍‌ ଧରି ଆସିଥିଲେ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଓ ବକ୍ସର ଏମ୍‌ ସି ମାରିକମ୍‌। ଏଥର କରୋନା ଗାଇଡ୍ ଲାଇନ୍ ମୁତାବକ ଉଦଘାଟନୀ ସମାରୋହ ଆୟୋଜିତ ହୋଇଛି।

ଆୟୋଜିତ ସମାରୋହରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ସମେତ ଆମେରିକାର ପ୍ରଥମ ଲେଡି ଜିଲ୍‌ ବାଇଡେନ୍‌ ଉପସ୍ଥିତ ଥିଲେ । ଟୋକିଓ ଅଲିମ୍ପିକ୍ସରେ ୨୦୫ ଦେଶରୁ ୧୧ ହଜାର ଖେଳାଳି ସାମିଲ ହୋଇଛନ୍ତି । ୧୭ ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ୩୩ଟି ଭିନ୍ନ ଭିନ୍ନ କ୍ରୀଡ଼ା ପାଇଁ ୩୩୯ଟି ଇଭେଣ୍ଟ ହେବ । ଯେଉଁଥିରେ ଭାରତର ୧୨୭ ଜଣ ଖେଳାଳି ଭାଗ ନେବେ । ୨୦୨୦ ଅଲିମ୍ପିକ୍ସରେ ୬ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ । ୮୪ଟି ମେଡାଲ୍‌ ଇଭେଣ୍ଟସ୍‌ରେ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଛନ୍ତି । 

ଟୋକିଓ ଦ୍ୱିତୀୟଥର ଅଲିମ୍ପିକ୍ସର ଆୟୋଜନ କରୁଛି। ଏହା ପୂର୍ବରୁ ୧୯୬୪ରେ ଟୋକିଓ ସଫଳତାର ସହ ଅଲିମ୍ପିକ୍ସର ଆୟୋଜନ କରିଥିଲା। ଉଦଘାଟନୀ ସମାରୋହର ଆରମ୍ଭରୁ ୨୦୧୩ରେ ଟୋକିଓକୁ ମିଳିଥିବା ଆୟୋଜନକୁ ସ୍ମରଣ କରାଯାଇଥଲା। ଏହା ପରେ ଟୋକିଓ ୨୦୨୦ର ପ୍ରତୀକକୁ ପ୍ରଦର୍ଶିତ କରିବା ପାଇଁ ୨୦ ସେକେଣ୍ଡ ଯାଏ ନୀଳ ଓ ଧରା ରଙ୍ଗର ଆତିଶବାଜୀ କରାଯାଇଥିଲା, ଯାହାକୁ ଜାପାନୀ ସଂସ୍କୃତିରେ ଶୁଭଙ୍କର ବୋଲି କୁହାଯାଏ। ଜାପାନର ସମ୍ରାଟ ନାରୁହିତୋ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ମୁଖ୍ୟ ଥୋମାସ୍ ବାକଙ୍କ ସହ ଷ୍ଟାଡିୟମରେ ପହଞ୍ଚିଥିଲେ। ଷ୍ଟାଡିୟମରେ କେବଳ ୧୦୦୦ ସେଲିବ୍ରିଟୀ ଉପସ୍ଥିତ ଥିଲେ, ଯେଉଁଥିରେ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ୍ ସାମିଲ୍ ଥିଲେ। 

Powered by Froala Editor

Tags olympic

Related articles Odisha News Lens 4.1

  • ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ

    14484
    Oct 03, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    14055
    Sep 30, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି
    ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14438
    Oct 03, 2025
  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ
    ବିଶେଷ

    ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14545
    Oct 03, 2025
  •  ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14309
    Oct 01, 2025
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...
    ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...

    14468
    Oct 01, 2025
  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା
    ଦେଶ-ଦେଶାନ୍ତର

    ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା

    14198
    Oct 03, 2025
  • କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

    14794
    Oct 03, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15338
    Oct 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ

    14484
    Oct 03, 2025
  • ଦେଶ-ଦେଶାନ୍ତର

    କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

    14794
    Oct 03, 2025
  • ଦେଶ-ଦେଶାନ୍ତର

    ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା

    14198
    Oct 03, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16759
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16861
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17218
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15673
    Apr 03, 2021

ବିଶେଷ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14545
    Oct 03, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14438
    Oct 03, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15579
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14675
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15105
    Sep 29, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14249
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14047
    Sep 16, 2025
  • ଶସ୍ତା ହେଲା ସୁନା

    14376
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14948
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15338
    Oct 01, 2025
  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା

    14198
    Oct 03, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    16022
    Sep 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In