Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, December 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ...

  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ...

  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

  • ଦୀପାବଳିକୁ ୟୁନେସ୍କୋରେ ସାମିଲ

  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

  • ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

  • ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ...

  • ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ...

  • ସ୍ମୃତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

  • ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››‘ଧୁରନ୍ଧର’ ରିଲିଜରେ ସ୍ଥଗିତାଦେଶ ଦାବି

‘ଧୁରନ୍ଧର’ ରିଲିଜରେ ସ୍ଥଗିତାଦେଶ ଦାବି

2025-11-28 19:44:58
14444
Share:
Facebook
Twitter
E-Mail
WhatsApp
Telegram
‘ଧୁରନ୍ଧର’ ରିଲିଜରେ ସ୍ଥଗିତାଦେଶ ଦାବି

ରଣବୀର ସିଂହ ନିଜର ଆଗାମୀ ସିନେମା ‘ଧୁରନ୍ଧର’କୁ ନେଇ ଚର୍ଚ୍ଚାରେ । ଫିଲ୍ମ ୫ ଡିସେମ୍ୱରରେ ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ୍ ପୂର୍ବରୁ ଫିଲ୍ମରେ ରୋକ୍ ଲାଗିବାକୁ ଉଠିଛି ସ୍ୱର। ଫିଲ୍ମର ରିଲିଜ୍ ଉପରେ ରୋକ୍କୁ ନେଇ ସହିଦ ମେଜର ମୋହିତ ଶର୍ମାଙ୍କ ମାତା-ପିତା ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ବାର୍ ଆଣ୍ଡି ବେଞ୍ଚର ରିପୋର୍ଟ ମୁତାବିକ , ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ ଓ ସେନା ମେଡାଲ ପୁରସ୍କାର ପ୍ରାପ୍ତ ସହିଦ ମେଜର ମୋହିତ ଶର୍ମାଙ୍କ ମାତା-ପିତା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରି ଫିଲ୍ମର ରିଲିଜ ଉପରେ ରୋକ୍ ଲଗେଇବାକୁ ଦାବି କରିଛନ୍ତି। ପିଟିସନରେ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (ସିବିଏଫସି), ଏଡିଜିପିଆଇ , ଫିଲ୍ମର ଡାଇରେକ୍ଟର ଓ କୋ-ପ୍ରଡ୍ୟୁସର ଆଦିତ୍ୟ ଧର ଏବଂ ପ୍ରଡ୍ୟୁସର ଜିୟୋ ଷ୍ଟୁଡିଓଜ୍ର ନାଁ ସାମିଲ କରାଯାଇଛି। ପିଟିସନକାରୀମାନେ କୋର୍ଟଙ୍କୁ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗେଇବା ଓ କୌଣସି ବି ପବ୍ଲିକ୍ ପ୍ରିମିୟର ପୂର୍ବରୁ ମେଜର ଶର୍ମାଙ୍କ ପରିବାର ପାଇଁ ଏକ ପ୍ରାଇଭେଟ୍ ସ୍କ୍ରିନିଂ ବାଧ୍ୟତାମୂଳକ କରିବାକୁ ଅନୁରୋଧ କରିଛନ୍ତି।

ନିଜର ପିଟିସନରେ ପରିବାର ଅଭିଯୋଗ ଲଗେଇଛି ଯେ, ଫିଲ୍ମର କାହାଣୀ ସ୍ପେଶାଲ ଫୋର୍ସର ଅଧିକାରୀ (ସହିଦ ମେଜର ମୋହିତ ଶର୍ମା)ଙ୍କ ଜୀବନ, ସିକ୍ରେଟ୍ ଅପରେସନ ଓ ସହିଦତା ଦ୍ୱାରା ପ୍ରେରିତ ବୋଲି ମନେହୁଏ ଏବଂ ଫିଲ୍ମ ତିଆରି ପାଇଁ ଭାରତୀୟ ସେନା କିମ୍ୱା ମେଜର ଶର୍ମାଙ୍କ ପରିବାର ଠାରୁ ଅନୁମତି ନିଆ ଯାଇ ନାହିଁ। ମେଜର ଶର୍ମାଙ୍କ ପରିବାରର ଯୁକ୍ତି ଏହା ଯେ, ମିଡ଼ିଆରେ ‘ଧୁରନ୍ଧର’କୁ ମେଜର ଶର୍ମାଙ୍କ କାହାଣୀ ସହ ଲିଙ୍କ୍ କରାଯାଉଛି, କିନ୍ତୁ ଫିଲ୍ମମେକରମାନେ ଏହି ଜିନିଷକୁ ସ୍ୱୀକାର କରି ନାହାନ୍ତି କି, କୌଣସି ବି ପଏଣ୍ଟ ଉପରେ ପରିବାର ସହ କନସଲ୍ଟ କରି ନାହାନ୍ତି ।

Powered by Froala Editor

Tags dhurandar

Related articles Odisha News Lens 4.1

  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ
    ଦେଶ-ଦେଶାନ୍ତର

    ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ

    14266
    Dec 10, 2025
  • ସ୍ମୃତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ
    ଦେଶ-ଦେଶାନ୍ତର

    ସ୍ମୃତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

    15290
    Dec 09, 2025
  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍
    ଦେଶ-ଦେଶାନ୍ତର

    ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

    15506
    Dec 10, 2025
  • ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ବିବାହ କଲେ
    ଦେଶ-ଦେଶାନ୍ତର

    ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ବିବାହ କଲେ

    14477
    Dec 09, 2025
  • ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ
    ଖେଳ ଖବର

    ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

    13726
    Dec 09, 2025
  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'
    ଦେଶ-ଦେଶାନ୍ତର

    ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'

    15034
    Dec 10, 2025
  • ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ
    ଦେଶ-ଦେଶାନ୍ତର

    ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ

    14481
    Dec 09, 2025
  • ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି
    ଦେଶ-ଦେଶାନ୍ତର

    ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି

    14720
    Dec 09, 2025
  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13970
    Dec 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'

    15034
    Dec 10, 2025
  • ଦେଶ-ଦେଶାନ୍ତର

    ଦୀପାବଳିକୁ ୟୁନେସ୍କୋରେ ସାମିଲ

    15056
    Dec 10, 2025
  • ଖେଳ ଖବର

    ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

    13726
    Dec 09, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17096
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17188
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17531
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16005
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    15802
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13655
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15919
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15851
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15736
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15129
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14231
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14859
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15095
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି

    14720
    Dec 09, 2025
  • ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

    13726
    Dec 09, 2025
  • ସ୍ମୃତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

    15290
    Dec 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In