ହାତୀ-ମଣିଷ ଲଢେଇରେ ଯାଇଛି ୪୫ ଜୀବନ
ଭୁବନେଶ୍ୱର: ସାଢେ ୪ମାସରେ ହାତୀ-ମଣିଷ ଲଢେଇରେ ଯାଇଛି ୪୫ଜଣଙ୍କ ଜୀବନ । ଏହି ସମୟ ଭିତରେ ଭିନ୍ନ ଭିନ୍ନ କାରଣରୁ ୯ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଆଜି ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ୨୦୨୪ ନଭେମ୍ବର ଗଣନା ଅନୁସାରେ ୨୧୦୩ ହାତୀ ରାଜ୍ୟରେ ରହିଛନ୍ତି ।
Powered by Froala Editor