Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, December 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

  • ଏହି କାରଣରୁ ମମତା ମାଗିଲେ କ୍ଷମା

  • ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ...

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

  • ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ...

  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ...

  • ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ...

  • କେଶ ଝଡିବା ରୋକିବ ଏହି ମାସ୍କ

  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ...

  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

2025-07-04 12:55:23
15978
Share:
Facebook
Twitter
E-Mail
WhatsApp
Telegram
ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

ବ୍ରାଣ୍ଡ୍‌ ଆୟୋଡିନ ସମ୍ପର୍କରେ ସମଗ୍ର ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ କଟକରେ ସଚେତନତା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକର ସୁଯୋଗ ନେଉଛି 

ଭୁବନେଶ୍ୱର: ପୁରୀରେ ‘ଜୟ ଜଗନ୍ନାଥ‘ ପବିତ୍ର ଧ୍ୱନିରେ ଗଗମ ପବନ ପ୍ରତିଧ୍ୱନିତ ହେଉଥିବାବେଳେ ଆଶୀର୍ବାଦ ଲୁଣ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାହାର ‘ଆୟୋଡିନ ର ତିଳକ’ଅଭିଯାନ ସହିତ ପ୍ରତ୍ୟାବର୍ତ୍ତନ କରିଛି । ଚଳିତ ବର୍ଷ ଏହି ବ୍ରାଣ୍ଡ୍‌ ଆୟୋଡିନର ଗୁରୁତ୍ୱ ସମ୍ପର୍କରେ ଜନସମୁଦାୟଙ୍କୁ ପ୍ରଶିକ୍ଷିତ କରିବା, ଏ ସମ୍ପର୍କିତ ଆଲୋଚନାକୁ ଆଗକୁ ବଢାଇବା ଏବଂ କାହାଣୀ କଥନର କଳା ଜରିଆରେ ଦର୍ଶକଙ୍କ ସହିତ ଭାବପ୍ରବଣ ଭାବରେ ଯୋଡି ହେବାକୁ ଏକ ଶକ୍ତିଶାଳୀ ନୂଆ ମାଧ୍ୟମ ପଥ ନାଟକ (ପ୍ରତ୍ୟକ୍ଷ ପଥପ୍ରାନ୍ତ ନାଟକ ପ୍ରଦର୍ଶନ) ଆରମ୍ଭ କରିଛି ।

ପଥପ୍ରାନ୍ତ ନାଟକ ରଥ ଯାତ୍ରାର କାହାଣୀ ଏବଂ ପ୍ରତିଦିନ ଆହାରରେ ଆୟୋଡିନର ଗୁରୁତ୍ୱକୁ ଏକତ୍ରିତ କରୁଛି । ଏହି ପ୍ରତ୍ୟକ୍ଷ ପ୍ରଦର୍ଶନ ସ୍ଥାନୀୟ ମଞ୍ଚ କଳାକାରମାନଙ୍କ ଦ୍ୱାରା ଅଭିନୀତ ହେଉଥିବାବେଳେ ଏଥିରେ ଜଣେ ମା’ କିଭଳି ନିଜ ପିଲାର ସ୍କୁଲରେ ପ୍ରଦର୍ଶନକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଡାକ୍ତର ସେମାନଙ୍କୁ ଆୟୋଡିନ ଅଭାବ ଦୂରକରିବା ଏବଂ ମସ୍ତିଷ୍କର ବିକାଶ ନିମନ୍ତେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର ଉପରେ ପରାମର୍ଶ ଦେଉଛନ୍ତି ତାହା ପ୍ରଦର୍ଶିତ ହେଉଛି । ଏହି ନାଟକରେ ଲୋକକଥାର ଅବତାରଣା, ହାସ୍ୟରସ ଏବଂ ଭାବପ୍ରବଣତାର ସମ୍ମିଶ୍ରଣ ଘଟିଛି ଯାହା ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଆୟୋଡିନଯୁକ୍ତ ଲୁଣ କେବଳ ରୋଷେଇ ଘର ସାମଗ୍ରୀ ନୁହେଁ, ଏହା କ୍ରମବର୍ଦ୍ଧିଷ୍ଣୁ ପିଲାଙ୍କର ମସ୍ତିଷ୍କ ବିକାଶ ଏବଂ ସେମାନଙ୍କର ଜୀବଦ୍ଦଶାରେ ବୋଦ୍ଧିକ ସାମର୍ଥ୍ୟରେ ବୃଦ୍ଧି ଘଟାଇବାରେ ସହାୟତା କରୁଛି । 

ଏହି ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି ପ୍ରତୀକାତ୍ମକ ‘ଆୟୋଡିନ ର ତିଳକ’- ଯାହା ଭକ୍ତମାନଙ୍କ ଲଲାଟରେ ଆୟୋଡିନ ଦ୍ରବଣ ସମ୍ମିଶ୍ରିତ ଘୋରା ଚନ୍ଦନକାଠର ତିଳକ ଲେପନ କରାଯାଉଛି ଏବଂ ଏହା ଶରୀର ପାଇଁ ଆୟୋଡିନ ଖୋରାକ ପ୍ରଦାନର ପ୍ରତୀକାତ୍ମକ ଏବଂ ଶାରୀରିକ ଯୋଗାଣ ହେଉଛି । ଏହି ବିଧି ବିଧାନକୁ ଅଧିକ ପରିପୁଷ୍ଠ କରିବାକୁ ସାମୁହିକ ସ୍ୱାସ୍ଥ୍ୟ ସମ୍ପର୍କିତ ଶପଥ ପାଠ କରାଯାଉଛି, ଯେଉଁଥିରେ ପ୍ରତ୍ୟେକ ପରିବାରକୁ ସେମାନଙ୍କର ଦୈନନ୍ଦିନ ଭୋଜନରେ ଆୟୋଡିନଯୁକ୍ତ ଲୁଣକୁ ଏକ ମୁଖ୍ୟ ଉପାଦାନ ଭାବରେ ସାମିଲ କରିବାକୁ ନିବେଦନ କରାଯାଉଛି ।

ଶ୍ରୀ ଅନୁଜ ରୁସ୍ତଗୀ, ସିଓଓ, ଷ୍ଟାପଲ୍‌ସ୍‌ ଆଣ୍ଡ ଆଡନାଜନ୍‌ସେସିଜ୍‌, ଫୁଡ୍‌ସ୍‌ ଡିଭିଜନ, ଆଇଟିସି ଲିମିଟେଡ କହିଥିଲେ, ‘ଆୟୋଡିନ ର ତିଳକ’ ସହିତ ଆମେ ପରିବାରଗୁଡିକୁ ଆାୟୋଡିନ ଅଭାବ ଜନିତ ଆପଦ ସମ୍ପର୍କରେ ପ୍ରଶିକ୍ଷିତ କରିବା ଜାରି ରଖିଛୁ । ଆୟୋଡିନଯୁକ୍ତ ଲୁଣ ମସ୍ତିଷ୍କର ବିକାଶ, ବିଶେଷକରି ପିଲାମାନଙ୍କ ପାଇଁ ଆୟୋଡିନର ଆବଶ୍ୟକତା ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଚଳିତ ବର୍ଷ ପଥପ୍ରାନ୍ତ ନାଟକ ଜରିଆରେ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ସିଧାସଳଖ ଜନସମୁଦାୟଙ୍କ ନିକଟରେ ପହଞ୍ଚାଉଛୁ ଏବଂ ଏହାକୁ ନିୟୋଜନକାରୀ, ସୁଲଭ୍ୟ ଏବଂ ସଂସ୍କୃତି ଭାବରେ ଗଭୀର ଜଡିତ କରିବା ପ୍ରଚେଷ୍ଟା କରୁଛୁ । ଏହି ପ୍ରୟାସ ଜରିଆରେ ଦୈନନ୍ଦିନ କାର୍ଯ୍ୟ ଭାବରେ ଆଶୀର୍ବାଦ ଲୁଣ ରୁ ଥରକରେ ଚିମୁଟାଏ ଲୁଣ ପ୍ରତ୍ୟେକ ରୋଷେଇ ଘରେ ପୁଷ୍ଟିସାଧନ ସହଯୋଗୀ ଭାବରେ ବ୍ୟବହାର କରିବାର ଅଭ୍ୟାସ ସୃଷ୍ଟି ଆଶା କରୁଛୁ ।”

କ୍ଷେତ୍ରସ୍ତରରେ ଅନୁଭୂତି ହାସଲର ଅଂଶ ଭାବରେ ପୁରୀରେ ଜୁନ୍‌ ୩୦ ତାରିଖରେ ଏକ ପଥପ୍ରାନ୍ତ ନାଟକ ବଡଦାଣ୍ଡରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଭକ୍ତମାନେ ମଧ୍ୟ ଜୁନ୍‌ ୨୭ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ‘ଆୟୋଡିନ କା ତିଲକ୍‌’ ପାଇପାରୁଛନ୍ତି ।  । ପଥପ୍ରାନ୍ତ ନାଟକ ଭ୍ୟାନ୍‌ ଭୁବନେଶ୍ୱର (୨୭-୨୯ ଜୁନ୍‌) ଗସ୍ତ କରିବା ସହିତ କୋଣାର୍କକୁ (ଜୁଲାଇ ୧)ରେ ଗସ୍ତ କରିସାରିଛି ଏବଂ ସମ୍ପ୍ରତି ଏହା କଟକକୁ (୨-୫ ଜୁଲାଇ) ଯାତ୍ରା କରିଛି ଯାହା ପୁରୀ ବାହାରେ ମଧ୍ୟ ଏହି ଅଭିଯାନର ବାର୍ତ୍ତାର ଅନୁଭୂତି ପାଇବା ପରିବାରଗୁଡିକ ନିମନ୍ତେ ସୁନିଶ୍ଚିତ କରୁଛି ।

Powered by Froala Editor

Tags Aashirvaad

Related articles Odisha News Lens 4.1

  • ଏହି କାରଣରୁ ମମତା ମାଗିଲେ କ୍ଷମା
    ଦେଶ-ଦେଶାନ୍ତର

    ଏହି କାରଣରୁ ମମତା ମାଗିଲେ କ୍ଷମା

    13669
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ
    ବିଶେଷ

    କେଶ ଝଡିବା ରୋକିବ ଏହି ମାସ୍କ

    15603
    Dec 12, 2025
  • ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ

    13575
    Dec 12, 2025
  • ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ପ୍ରବଳ ହଙ୍ଗାମା
    ଦେଶ-ଦେଶାନ୍ତର

    ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ପ୍ରବଳ ହଙ୍ଗାମା

    15307
    Dec 13, 2025
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା
    ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15695
    Dec 11, 2025
  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌
    ମନୋରଞ୍ଜନ

    ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    15316
    Dec 11, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର
    ବିଶେଷ

    ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13805
    Dec 13, 2025
  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?
    ଦେଶ-ଦେଶାନ୍ତର

    ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?

    15742
    Dec 12, 2025
  • ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ...
    ଦେଶ-ଦେଶାନ୍ତର

    ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ...

    13696
    Dec 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    କେଶ ଝଡିବା ରୋକିବ ଏହି ମାସ୍କ

    15603
    Dec 12, 2025
  • ଦେଶ-ଦେଶାନ୍ତର

    ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ

    13575
    Dec 12, 2025
  • ମନୋରଞ୍ଜନ

    ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    15316
    Dec 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17214
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17304
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17647
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16119
    Apr 03, 2021

ବିଶେଷ

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13805
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    15603
    Dec 12, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15427
    Dec 11, 2025
  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    16090
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13943
    Dec 09, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15140
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14237
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14974
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15210
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି କାରଣରୁ ମମତା ମାଗିଲେ କ୍ଷମା

    13669
    Dec 13, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13805
    Dec 13, 2025
  • ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର

    13696
    Dec 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In