Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ...

  • ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ...

  • ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି

  • ଯୁଦ୍ଧ ପାଇଁ ପରିସ୍ଥିତି ସଙ୍ଗୀନ, ପୁଣି ...

  • ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ...

  • ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ ...

  • ସୁନା୬,୭୦୦ ଟଙ୍କା କମିଲା

  • ରଡ୍ ଚୋରି ପାଇଁ ୪ ମାସ ବେଡ଼ି

  • ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ

  • ଛିଣ୍ଡିଗଲା ରୋପୱେ, ମହିଳା ମୃତ

ରାଜ୍ୟ
Home ›› ରାଜ୍ୟ ››ପୁରୁଣା ବହି ପଢ଼ିବେନାହିଁ ପିଲା, ପ୍ରଥମଶ୍ରେଣୀରୁ ଦ୍ୱାଦଶଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକରେ ହେବ ପରିବର୍ତ୍ତନ

ପୁରୁଣା ବହି ପଢ଼ିବେନାହିଁ ପିଲା, ପ୍ରଥମଶ୍ରେଣୀରୁ ଦ୍ୱାଦଶଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକରେ ହେବ ପରିବର୍ତ୍ତନ

2025-12-06 06:40:01
13631
Share:
Facebook
Twitter
E-Mail
WhatsApp
Telegram
ପୁରୁଣା ବହି ପଢ଼ିବେନାହିଁ ପିଲା, ପ୍ରଥମଶ୍ରେଣୀରୁ ଦ୍ୱାଦଶଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକରେ ହେବ ପରିବର୍ତ୍ତନ

ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ ପୁରୁଣା ବହି ପଢ଼ିବେନାହିଁ। ସେମାନଙ୍କ ପାଇଁ ନୂଆ ବହିର ବ୍ୟବସ୍ଥା କରାଯିବ। ପ୍ରଥମଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ପ୍ରଥମରୁ ଦ୍ବାଦଶଶ୍ରେଣୀ ପର୍ୟ୍ୟନ୍ତ ପାଠ୍ୟପୁସ୍ତକ ବଦଳିବ। ଏହାର ପ୍ରସ୍ତୁତି ପ୍ରକ୍ରିୟା ପର୍ୟ୍ୟାୟକ୍ରମେ ଜାରି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ବିଦ୍ୟାଳୟ ଗୁଡ଼ିକର ପ୍ରଥମରୁ ଦ୍ବାଦଶଶ୍ରେଣୀ ପର୍ୟ୍ୟନ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି। ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ୟ୍ୟନ୍ତ ପାଠ୍ୟପୁସ୍ତକ ଡ୍ରାଫ୍ଟ କରିବା ପାଇଁ କମିଟି ଗଠନ କରାଯାଇଛି। ପାଠ୍ୟପୁସ୍ତକ ଏବଂ ପାଠ୍ୟକ୍ରମ ବିକାଶ ପାଇଁ ବିଷୟ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ହୋଇଛି। ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ)ର ସମାନ୍ତରାଳରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବା ତଥା ସ୍ଥାନୀୟ ପ୍ରସଙ୍ଗ ଯଥା- ଓଡ଼ିଶାର ସାଂସ୍କୃତିକ, ଭୌଗୋଳିକ, ଲଜିଷ୍ଟିକ୍ ବିଷୟବସ୍ତୁକୁ ଆବଶ୍ୟକତା ଅନୁସାରେ ପାଠ୍ୟପୁସ୍ତକରେ ସ୍ଥାନିତ କରିବାକୁ ସ୍ଥିରୀକୃତ ହୋଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି। କେବେ ପିଲା ନୂଆ ପାଠ୍ୟପୁସ୍ତକ ପଢ଼ିବେ ‌େ‌ସ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି।

Powered by Froala Editor

Tags Assembly

Related articles Odisha News Lens 4.1

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....
    ବିଶେଷ

    କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14454
    Mar 23, 2026
  • ଛିଣ୍ଡିଗଲା ରୋପୱେ, ମହିଳା ମୃତ
    ଦେଶ-ଦେଶାନ୍ତର

    ଛିଣ୍ଡିଗଲା ରୋପୱେ, ମହିଳା ମୃତ

    15528
    Mar 22, 2026
  • ସୁନା୬,୭୦୦ ଟଙ୍କା କମିଲା
    ବାଣିଜ୍ୟ

    ସୁନା୬,୭୦୦ ଟଙ୍କା କମିଲା

    15035
    Mar 23, 2026
  • ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ହେବ ଫିଲ୍ମ !
    ମନୋରଞ୍ଜନ

    ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ହେବ ଫିଲ୍ମ !

    13969
    Mar 23, 2026
  • ରଡ୍ ଚୋରି ପାଇଁ ୪ ମାସ ବେଡ଼ି
    ଅପରାଧ

    ରଡ୍ ଚୋରି ପାଇଁ ୪ ମାସ ବେଡ଼ି

    14356
    Mar 22, 2026
  • ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍

    14349
    Mar 23, 2026
  • ଯୁଦ୍ଧ ପାଇଁ ପରିସ୍ଥିତି ସଙ୍ଗୀନ,  ପୁଣି ଥରେ ଲକ୍‌ଡାଉନ୍ ହେବା ଆଶଙ୍କା
    ଦେଶ-ଦେଶାନ୍ତର

    ଯୁଦ୍ଧ ପାଇଁ ପରିସ୍ଥିତି ସଙ୍ଗୀନ, ପୁଣି ଥରେ ଲକ୍‌ଡାଉନ୍ ହେବା ଆଶଙ୍କା

    13660
    Mar 23, 2026
  • ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି
    ଦେଶ-ଦେଶାନ୍ତର

    ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି

    14389
    Mar 23, 2026
  • ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ
    ଦେଶ-ଦେଶାନ୍ତର

    ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ

    14229
    Mar 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ

    14229
    Mar 22, 2026
  • ଦେଶ-ଦେଶାନ୍ତର

    ଯୁଦ୍ଧ ପାଇଁ ପରିସ୍ଥିତି ସଙ୍ଗୀନ, ପୁଣି ଥରେ ଲକ୍‌ଡାଉନ୍ ହେବା ଆଶଙ୍କା

    13660
    Mar 23, 2026
  • ଦେଶ-ଦେଶାନ୍ତର

    ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ଏହା ସମଗ୍ର ବିଶ୍ବ ପାଇଁ ବିପଦ: ନେତାନ୍ୟାହୁ

    14522
    Mar 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17382
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17447
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17793
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16266
    Apr 03, 2021

ବିଶେଷ

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14454
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13658
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15041
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15588
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15498
    Mar 18, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    14958
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15473
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13816
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14262
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁନା୬,୭୦୦ ଟଙ୍କା କମିଲା

    15035
    Mar 23, 2026
  • ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି

    14389
    Mar 23, 2026
  • ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ଏହା ସମଗ୍ର ବିଶ୍ବ ପାଇଁ ବିପଦ: ନେତାନ୍ୟାହୁ

    14522
    Mar 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In