Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ...

  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ...

  • କମିଲା ସୁନା ଦର, ଜାଣନ୍ତୁ କେତେ?

  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ...

  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ...

  • ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ...

  • ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ...

  • ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ...

  • ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ...

  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

Home ›› ››୧୪ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କ ନିଖୋଜ ସଂଖ୍ୟା ଅଧିକ, ୨୫%ଙ୍କ ମିଳୁନି ପତ୍ତା

୧୪ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କ ନିଖୋଜ ସଂଖ୍ୟା ଅଧିକ, ୨୫%ଙ୍କ ମିଳୁନି ପତ୍ତା

2025-11-20 05:11:52
14029
Share:
Facebook
Twitter
E-Mail
WhatsApp
Telegram
୧୪ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କ ନିଖୋଜ ସଂଖ୍ୟା ଅଧିକ, ୨୫%ଙ୍କ ମିଳୁନି ପତ୍ତା

ଭୁବନେଶ୍ବର : ରାଜ୍ୟରେ ୦-୧୮ବର୍ଷ ପର୍ଯ୍ୟନ୍ତ ନିଖୋଜ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ୧୪ରୁ ୧୮ବର୍ଷ ମଧ୍ୟର ପିଲାଙ୍କ ସଂଖ୍ୟା ଅଧିକ। ନିଖୋଜଙ୍କ ମଧ୍ୟରୁ ୭୦ରୁ ୭୫% ଉଦ୍ଧାର ହେଉଥିବା ବେଳେ ବାକି ୨୫%ଙ୍କ ପତ୍ତା ମିଳୁନି। କେବଳ ଓଡ଼ିଶା ନୁହେଁ; ସାରା ଦେଶରେ ଏହି ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏନେଇ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ମାମଲାର ତଦାରଖ ପାଇଁ ଆସନ୍ତା ଡିସେମ୍ବର ୯ ମଧ୍ୟରେ ପ୍ରତି ରାଜ୍ୟରେ ଜଣେ ଲେଖାଏଁ ନୋଡ଼ାଲ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷେ ସମସ୍ତ ନିଖୋଜଙ୍କୁ ଠାବ କରିବାରେ ସରକାରଙ୍କ ବିଫଳତାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।
ତଥ୍ୟ ଅନୁସାରେ, ୨୦୨୦ରେ ୨,୮୯୯ ପିଲା ନିଖୋଜ ହୋଇଥିବା ବେଳେ ୨୦୨୧ରେ ୪,୧୩୩, ୨୦୨୨ରେ ୪,୭୫୭, ୨୦୨୩ରେ ୪,୮୬୫ ଓ ୨୦୨୪ରେ ୫,୧୦୨ ପିଲା ନିଖୋଜ ହୋଇଥିଲେ। ନିଖୋଜଙ୍କ ମଧ୍ୟରୁ ୭୫% ପିଲାଙ୍କୁ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗର ଉଦ୍ୟମରେ ଉଦ୍ଧାର କରାଯାଇଛି। ୨୦୨୪ ପର୍ଯ୍ୟନ୍ତ ୮,୪୦୩ ପିଲା ନିଖୋଜ ଥିବା ସୂଚନା ମିଳିଛି। ଏହି ମାମଲାରେ ଗଞ୍ଜାମ ଜିଲା ସବୁଠାରୁ ଆଗରେ ଥିବା ବେଳେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ଖୋର୍ଦ୍ଧା, କଟକ, ପୁରୀ ଓ ଢେଙ୍କାନାଳ ପଛକୁ ପଛ ରହିଛି। ସୀମାନ୍ତ ଜିଲାରେ ଅଧିକ ପିଲା ନିଖୋଜ ହେଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ୧୪ରୁ ୧୮ବର୍ଷ ମଧ୍ୟରେ ଅଧିକ ନାବାଳିକା ନିଖୋଜ ହେଉଥିବା ଥାନାରେ ଅଭିଯୋଗ ହେଉଛି। ବିଶେଷକରି ପ୍ରେମ ବ୍ୟାପାରକୁ ନେଇ ନାବାଳିକା ନିଖୋଜ ହେଉଥିବା ବେଳେ ଆଉ କିଛି ଅପହରଣର ଶିକାର ହେଉଛନ୍ତି। ଏମାନଙ୍କ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ପୁଲିସ କିମ୍ବା ଶିଶୁ ସୁରକ୍ଷା ବିଭାଗ ପାଖରେ ନାହିଁ। ଅର୍ଥାଭାବ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ ସେମାନେ ନିଖୋଜ ହେଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସୁଛି।

Powered by Froala Editor

Tags Missing child

Related articles Odisha News Lens 4.1

  • ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍
    ମନୋରଞ୍ଜନ

    ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍

    15515
    Mar 08, 2026
  • ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ନିନ୍ଦା କଲେ ମୋଦୀ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ନିନ୍ଦା କଲେ ମୋଦୀ

    15423
    Mar 08, 2026
  • ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ
    ମନୋରଞ୍ଜନ

    ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ

    15566
    Mar 08, 2026
  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ
    ଦେଶ-ଦେଶାନ୍ତର

    ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ

    15201
    Mar 09, 2026
  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ
    ଖେଳ ଖବର

    ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14782
    Mar 08, 2026
  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା
    ଦେଶ-ଦେଶାନ୍ତର

    ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା

    13749
    Mar 08, 2026
  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ
    ଦେଶ-ଦେଶାନ୍ତର

    ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

    15013
    Mar 08, 2026
  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ
    ଦେଶ-ଦେଶାନ୍ତର

    ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    13902
    Mar 09, 2026
  • କମିଲା ସୁନା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    କମିଲା ସୁନା ଦର, ଜାଣନ୍ତୁ କେତେ?

    13832
    Mar 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ

    15566
    Mar 08, 2026
  • ଦେଶ-ଦେଶାନ୍ତର

    ଆମେରିକାଠୁ ୧୨ ହଜାର ବୋମା କ୍ରୟ କରିବ ଇସ୍ରାଏଲ

    14319
    Mar 08, 2026
  • ଖେଳ ଖବର

    ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14782
    Mar 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17363
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16248
    Apr 03, 2021

ବିଶେଷ

  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    14724
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14644
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15162
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15311
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14517
    Mar 02, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15671
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15128
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14981
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14495
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିବାହ ପରେ ପ୍ରଶଂସକଙ୍କ ସହ ବସି ଖାଇଲେ ରଶ୍ମିକା-ବିଜୟ

    15566
    Mar 08, 2026
  • ଜେଡିୟୁରେ ନିଶାନ୍ତ କୁମାରଙ୍କ ଯୋଗଦାନ

    15013
    Mar 08, 2026
  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14782
    Mar 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In