Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର କଲେ ...

  • ସେପ୍ଟେମ୍ବରରୁ ଆରମ୍ଭ ହେବ 'ବିଗ୍ ବସ୍'ର ...

  • ଛତିଶଗଡ଼ ପରେ ମହାରାଷ୍ଟ୍ରରେ ବ୍ୟାନ ହେଲା ...

  • ସୁର୍ପଣଖା ଚରିତ୍ର ହିଁ କାହିଁକି?

  • ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ...

  • ଓଜନ କମିବାର ରାଜ୍ କହିଲେ ସଲମାନ

  • E20 ପେଟ୍ରୋଲ୍ ବନ୍ଦ କରି ଶୁଦ୍ଧ ପେଟ୍ରୋଲ୍ ...

  • ଅଭିନେତା ପ୍ରଦୀପ ରାୱତ ଆଉ ନାହାନ୍ତି

  • ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ...

  • ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ...

ରାଜ୍ୟ
Home ›› ରାଜ୍ୟ ››ଗୋଟିଏ ମାଛର ଦାମ୍ ୧ ଲକ୍ଷ ୫୭୫୦୦ ଟଙ୍କା

ଗୋଟିଏ ମାଛର ଦାମ୍ ୧ ଲକ୍ଷ ୫୭୫୦୦ ଟଙ୍କା

2025-07-13 07:49:18
15179
Share:
Facebook
Twitter
E-Mail
WhatsApp
Telegram
ଗୋଟିଏ ମାଛର ଦାମ୍ ୧ ଲକ୍ଷ ୫୭୫୦୦ ଟଙ୍କା

ଧାମରା: ଗୋଟିଏ ମାଛର ଦାମ୍ ଦୁଇଗୋଟି ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ଠାରୁ ବି ଅଧିକ। କଥାଟା ଟିକେ ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଧାମରା ମୁହାଁଣର ଗଭୀର ସମୁଦ୍ରରୁ ଧୀବରମାନେ ଏହି ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ମାଛର ନାମ ତେଲିଆ। ଗୋଟିଏ ମାଛ ୨୧କେଜି ହୋଇଥିବାବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କାରେ ଅର୍ଥାତ୍ ମୋଟ ୧ ଲକ୍ଷ ୫୭୫୦୦ ଟଙ୍କାରେ ଏବଂ ଅନ୍ୟଟି ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କାରେ ମୋଟ ୪ ଲକ୍ଷ ୫୨୬୦୦ ଟଙ୍କାରେ ବିକ୍ରି ହୋଇଛି। ଗଭୀର ସମୁଦ୍ରରୁ ଧରିବାପରେ ଏହି ମାଛକୁ ଧାମରା ଚାନ୍ଦିନୀ ପାଳସ୍ଥିତ କଣ୍ଟାରେ ଓଜନ କରାଯାଇଛି। ମାଛକୁ ବିଭିନ୍ନ ନିଲାମଧାରୀ ଔଷଧ କମ୍ପାନୀକୁ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରାଯାଇଛି ଏବଂ କେଜି ପ୍ରତି ୧ ହଜାରରୁ ଆରମ୍ଭ ହୋଇ କେଜି ପ୍ରତି ୧୪୬୦୦ ଟଙ୍କାରେ ବିକ୍ରି ହୋଇଛି। ମାଛର ଓଜନ ୩୧ କେଜି ଥିବାବେଳେ ଏହାକୁ ୪ଲକ୍ଷ ୫୨ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଛି, ଯାହାର ମୂଲ୍ୟ ଦୁଇଗୋଟି ବୁଲେଟ ଗାଡ଼ିଠାରୁ ଅଧିକ।

Powered by Froala Editor

Tags Fish

Related articles Odisha News Lens 4.1

  • ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ
    ମନୋରଞ୍ଜନ

    ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ

    13251
    Aug 05, 2026
  • ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ, ୪ ଘଣ୍ଟା ପରେ ମୁକ୍ତ
    ଦେଶ-ଦେଶାନ୍ତର

    ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ, ୪ ଘଣ୍ଟା ପରେ ମୁକ୍ତ

    14887
    Aug 04, 2026
  • ଛତିଶଗଡ଼ ପରେ ମହାରାଷ୍ଟ୍ରରେ ବ୍ୟାନ ହେଲା ଆନାଲଗ ପନିର
    ଦେଶ-ଦେଶାନ୍ତର

    ଛତିଶଗଡ଼ ପରେ ମହାରାଷ୍ଟ୍ରରେ ବ୍ୟାନ ହେଲା ଆନାଲଗ ପନିର

    14693
    Aug 05, 2026
  • ସେପ୍ଟେମ୍ବରରୁ ଆରମ୍ଭ ହେବ 'ବିଗ୍ ବସ୍'ର ସିଜିନ୍
    ମନୋରଞ୍ଜନ

    ସେପ୍ଟେମ୍ବରରୁ ଆରମ୍ଭ ହେବ 'ବିଗ୍ ବସ୍'ର ସିଜିନ୍

    14369
    Aug 05, 2026
  • ଅଭିନେତା ପ୍ରଦୀପ ରାୱତ ଆଉ ନାହାନ୍ତି
    ମନୋରଞ୍ଜନ

    ଅଭିନେତା ପ୍ରଦୀପ ରାୱତ ଆଉ ନାହାନ୍ତି

    15129
    Aug 04, 2026
  • ଓଜନ କମିବାର ରାଜ୍ କହିଲେ ସଲମାନ
    ମନୋରଞ୍ଜନ

    ଓଜନ କମିବାର ରାଜ୍ କହିଲେ ସଲମାନ

    13830
    Aug 05, 2026
  • ସୁର୍ପଣଖା ଚରିତ୍ର ହିଁ କାହିଁକି?
    ମନୋରଞ୍ଜନ

    ସୁର୍ପଣଖା ଚରିତ୍ର ହିଁ କାହିଁକି?

    15422
    Aug 05, 2026
  • ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର କଲେ ଦେବେ ଶୁଳ୍କ!
    ଦେଶ-ଦେଶାନ୍ତର

    ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର କଲେ ଦେବେ ଶୁଳ୍କ!

    15488
    Aug 05, 2026
  • E20 ପେଟ୍ରୋଲ୍ ବନ୍ଦ କରି ଶୁଦ୍ଧ ପେଟ୍ରୋଲ୍ ବିକ୍ରି କରିବେ ସରକାର !
    ଦେଶ-ଦେଶାନ୍ତର

    E20 ପେଟ୍ରୋଲ୍ ବନ୍ଦ କରି ଶୁଦ୍ଧ ପେଟ୍ରୋଲ୍ ବିକ୍ରି କରିବେ ସରକାର !

    14501
    Aug 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ

    14316
    Aug 04, 2026
  • ଦେଶ-ଦେଶାନ୍ତର

    ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ, ୪ ଘଣ୍ଟା ପରେ ମୁକ୍ତ

    14887
    Aug 04, 2026
  • ମନୋରଞ୍ଜନ

    ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ

    13251
    Aug 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17014
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17623
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17674
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18074
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16102
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14946
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14447
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    16070
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15949
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

ପାଠପଢାକୁ ଉନ୍ନତ କରିବା, ଶିକ୍ଷକଙ୍କୁ ସମର୍ଥନ କରିବା ଏବଂ ଶିକ୍ଷାଗତ ସମ୍ବଳକୁ ମଜବୁତ କରିବା ଦ୍ୱାରା ୨୫,୦୦୦ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହୋଇଛନ୍ତି

ଭୁବନେଶ୍ୱର ୦୪/୦୮/୨୦୨୬ : ଭାରତର ସର୍ବବୃ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14430
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14601
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14249
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15043
    Jul 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ

    14316
    Aug 04, 2026
  • ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ, ୪ ଘଣ୍ଟା ପରେ ମୁକ୍ତ

    14887
    Aug 04, 2026
  • ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ

    13251
    Aug 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In