Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ...

  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ...

  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ...

  • ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’

  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ...

  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ...

  • ରାସାୟନିକ କାରଖାନାରେ ବଡ ବିସ୍ଫୋରଣ, ୧୦ ...

  • ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ...

  • ଖେଳିବାକୁ ଜିଦ୍‌ କଲା ବୋଲି ବାପା ନେଇଗଲା ...

  • ପୂରା ପରିବାରକୁ ଭସାଇ ନେଲା ବନ୍ୟା

ରାଜ୍ୟ
Home ›› ରାଜ୍ୟ ››ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ଏହି ବର୍ଗଙ୍କୁ ମିଳିପାରେ ପ୍ରତିନିଧିତ୍ୱ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ଏହି ବର୍ଗଙ୍କୁ ମିଳିପାରେ ପ୍ରତିନିଧିତ୍ୱ

2025-06-28 09:45:36
15184
Share:
Facebook
Twitter
E-Mail
WhatsApp
Telegram
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ଏହି ବର୍ଗଙ୍କୁ ମିଳିପାରେ ପ୍ରତିନିଧିତ୍ୱ

ଭୁବନେଶ୍ବର: ଓଡ଼ିଶାର ପ୍ରାୟ ଅଧା ଜିଲାରୁ ପ୍ରତିନିଧିତ୍ୱ ରାଜ୍ୟ ମନ୍ତ୍ରିମଣ୍ଡଳରେ ନାହିଁ। ମନ୍ତ୍ରୀ ନଥିବା ଜିଲାର ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକ ବର୍ଷ ପୂରିଛି। ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବର୍ଷକର ରିପୋର୍ଟ କାର୍ଡ ମାଗିଛନ୍ତି। ରିପୋର୍ଟ କାର୍ଡ ଆଧାରରେ କାର୍ଯ୍ୟଦକ୍ଷତାର ମୂଲ୍ୟାୟନ ହେବ। କିଛି ନୂଆ ସଦସ୍ୟଙ୍କୁ ମନ୍ତ୍ରିପଦ ଦେବା ଲାଗି ଯୋଜନା ରହିଛି। କିଛି ଜିଲାରୁ ଦୁଇଜଣ ମନ୍ତ୍ରିପଦ ପାଇଥିବାବେଳେ କେତେକ ଜିଲା ବଞ୍ଚିତ ରହିଛି। ୨୧ଟି ସଂସଦୀୟ କ୍ଷେତ୍ରରୁ ପ୍ରତିନିଧି ବଛାଯିବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କାଳରେ ପଛୁଆ ବର୍ଗ, ମହିଳା ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କୁ ପ୍ରତିନିଧିତ୍ୱ ମିଳିପାରେ।

ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ତଥା ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିବା ପ୍ରତିନିଧିଙ୍କୁ ହିସାବକୁ ନେଲେ ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ଭଦ୍ରକ, ବଲାଙ୍ଗିର, ସମ୍ବଲପୁର, କୋରାପୁଟ, ଯାଜପୁର, ପୁରୀ, ଜଗତସିଂହପୁର, ନୟାଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଝାରସୁଗୁଡ଼ା ଜିଲାରୁ ବିଧାୟକ ସ୍ଥାନ ପାଇଛନ୍ତି। କଟକ, ନବରଙ୍ଗପୁର, କେନ୍ଦ୍ରାପଡ଼ା, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, ଦେବଗଡ଼, ଅନୁଗୋଳ, ସୁବର୍ଣ୍ଣପୁର, କଳାହାଣ୍ଡି, ମାଲକାନଗିରି, ବରଗଡ଼, ନୂଆପଡ଼ା, ଗଜପତି, ରାୟଗଡ଼ା ଆଦି ଜିଲାରୁ କୌଣସି ବିଧାୟକ ମନ୍ତ୍ରିମଣ୍ଡଳରେ ନାହାନ୍ତି। ମନ୍ତ୍ରିମଣ୍ଡଳରେ ଯେଉଁ ୧୬ଜଣ ମନ୍ତ୍ରୀ ଅଛନ୍ତି ସେମାନଙ୍କ ଭିତରୁ କେବଳ କନକବର୍ଦ୍ଧନ ସିଂହଦେଓଙ୍କର ପୂର୍ବରୁ ମନ୍ତ୍ରୀ ଭାବେ ଅଭିଜ୍ଞତା ଥିବାବେଳେ ଅନ୍ୟ ୧୫ଜଣ ବିଧାୟକ ପ୍ରଥମଥର ଲାଗି ମନ୍ତ୍ରୀ ହୋଇଛନ୍ତି। ପ୍ରଚଳିତ ପରମ୍ପରା ଅନୁଯାୟୀ ବିଧାନସଭା ମୋଟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରିମଣ୍ଡଳରେ ସଦସ୍ୟ ରହିପାରିବେ। ଅବଶ୍ୟ ଏହି ପ୍ରଥାକୁ ପୂର୍ବରୁ ଅନେକବାର ଉଲ୍ଲଙ୍ଘନ କରାଯାଇଛି। ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ ଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ଜଣ ପର୍ଯ୍ୟନ୍ତ ନିୟମାନୁଯାୟୀ ମନ୍ତ୍ରିମଣ୍ଡଳରେ ରହିବା କଥା। ୨୦୨୪, ଜୁନ୍‌ ୧୨ରେ ନୂଆ ସରକାର ଶପଥ ପାଠ ନେଇଥିବା ବେଳେ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ବିଜେଡି ଓ କଂଗ୍ରେସଠାରୁ ଯେଉଁମାନେ ବିଜେପିରେ ଯୋଗଦେଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି, ସେମାନଙ୍କ ଭିତରୁ ଜଣେ ହେଲେ କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନାହିଁ। ଏହାଛଡ଼ା ଯେଉଁ ୩ ସ୍ବାଧୀନ ବିଧାୟକ ସରକାରକୁ ସମର୍ଥନ ଦେଉଛନ୍ତି, ଅତୀତରେ ସେମାନେ ବିଜେପି ସହ ଯୋଡ଼ି ହୋଇଥିଲେ। ଦଳରୁ ଟିକଟ ନମିଳିବାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନେ ସରକାରକୁ ସମର୍ଥନ କରିଥିବାରୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା  ଆଶା ରଖିଛନ୍ତି। ବିଜେପି ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛି। ମନ୍ତ୍ରୀ ପରିଷଦରେ ଜଣେ ମାତ୍ର ମହିଳା  ଅଛନ୍ତି। ଆଗକୁ ସମ୍ପ୍ରସାରଣବେଳେ ମହିଳା ବିଧାୟକଙ୍କୁ ପ୍ରତିନିଧିତ୍ୱ ମିଳିପାରେ।

Powered by Froala Editor

Tags Cm

Related articles Odisha News Lens 4.1

  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ
    ବିଶେଷ

    ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15363
    Jun 30, 2025
  • ପୂରା ପରିବାରକୁ ଭସାଇ ନେଲା ବନ୍ୟା
    ଦେଶ-ଦେଶାନ୍ତର

    ପୂରା ପରିବାରକୁ ଭସାଇ ନେଲା ବନ୍ୟା

    15469
    Jun 29, 2025
  • ରାସାୟନିକ କାରଖାନାରେ ବଡ ବିସ୍ଫୋରଣ, ୧୦ ମୃତ
    ଦେଶ-ଦେଶାନ୍ତର

    ରାସାୟନିକ କାରଖାନାରେ ବଡ ବିସ୍ଫୋରଣ, ୧୦ ମୃତ

    13517
    Jun 30, 2025
  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ
    ଦେଶ-ଦେଶାନ୍ତର

    ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ

    13590
    Jun 30, 2025
  • ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’
    ଦେଶ-ଦେଶାନ୍ତର

    ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’

    14312
    Jun 30, 2025
  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14752
    Jun 30, 2025
  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ
    ଦେଶ-ଦେଶାନ୍ତର

    ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ

    15567
    Jun 30, 2025
  • ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଘଟଣାରେ ନେତା ସହ ୫ ଗିରଫ
    ଦେଶ-ଦେଶାନ୍ତର

    ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଘଟଣାରେ ନେତା ସହ ୫ ଗିରଫ

    15656
    Jun 30, 2025
  • ଖେଳିବାକୁ ଜିଦ୍‌ କଲା ବୋଲି ବାପା ନେଇଗଲା ପୁଅ ଜୀବନ
    ଦେଶ-ଦେଶାନ୍ତର

    ଖେଳିବାକୁ ଜିଦ୍‌ କଲା ବୋଲି ବାପା ନେଇଗଲା ପୁଅ ଜୀବନ

    13637
    Jun 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ

    15567
    Jun 30, 2025
  • ଦେଶ-ଦେଶାନ୍ତର

    ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଘଟଣାରେ ନେତା ସହ ୫ ଗିରଫ

    15656
    Jun 30, 2025
  • ବିଶେଷ

    ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    14978
    Jun 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16598
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16715
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17029
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15518
    Apr 03, 2021

ବିଶେଷ

  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    14978
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15363
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15599
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15492
    Jun 29, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15971
    Jun 28, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15560
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15539
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15009
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14830
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖେଳିବାକୁ ଜିଦ୍‌ କଲା ବୋଲି ବାପା ନେଇଗଲା ପୁଅ ଜୀବନ

    13637
    Jun 30, 2025
  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    14978
    Jun 30, 2025
  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ

    13590
    Jun 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In