Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେମିତି ଦୂର କରିବେ ଟେନ୍‌ସନ୍‌

  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ...

  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ...

  • ଆକ୍ରମଣ କଲେ ଇରାନକୁ ପୃଥିବୀରୁ ...

  • ରଚିତଙ୍କ ହାତ ଧରିବେ ହୁମା

  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା ...

  • ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ...

  • ୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ, ...

  • କିଏ କେଉଁଠି ଆଗରେ ଜାଣନ୍ତୁ

Home ›› ››କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ:ଡିଏମଇଟି

କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ:ଡିଏମଇଟି

2021-07-13 07:39:02
15509
Share:
Facebook
Twitter
E-Mail
WhatsApp
Telegram
କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ:ଡିଏମଇଟି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ । ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେହିପରି ସେ କହିଛନ୍ତି ଯେ, ସଂକ୍ରମଣ ହାର ଓ ଅନ୍ୟ ତଥ୍ୟକୁ ସମୀକ୍ଷା କରି ଅନଲକ ନିଷ୍ପତ୍ତି ନିଆଯିବ । ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବାଲୋକଙ୍କ ଉପରେ କଟକଣା ଜରୁରୀ । ନିଟ ପାଇଁ କେନ୍ଦ୍ର ଯାହା ଗାଇଡଲାଇନ ଦେବ ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ କରୋନାରେ ଆଉ ୧୯୩୦ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୧୧୭ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୮୧୩ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୦, ବାଲେଶ୍ୱରରେ ୧୩୪, ବରଗଡ଼ରେ ୧୨, ଭଦ୍ରକରେ ୯୮, ବଲାଙ୍ଗୀରରେ ୧, ବୌଦ୍ଧରେ ୩, କଟକରେ ୨୨୦, ଦେବଗଡ଼ରେ ୮, ଢେଙ୍କାନାଳରେ ୬୨, ଗଜପତିରେ ୪, ଗଞ୍ଜାମରେ ୧୭, ଜଗତସିଂହପୁରରେ ୭୫, ଯାଜପୁରରେ ୧୨୫, ଝାରସୁଗୁଡ଼ାରେ ୧୬, କଳାହାଣ୍ଡିରେ ୭, କନ୍ଧମାଳରେ ୨୭, କେନ୍ଦ୍ରାପଡ଼ାରେ ୧୨୩, କେନ୍ଦୁଝରରେ ୪୮, ଖୋର୍ଦ୍ଧାରେ ୪୩୧, କୋରାପୁଟରେ ୧୪, ମାଲକାନାଗିରିରେ ୨୮, ମୟୂରଭଞ୍ଜରେ ୯୮, ନବରଙ୍ଗପୁରରେ ୫, ନୟାଗଡ଼ରେ ୫୮, ନୂଆପଡ଼ାରେ ୨, ପୁରୀରେ ୨୭, ରାୟଗଡ଼ାରେ ୩୮, ସମ୍ବଲପୁରରେ ୨୫, ସୋନପୁରରେ ୫, ସୁନ୍ଦରଗଡ଼ରେ ୯୪ ଓ ରାଜ୍ୟ ପୁଲରେ ୭୫ ଜଣ ସଂକ୍ରମିତ ହୋଇଛନ୍ତି ।

Powered by Froala Editor

Tags Corona

Related articles Odisha News Lens 4.1

  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ
    ଦେଶ-ଦେଶାନ୍ତର

    ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ

    15335
    May 05, 2026
  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ
    ଦେଶ-ଦେଶାନ୍ତର

    ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ

    13834
    May 05, 2026
  • ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ
    ଦେଶ-ଦେଶାନ୍ତର

    ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ

    13951
    May 05, 2026
  • ୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ, ମୁଖ୍ୟମନ୍ତ୍ରୀ ହେବାକୁ ଏମାନଙ୍କ ନାଁ ଆଗରେ...
    ଦେଶ-ଦେଶାନ୍ତର

    ୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ, ମୁଖ୍ୟମନ୍ତ୍ରୀ ହେବାକୁ ଏମାନଙ୍କ ନାଁ ଆଗରେ...

    15632
    May 05, 2026
  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    13537
    May 05, 2026
  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍
    ଦେଶ-ଦେଶାନ୍ତର

    ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

    14753
    May 05, 2026
  •  ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ

    13922
    May 05, 2026
  • କିଏ କେଉଁଠି ଆଗରେ ଜାଣନ୍ତୁ
    ଦେଶ-ଦେଶାନ୍ତର

    କିଏ କେଉଁଠି ଆଗରେ ଜାଣନ୍ତୁ

    14421
    May 04, 2026
  • କେମିତି ଦୂର କରିବେ ଟେନ୍‌ସନ୍‌
    ବିଶେଷ

    କେମିତି ଦୂର କରିବେ ଟେନ୍‌ସନ୍‌

    14660
    May 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ

    15335
    May 05, 2026
  • ମନୋରଞ୍ଜନ

    ରଚିତଙ୍କ ହାତ ଧରିବେ ହୁମା

    14916
    May 05, 2026
  • ଦେଶ-ଦେଶାନ୍ତର

    ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ

    13922
    May 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17457
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17507
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17864
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16337
    Apr 03, 2021

ବିଶେଷ

  • କେମିତି ଦୂର କରିବେ ଟେନ୍‌ସନ୍‌

    14660
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15059
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13853
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14074
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14264
    Apr 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15375
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15112
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15607
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13923
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ

    13922
    May 05, 2026
  • ୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ, ମୁଖ୍ୟମନ୍ତ୍ରୀ ହେବାକୁ ଏମାନଙ୍କ ନାଁ ଆଗରେ...

    15632
    May 05, 2026
  • ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ

    13951
    May 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In