ଏମାନଙ୍କୁ ରସୁଣ ଖାଇବା ମନା

ଦୈନନ୍ଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି ଅନେକ ଲାଭଦାୟକ ହୋଇଥାଏ। ରସୁଣ ଖାଇବା ଦ୍ୱାରା କ୍ୟାନ୍ସର, ରକ୍ତଚାପ, ମୁଖବ୍ରଣ ଆଦି ଅନେକ ରୋଗରୁ ମୁକ୍ତି ମିଳିଥାଏ। ଆପଣ ଜାଣିଛନ୍ତି କି କେଉଁମାନେ ରସୁଣ ଖାଇବା ଅନୁଚିିତ? ତେବେ ଜାଣନ୍ତୁ ସେ ସମ୍ପର୍କରେ…
– ଶ୍ୱାସ ରୋଗୀ ରସୁଣ ଖାଇବା ଅନୁଚିତ।
– ଗର୍ଭବତୀମାନେ ରସୁଣ ଖାଇବାରୁ ଦୂରେଇ ରହିବା ଉଚିତ।
– ଯେକୌଣସି ପ୍ରକାର ଅସ୍ତ୍ରୋପଚାର ପୂର୍ବରୁ ରସୁଣ ଖାଇବା ଉଚିତ ନୁହେଁ।
Powered by Froala Editor