ବିଦ୍ୟାଳୟ ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା
ଭୁବନେଶ୍ବର: ଭୁବନେଶ୍ବରରେ ବୋମା ବିସ୍ଫୋରଣ। ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ସୂଚନା ମୁତାବକ, ଆଜି ସକାଳ ୮ ଟା ବେଳେ ବୋମା ଫୁଟିଥିଲା। ଦୃର୍ବୃତ୍ତମାନେ ବୋମାକୁ ଅନ୍ୟ ଆଡ଼େ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୁଲିସ ପହଞ୍ଚି ଛନଭିନ୍ କରୁଛି।
Powered by Froala Editor