ପୁଲିସ ଏସଆଇ ପରୀକ୍ଷା ଅକ୍ଟୋବର ୪ ଓ ୫ରେ

ଭୁବନେଶ୍ୱର : ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା। ଓଏମଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ସେପ୍ଟେମ୍ବର ୨୦ ତାରିଖ ପରଠାରୁ ପରୀକ୍ଷାର୍ଥୀ ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରି ପାରିବେ। Odishapolice.gov.inରୁୁ ଡାଉନଲୋଡ୍ କରିବେ ଆଡ୍ମିଟ୍ କାର୍ଡ ।
Powered by Froala Editor