ଝୁଲନ୍ତା ଅବସ୍ଥାରେ ଦୋକାନୀଙ୍କ ମୃତଦେହ ଉଦ୍ଧାର
ପାଟଣାଗଡ : ପାଟଣାଗଡ ଜାମବାହଲ ମଲିକମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ଦୁର୍ବୁତ୍ତ ଦୋକାନୀଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ବରବାହଲ ଗାଁର ହୋଇଥିବା ଜଣାପଡିଛି।
Powered by Froala Editor