Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ...

  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ...

  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ...

  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ...

  • ଇରାନର ପରମାଣୁ ପ୍ରକଳ୍ପ ନିକଟରେ ...

  • ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ ...

  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ...

  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ...

Home ›› ››ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୨ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତରେ ସାମିଲ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୨ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତରେ ସାମିଲ

2025-10-15 06:13:02
14682
Share:
Facebook
Twitter
E-Mail
WhatsApp
Telegram
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୨ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତରେ ସାମିଲ

ବ୍ରହ୍ମପୁର: ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ୨ ଅଭିଜ୍ଞ ପୁଲିସ ଅଧିକାରୀ ତନାଘନା ଆରମ୍ଭ କରିଛନ୍ତି। ପୂର୍ବରୁ ବ୍ରହ୍ମପୁର ସହରରେ ଅପରାଧ ଜଗତ ସହ ଜଡିତ ଥିବା ବ୍ୟକ୍ତି ସହ ବନ୍ଧୁକ ଯୋଗାଣ ଓ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ପୁରୁଣା ଫାଇଲ ଖୋଲା ଯାଇଥିବା କୁହାଯାଇଛି । ଏହି ହାଇ ପ୍ରୋଫାଇଲ ହତ୍ୟାର ତଦନ୍ତ ଅଧିକାରୀ ଭାବେ ଟାଉନ ଏସଡିପିଓ ରହିଥିବା ବେଳେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ ଏମ ତଦାରଖ କରୁଛନ୍ତି। ତଦନ୍ତ ପାଇଁ ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କୁ ନେଇ ୬ଟି ଦଳ ଗଠନ ହୋଇଛି। ଏହାବାଦ ବ୍ରହ୍ମପୁର ପୁଲିସ ଜିଲାରେ ପୂର୍ବରୁ ବହୁବର୍ଷ ଧରି କାର୍ଯ୍ୟ କରି ସାରିଥିବା ୨ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତରେ ସାମିଲ କରାଯାଇଛି। ଗୋଳନ୍ଥରା ଥାନାରେ ବହୁ ବର୍ଷ ଧରି କାର୍ଯ୍ୟରତ ଆଲୋକ ଜେନା ବ୍ରହ୍ମପୁରର ଅତିରିକ୍ତ ଏସପି ଭାବେ ଗତକାଲି କାର୍ଯ୍ୟରେ ଯୋଗ ଦେଇ ତଦନ୍ତରେ ସାମିଲ ହୋଇଥିବା କୁହାଯାଉଛି। ସେହିପରି ବ୍ରହ୍ମପୁରର ଟାଉନ ଥାନା ଓ ବଡବଜାର ଥାନାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ସାରିଥିବା ତଥା ବର୍ତ୍ତମାନ ଗଜପତି ଜିଲା ଆର ଉଦୟଗିରିର ଏସଡିପିଓ ଭାବେ ନିୟୋଜିତ ଥିବା ସୁରେଶ କୁମାର ତ୍ରିପାଠୀଙ୍କୁ ଦକ୍ଷିଣାଞ୍ଚଳ ଆଇଜିଙ୍କ ସ୍ବତନ୍ତ୍ର ନିର୍ଦେଶକ୍ରମରେ ବ୍ରହ୍ମପୁର ପୁଲିସ ଜିଲାକୁ ଅଣାଯାଇଛି। ଏହି ୨ ପୁଲିସ ଅଧିକାରୀଙ୍କ ପୂର୍ବ ଅଭିଜ୍ଞତାକୁ ନେଇ ପୀତବାସ ହତ୍ୟାର ଅପରାଧୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି।

ପୀତବାସଙ୍କୁ ଯେଉଁ ୨ ଜଣ ବ୍ୟକ୍ତି ଗୁଳି କରିଥିଲେ ପୁଲିସ ସେମାନଙ୍କ ବିଷୟରେ ଜାଣି ସାରିଥିବା ଶୁଣିବାକୁ ମିଳୁଛି। ଏପରିକି ଏହି ହତ୍ୟାର ଷଡଯନ୍ତ୍ରକାରୀ କିଏ ସେ ବିଷୟରେ ମଧ୍ୟ ପୁଲିସ ଜାଣିସାରିଥିଲେ ମଧ୍ୟ ଗୁଳି ଫୁଟାଇଥିବା ବ୍ୟକ୍ତି ଓ ଷଡଯନ୍ତ୍ରକାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରମାଣିତ କରିବାକୁ ପୁଲିସ ଉଦ୍ୟମ ଚଳାଇଥିବା କୁହାଯାଉଛି। ବିଭିନ୍ନ କ୍ଷେତ୍ରର ୮୦ରୁ ଅଧିକ ଜଣଙ୍କୁ ପୁଲିସ ପଚରାଉଚରା କରିସାରିଛି।  ଅନ୍ୟପକ୍ଷରେ ପୀତବାସ ହତ୍ୟାର ତଦନ୍ତ ବେଳେ ବାଲି ଓ ଜମି କାରବାର ସହ ଆଉ କିଛି ଭିନ୍ନ ଧରଣର ଦିଗ ମଧ୍ୟ ପୁଲିସ ସାମ୍ନାକୁ ଆସିଛି। 

Powered by Froala Editor

Tags Pitabasa murder case

Related articles Odisha News Lens 4.1

  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”
    ମନୋରଞ୍ଜନ

    ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”

    15444
    Apr 06, 2026
  • ଇରାନର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ
    ଦେଶ-ଦେଶାନ୍ତର

    ଇରାନର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ

    15246
    Apr 05, 2026
  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’
    ମନୋରଞ୍ଜନ

    ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’

    14779
    Apr 06, 2026
  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ
    ଦେଶ-ଦେଶାନ୍ତର

    ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    14166
    Apr 04, 2026
  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ
    ମନୋରଞ୍ଜନ

    ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

    13741
    Apr 06, 2026
  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14668
    Apr 05, 2026
  • ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ କର୍ମଚାରୀ
    ଦେଶ-ଦେଶାନ୍ତର

    ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ କର୍ମଚାରୀ

    14236
    Apr 05, 2026
  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

    13959
    Apr 04, 2026
  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ
    ଦେଶ-ଦେଶାନ୍ତର

    ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ

    14125
    Apr 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    14166
    Apr 04, 2026
  • ଦେଶ-ଦେଶାନ୍ତର

    ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ କର୍ମଚାରୀ

    14236
    Apr 05, 2026
  • ମନୋରଞ୍ଜନ

    ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’

    14779
    Apr 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17401
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17461
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17811
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16288
    Apr 03, 2021

ବିଶେଷ

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13903
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15428
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14636
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16036
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15524
    Mar 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15314
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15043
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15548
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13844
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14668
    Apr 05, 2026
  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    14166
    Apr 04, 2026
  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    14981
    Apr 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In