Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 26, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

  • ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ...

  • ଏଣିକି ଦ୍ୱିତୀୟ ବିବାହ କଲେ ଭୋଗିବେ ୧୦ ...

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

  • ରାମ ମନ୍ଦିରର ପତାକାରେ କୋବିଦାର ଗଛ, ...

  • ଜେଲ୍‌ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ

  • ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ...

  • ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ...

  • ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ...

  • ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››୧୨୦ ସୁନ୍ଦରୀଙ୍କୁ ପଛରେ ପକାଇ ଫାତିମା ବସ୍‌ଚ୍ ମିସ୍ ୟୁନିଭର୍ସ

୧୨୦ ସୁନ୍ଦରୀଙ୍କୁ ପଛରେ ପକାଇ ଫାତିମା ବସ୍‌ଚ୍ ମିସ୍ ୟୁନିଭର୍ସ

2025-11-22 19:57:58
15628
Share:
Facebook
Twitter
E-Mail
WhatsApp
Telegram
୧୨୦ ସୁନ୍ଦରୀଙ୍କୁ ପଛରେ ପକାଇ ଫାତିମା ବସ୍‌ଚ୍ ମିସ୍ ୟୁନିଭର୍ସ

ବିଶ୍ୱର ୧୨୦ରୁ ଅଧିକ ଦେଶର ସୁନ୍ଦରୀମାନଙ୍କୁ ପଛରେ ପକାଇ ଥାଇଲ୍ୟାଣ୍ଡର ନନ୍ଥବୁରିରେ ଆୟୋଜିତ ହୋଇଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ମେକ୍ସିକୋର ପ୍ରତିନିଧି ଫାତିମା ବସ୍‌ଚ୍ ବିଜୟୀ ହୋଇଛନ୍ତି। ୨୪ ବର୍ଷୀୟ ଫାତିମା ଏହି ମର୍ଯ୍ୟାଦାଜନକ ମୁକୁଟ ହାସଲ କରିଛନ୍ତି। ସେ ପୂର୍ବତନ ମିସ୍ ୟୁନିଭର୍ସ ନିକୋଲ୍ ମ୍ୟାର୍ଚ୍ୟାଣ୍ଟଙ୍କଠାରୁ ମୁକୁଟ ଗ୍ରହଣ କରିଥିଲେ।

ପ୍ରତିଯୋଗିତାର ଆରମ୍ଭରେ ଜଣେ ଜଜଙ୍କ ଟିପ୍ପଣୀ ଫାତିମାଙ୍କୁ ନିରାଶ କରି ଦେଇଥିଲା। ତେଣୁ ସେ ୱାକ୍‌ଆଉଟ୍ କରି ମଞ୍ଚରୁ ଓହ୍ଲାଇ ଯାଇଥିଲେ। ଶେଷରେ ପ୍ରତିଯୋଗିତା ଜିତିବା ପରେ ଫାତିମାଙ୍କୁ ଗତବର୍ଷର ବିଜେତା ଡେନମାର୍କର ଭିକ୍ଟୋରିଆ କେଜେର ଥିଲ୍‌ଭିଗ୍ ମୁକୁଟ ପିନ୍ଧାଇଥିଲେ। ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ଭାବପ୍ରବଣ ‌ହୋଇ ଫାତିମା ଆନନ୍ଦରେ କାନ୍ଦି ପକାଇଥିଲେ।

ଫାତିମା ସମସ୍ତଙ୍କ ସମ୍ମୁଖରେ ଖୋଲାଖୋଲି ଭାବେ ନିଜର ରୋଗ ବିଷୟରେ ଆଲୋଚନା କରି କହିଥିଲେ, ‘ପିଲାଟି ଦିନରେ ମୁଁ ଡିସଲେକ୍ସିଆ ଓ ଏଡିଏଚଡି ରୋଗରେ ପୀଡ଼ିତ ଥିଲି। ଏହି ରୋଗ ହେତୁ  ମୋର ପାଠପଢ଼ିବା ପ୍ରତି ସମସ୍ୟା ରହୁଥିଲା। କେତେବେଳେ ଅକ୍ଷରର କ୍ରମ ଜାଣି ହେଉ ନଥିଲା ତ କେତେବେଳେ ଧ୍ୟାନ ଦେବା କଷ୍ଟକର ହେଉଥିଲା। ଏଥିପାଇଁ ମୁଁ ଅନେକ ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଠାରୁ ଗାଳି ବି ଖାଇଛି କିନ୍ତୁ କେବେ ହେଲେ ମୋର ଦୁର୍ବଳତା ଜଣାଇବାକୁ ଦେଇ ନଥିଲି। ରୋଗ ହେତୁ ମୁଁ ଅନ୍ୟ ପିଲାଙ୍କ ତୁଳନାରେ ଅଧିକ ପରିଶ୍ରମ କରୁଥିଲି। ନିଜର ଉପରେ ରଖିଥିବା ଦୃଢ଼ ଆତ୍ମବିଶ୍ବାସ ପାଇଁ ମୋତେ ମିଳିଥିବା ସଫଳତା ଆଜି ଆପଣମାନଙ୍କ ସାମ୍ନାରେ ରହିଛି।’

ଭାରତର ପ୍ରତିନିଧିତ୍ବ କରିଥିବା ମନିକା ବିଶ୍ୱକର୍ମା ପ୍ରତିଯୋଗିତାରେ ନିଜର ଦୃଢ଼ ପ୍ରଦର୍ଶନ ଆରମ୍ଭ କରି ଟପ୍ ୩୦ରେ ସ୍ଥାନ ପାଇଥିଲେ। ତେବେ ସ୍ୱିମ୍‌ସୁଇଟ୍ ରାଉଣ୍ଡରେ ସୁନ୍ଦର ପ୍ରଦର୍ଶନ କରିଥିଲେ ମଧ୍ୟ ସେ ଟପ୍ ୧୨ ଫାଇନାଲିଷ୍ଟ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ ଏବଂ ପ୍ରତିଯୋଗିତାରୁ ବାହାରିଯାଇଥିଲେ।

Powered by Froala Editor

Tags fatima

Related articles Odisha News Lens 4.1

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ
    ବିଶେଷ

    ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13472
    Nov 26, 2025
  • ରାମ ମନ୍ଦିରର ପତାକାରେ କୋବିଦାର ଗଛ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ କ’ଣ
    ଦେଶ-ଦେଶାନ୍ତର

    ରାମ ମନ୍ଦିରର ପତାକାରେ କୋବିଦାର ଗଛ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ କ’ଣ

    14562
    Nov 25, 2025
  • ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ଉଡ଼ାଣ ବାତିଲ
    ଦେଶ-ଦେଶାନ୍ତର

    ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ଉଡ଼ାଣ ବାତିଲ

    15324
    Nov 25, 2025
  • ଜେଲ୍‌ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ
    ଦେଶ-ଦେଶାନ୍ତର

    ଜେଲ୍‌ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ

    15518
    Nov 25, 2025
  • ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କଲେ ମୋଦୀ
    ଦେଶ-ଦେଶାନ୍ତର

    ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କଲେ ମୋଦୀ

    15596
    Nov 25, 2025
  • ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ
    ଦେଶ-ଦେଶାନ୍ତର

    ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ

    13998
    Nov 25, 2025
  • ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    15152
    Nov 25, 2025
  • ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି

    14863
    Nov 26, 2025
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14365
    Nov 26, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜେଲ୍‌ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ

    15518
    Nov 25, 2025
  • ବିଶେଷ

    ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13472
    Nov 26, 2025
  • ଦେଶ-ଦେଶାନ୍ତର

    ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କଲେ ମୋଦୀ

    15596
    Nov 25, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16863
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16959
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17304
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15776
    Apr 03, 2021

ବିଶେଷ

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13472
    Nov 26, 2025
  • ଘରେ ପ୍ରବଳ ମଶା ହେଉଥିଲେ, ଏହି ଉପାୟ ନିଶ୍ଚିନ୍ତ କରନ୍ତୁ.....

    15358
    Nov 25, 2025
  • ଏହି ବାସ୍ତୁ ନିୟମକୁ ଆପଣେଇ ପଢ଼ନ୍ତୁ ପାଠ

    14867
    Nov 24, 2025
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ, ହୋଇଥାଏ ଏହି ଅସୁବିଧା

    15173
    Nov 23, 2025
  • ଶୀତଦିନେ ବରମ୍ବାର ପିଅନ୍ତୁନି ଚା ଓ କଫି

    15226
    Nov 23, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14853
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14734
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14323
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13971
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14365
    Nov 26, 2025
  • ରାମ ମନ୍ଦିରର ପତାକାରେ କୋବିଦାର ଗଛ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ କ’ଣ

    14562
    Nov 25, 2025
  • ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି

    14863
    Nov 26, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In