Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, December 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

  • ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ...

  • ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, ...

  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ ...

  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ...

  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ...

  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ...

  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ...

  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

  • ଦୀପାବଳିକୁ ୟୁନେସ୍କୋରେ ସାମିଲ

ବାଣିଜ୍ୟ
Home ›› ବାଣିଜ୍ୟ ››ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

2025-12-08 16:15:01
15133
Share:
Facebook
Twitter
E-Mail
WhatsApp
Telegram
ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

ଭୁବନେଶ୍ୱର: ଗ୍ରୁପ ଅଫ ଏଇଟ୍‌ (ଜିଓ୮)ର ପ୍ରଥମ ପ୍ରତିଷ୍ଠାନ ଭାବରେ ୟୁନିଭରସିଟି ଅଫ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଭାରତରେ ତାହାର କ୍ୟାମ୍ପସ ସ୍ଥାପନ କରିବା ସହିତ ଭୁବନେଶ୍ୱରରେ ଏକାଧିକ ପର୍ଯ୍ୟାୟର ରୂପାନ୍ତରଣକାରୀ ନିୟୋଜନତା ସହିତ ବୈଶ୍ୱିକ ସୁଯୋଗ ସୃଷ୍ଟି ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତାକୁ ମଜଭୁତ କରିଛି ।

ଜୀବନଗୁଡିକରେ ରୂପାନ୍ତରଣ ଆଣିବାରେ ଆନ୍ତର୍ଜାତିକ ଶିକ୍ଷା ଯେଉଁ ମୂଲ୍ୟ ବହନ କରୁଛି ସେହି ଯାତ୍ରାରେ ୟୁଡବ୍ଲୁ୍ଏର ଭାଇସ୍‌-ଚାନସେଲର ପ୍ରଫେସର ଅମିତ ଚକ୍‌ମାଙ୍କର ନିଜସ୍ୱ ଆନ୍ତର୍ଜାତିକ ଯାତ୍ରା ସହିତ ୟୁନିଭରସିଟିର ଏହି ଯାତ୍ରା ଗଭୀର ଭାବରେ ସଂଯୁକ୍ତ । “ଅନୁସନ୍ଧିତ୍ସୁ ମନୋଭାବ ଏବଂ ମଜଭୁତପଣ ମୋର ଗତିପଥକୁ ରୂପରେଖ ପ୍ରଦାନ କରିଛି,” ବୋଲି ପ୍ରଫେସର ଚକ୍‌ମା କହିଥିଲେ । “ଆକାଂକ୍ଷା ପୋଷଣ କରିବା ହେଉଛି ପ୍ରଥମ ସୋପାନ; ଦୃଢତା ଏହାକୁ ସଫଳତାରେ ପରିଣତ କରେ । ବୈଶ୍ୱିକ ଶିକ୍ଷାଲାଭ ସୁଯୋଗଗୁଡିକ ମୋ ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ଯୁବପିଢି ସେହି ସୁଯୋଗ ପାଆନ୍ତୁ ବୋଲି ମୁଁ ଚାହେଁ ।”

ସେଞ୍ଚୁରିଅନ୍‌ ସ୍କଲାରସିପ୍‌ସ୍‌ ଏବଂ ଶିକ୍ଷାଗତ ମାର୍ଗ: ୟୁଡବ୍ଲୁ୍ଏ ଏହି ଗସ୍ତ କାଳରେ ସେଞ୍ଚୁରିଅନ ୟୁନିଭରସିଟି ଅଫ ଟେକ୍‌ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌)ର ଉଚ୍ଚ ପ୍ରଦର୍ଶନକାରୀ ସ୍ନାତକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବରେ ସ୍ନାତକୋତ୍ତର ସ୍କଲାରସିପ୍‌ ଘୋଷଣା କରିଛି । ଏହି ସ୍କଲାରସିପ୍‌ଗୁଡିକ ପର୍ଥ ଏବଂ ଭାରତରେ ଥିବା ୟୁଡବ୍ଲୁ୍ୟଏର ବୈଶ୍ୱିକ କ୍ୟାମ୍ପସ୍‌ଗୁଡିକ ନିମନ୍ତେ ପ୍ରବେଶ ପଥ ଯୋଗାଇଦେବା ସହିତ ଦକ୍ଷତା ବିକାଶକୁ ସମର୍ଥନ କରୁଛି ଏବଂ ରୂପାନ୍ତରଣକାରୀ ଆନ୍ତର୍ଜାତିକ ଶିକ୍ଷଣ ଅନୁଭୂତି ହାସଲରେ ଅଂଶଗ୍ରହଣ କରିବାକୁ ଛାତ୍ର ଛାତ୍ରୀଙ୍କୁ ସମର୍ଥ କରାଉଛି ।

“ବିଶ୍ୱବିଦ୍ୟାଳୟ ନିମନ୍ତେ ଅନ୍ତର୍ନିହିତ ସ୍ତରରେ ଅତ୍ୟନ୍ତ ମୂଲ୍ୟବାନ ତଥା ପିଏଚ୍‌ଡି ଏବଂ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମ ନିମନ୍ତେ ଦୁଇଟି ସ୍କଲାରସିପ୍‌ ଅନୁମୋଦନ କରିବା ପାଇଁ ୟୁଡବ୍ଲୁ୍ଏର ବଦାନ୍ୟତା ନିମନ୍ତେ ସେଞ୍ଚୁରିଅନ ୟୁନିଭରସିଟି ଅତ୍ୟନ୍ତ କୃତଜ୍ଞ । ଏହା ମଧ୍ୟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରୁଛି, ବିଶେଷକରି ଓଡ଼ିଶା ନିଜର ଖଣି ଖାଦାନ, କ୍ରୀଡା ଓ ସାମୁଦ୍ରିକ ପରିବ୍ୟବସ୍ଥା ଉପରେ ଦଷ୍ଟିନିବଦ୍ଧ କରିବା ନେଇ ପରିଚିତ ଥିବାବେଳେ ଏହି ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ଏହି ସହଭାଗୀ ବ୍ୟବସ୍ଥା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବୃଦ୍ଧି ଘଟାଇବା ନିମନ୍ତେ ଏକାଧିକ ସୁଯୋଗ ନିମନ୍ତେ ପଥ ପ୍ରସ୍ତୁତ କରିବ ଏବଂ ଏହା ଅନେକ ଉପାୟରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସହଯୋଗୀତାର ବାଟ କଢାଇବ । ସେଞ୍ଚୁରିଅନ ୟୁନିଭରସିଟି ଏକ ଆଭ୍ୟନ୍ତରୀଣ ଏବଂ ଆଞ୍ଚଳିକ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ଏହି ସ୍କଲାରସିପ୍‌ ଏଥିପାଇଁ ଆବେଦନ କରିବାକୁ ଆଗ୍ରହ ରଖୁଥିବା ଅଧ୍ୟାପକମଣ୍ଡଳୀ ଏବଂ କର୍ମଚାରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଆଣିଦେଇଛି । ଏହି ସ୍କଲାରସିପ୍‌ ପ୍ରଦାନ ନେଇ ଆମେ ୟୁଡବ୍ଲୁ୍ଏର ଭାଇସ୍‌ ଚାନସେଲର (କୁଳପତି) ଏବଂ ଟିମ୍‌ଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛୁ,” ବୋଲି ଡ.ମୁକ୍ତି ମିଶ୍ର, ପ୍ରେସିଡେଣ୍ଟ, ସେଞ୍ଚୁରିଅନ ୟୁନିଭରସିଟି କହିଥିଲେ ।

Powered by Froala Editor

Tags UWA

Related articles Odisha News Lens 4.1

  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ...
    ଦେଶ-ଦେଶାନ୍ତର

    ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ...

    13678
    Dec 10, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା
    ଦେଶ-ଦେଶାନ୍ତର

    ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    14972
    Dec 11, 2025
  •  ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ସ୍ପାଇସ୍ ଜେଟ୍‌
    ଦେଶ-ଦେଶାନ୍ତର

    ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ସ୍ପାଇସ୍ ଜେଟ୍‌

    13608
    Dec 11, 2025
  • ଦୀପାବଳିକୁ ୟୁନେସ୍କୋରେ ସାମିଲ
    ଦେଶ-ଦେଶାନ୍ତର

    ଦୀପାବଳିକୁ ୟୁନେସ୍କୋରେ ସାମିଲ

    15287
    Dec 10, 2025
  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ

    14520
    Dec 11, 2025
  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ
    ଦେଶ-ଦେଶାନ୍ତର

    ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ

    14511
    Dec 10, 2025
  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି : ମୁଁ କ୍ରିକେଟ୍ ଅପେକ୍ଷା ଆଉ କାହାକୁ ଅଧିକ ...
    ଖେଳ ଖବର

    ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି : ମୁଁ କ୍ରିକେଟ୍ ଅପେକ୍ଷା ଆଉ କାହାକୁ ଅଧିକ ...

    13659
    Dec 10, 2025
  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    14202
    Dec 10, 2025
  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'
    ଦେଶ-ଦେଶାନ୍ତର

    ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'

    15276
    Dec 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ

    14511
    Dec 10, 2025
  • ଦେଶ-ଦେଶାନ୍ତର

    ଦୀପାବଳିକୁ ୟୁନେସ୍କୋରେ ସାମିଲ

    15287
    Dec 10, 2025
  • ଦେଶ-ଦେଶାନ୍ତର

    ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, କଣ ହେଲା ଆଲୋଚନା ଜାଣନ୍ତୁ....

    15125
    Dec 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17137
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17227
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17571
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16044
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    16025
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13877
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15946
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15877
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15772
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15134
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14233
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14899
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15135
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    14202
    Dec 10, 2025
  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ପ୍ରଧାନମନ୍ତ୍ରୀ ?

    13678
    Dec 10, 2025
  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି : ମୁଁ କ୍ରିକେଟ୍ ଅପେକ୍ଷା ଆଉ କାହାକୁ ଅଧିକ ଭଲ ପାଏ ନାହିଁ

    13659
    Dec 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In