ବିଜେଡିର ବିଧାନସଭା ଘେରାଉ
ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିବାକୁ ବିଜେଡିର ନେତୃବୃନ୍ଦ ଲୋୟର ପିଏମଜିଠାରେ ଏକାଠି ହୋଇଛନ୍ତି । ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ବନ୍ଦ କରିବାକୁ ଚେତାବନୀ ଦେଇ ପ୍ରତିବାଦ କରୁଛି ବିଜେଡି । କ୍ଷମତା ସଙ୍କୁଚିତ ପ୍ରତିବାଦରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମଧ୍ୟ ବିଜେଡିର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
Powered by Froala Editor